ହାଜର ହେବେ କେନ୍ଦୁଝର ଜିଲ୍ଲାପାଳ

ଭୁବନେଶ୍ୱର : ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ଜଣେ ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କ ମାମଲାରେ ହାଇକୋର୍ଟ ଦେଇଥିବା ରାୟର ଅନୁପାଳନ କରିନଥିବାରୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ହାଇକୋର୍ଟ ଏକ ଅନୁକମ୍ପାମୂଳକ ନିଯୁକ୍ତି ମାମଲାର ଶୁଣାଣି ପରେ ଆବେଦନକାରୀଙ୍କ ପ୍ରସଙ୍ଗକୁ ସୀମିତ ସମୟ ମଧ୍ୟରେ ବିଚାର କରି ନିଷ୍ପତ୍ତି ନେବାକୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନୁରୁପ ମାମଲାରେ ପୂର୍ବରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ରାୟର ନଜିର ଆଧାରରେ ଜିଲ୍ଲାପାଳ ନିଷ୍ପତ୍ତି ନେବାକୁ...

ଥାଲାସେମିଆ ଶିଶୁଙ୍କ ପାଇଁ ରକ୍ତ ସଙ୍କଟ

0

ଭୁବନେଶ୍ୱର : ରାଜ୍ୟ ରାଜଧାନୀରେ ଏବେ ରକ୍ତର ଘୋର ଅଭାବ । ସବୁଠାରୁ ବଡ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରରେ ରକ୍ତର ଏଭଳି ଅଭାବ ପରିଲକ୍ଷିତ ହୋଇଛି ଯେ ଥାଲାସେମିଆ ଶିଶୁମାନଙ୍କୁ କର୍ତ୍ତୃପକ୍ଷ ରକ୍ତ ଯୋଗାଇ ପାରୁନାହାନ୍ତି । ଅତି ଗୁରୁତର ଶିଶୁଙ୍କୁ ଚିହ୍ନଟ କରି ସେମାନଙ୍କୁ ହିଁ ରକ୍ତ ଯୋଗାଣ ହେଉଛି । ମିଳିଥିବା ସୂଚନା ଅନୁଯାୟୀ କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୨୦ରୁ ୨୫ଜଣ ଥାଲାସେମିଆ ଆକ୍ରାନ୍ତ ଶିଶୁଙ୍କୁ ରକ୍ତଭଣ୍ଡାରରୁ ରକ୍ତଯୋଗାଣ ହୋଇଥାଏ । ରକ୍ତଭଣ୍ଡାର ଅଧିନରେ ପାଖାପାଖି ସାତ ଶହ ଥାଲାସେମିଆ ଆକ୍ରାନ୍ତ...

ଆଧାର ଯାଞ୍ଚ ପାଇଁ ଅନୁମତି

ନୂଆଦିଲ୍ଲୀ : ଉପଭୋକ୍ତାଙ୍କ ସୁବିଧାକୁ ନଜରରେ ରଖି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଲୋକମାନଙ୍କୁ ସେମାନଙ୍କ ମୋବାଇଲ୍ ନମ୍ବର ଏବଂ ଆଧାର ସହିତ ସଂଯୁକ୍ତ ହୋଇଥିବା ଇମେଲ୍ ଆଇଡି ଯାଞ୍ଚ କରିବାକୁ ଅନୁମତି ଦେଇଛି । ୟୁଆଇଡିଏଆଇ ର ନଜରକୁ ଏହା ଆସିଥିଲା ଯେ କେତେକ କ୍ଷେତ୍ରରେ, ସେମାନଙ୍କ ମୋବାଇଲ୍ ନମ୍ବର ମଧ୍ୟରୁ କେଉଁଟି ଆଧାରରେ ସଂଯୁକ୍ତ ହୋଇଛି ତାହା ବିଷୟରେ ଲୋକେ ଅବଗତ ନାହାନ୍ତି । ତେଣୁ ଆଧାର ଓଟିପି ଅନ୍ୟ ମୋବାଇଲ୍ ନମ୍ବରକୁ ଯାଇପାରେ ବୋଲି ଲୋକେ ଚିନ୍ତିତ...

Arrest Drunken Drivers

Bhubaneswar: As drunken driving is one of the major reasons for occurrence of accidents in the State, the Government has asked DGP to take strong action including arrest of the driver against drunken driving cases. Usha Padhee, Principal Secretary, Commerce & Transport has written a letter to DGP Sunil Bansal in this regard. “It is a fact that, drunken driving...

BJP Demands CBI Probe

Sambalpur: BJP central team on Tuesday demanded CBI probe into the violence erupted between two communities during Hanuman Jayanti processions in Sambalpur city last month. The BJP team comprises four MPs—Brij Lal from Uttar Pradesh, Samir Oraon from Jharkhand and Aditya Sahu & Jyotirmay Singh Mahato from West Bengal visited Sambalpur city and held discussion with several stakeholders including some victims....

CM Reviews Cyclone Prep

Bhubaneswar:  As Odisha has witnessed cyclones in summer season in recent years, Chief Minister Naveen Patnaik on Tuesday held a review meeting with senior officials of concerned departments about the preparedness made to deal with possible summer cyclones in the state. Shri Patnaik held the meeting in the wake of IMD’s prediction that a cyclonic circulation is likely to develop...

ସୋଆରେ ବିଶ୍ୱ ଭେଟେରୀନାରୀ ଦିବସ  

ଭୁବନେଶ୍ୱର : ଓଡ଼ିଶାରେ ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀପାଳନ କ୍ଷେତ୍ରରେ ଉନ୍ନତି ହୋଇଥିବା ଯୋଗୁଁ କୃଷକ ଆଶ୍ୱସ୍ତ ହେବା ସହ କୋଭିଡ ମହାମାରୀର ଦୁର୍ଦ୍ଦଶାକୁ ଅତିକ୍ରମ କରିବାକୁ ସକ୍ଷମ ହୋଇପାରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଛନ୍ତି । ଦୁଇ ବର୍ଷ ଧରି ତାଣ୍ଡବ ରଚିଥିବା କୋଭିଡ ମହାମାରୀ ସମୟରେ ପ୍ରାଣୀଧନ ଉପରେ ନିର୍ଭର କରୁଥିବା କୃଷକମାନେ ନିଜର ଜୀବିକା ନିର୍ବାହ କରିପାରିଛନ୍ତି ବୋଲି ପୂର୍ବରୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଦାୟିତ୍ୱରେ...

Livestock Turns Life Saver

Bhubaneswar: The growth of the veterinary science and animal husbandry sector in Odisha has made livestock farmers resilient and helped them tide over the crisis triggered by the Covid-19 pandemic, Bishnupada Sethi, Principal Secretary, Higher Education, has said. Shri Sethi has been one of the longest serving Mandarin in Fisheries, Animal Resources Development Department of Government of Odisha. He initiated several...

କୃଷିଜାତ ସାମଗ୍ରୀର ବଜାର ସୁବିଧା ପାଇଁ ରାଜିନାମା

0

ଭୁବନେଶ୍ୱର : ରାଜ୍ୟରୁ ଉତ୍ପାଦିତ କୃଷିଜାତ ସାମଗ୍ରୀର ବଜାର ସୁବିଧା ପାଇଁ ସମବାୟ ବିଭାଗ ଏକ ପ୍ରକଳ୍ପ ଆରମ୍ଭ କରିଛନ୍ତି ଯାହା ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି (ଆରଏମସି), ୪୩ କୃଷକ ବଜାର, ୭୬ ଟି ମ୍ୟୁନିସିପାଲିଟି ବଜାର ସହିତ ୮୦୦ ଏଫ୍‍ପିଓ ଏବଂ ମହିଳା ଏସଏଚଜି କୁ ଏକାଠି କରିିବ । ଏଥିପାଇଁ ବିଭାଗ ତରଫରୁ ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡ (ଓଏସ୍‌ଏଏମ୍ ବୋର୍ଡ) ଏବଂ ହାଇଦ୍ରାବାଦ ସ୍ଥିତ ଇଣ୍ଟରନେସନାଲ କ୍ରପସ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ ଫର ଦି...

ଗ୍ରୀଷ୍ମ ଋତୁ ବାତ୍ୟା ପାଇଁ ପ୍ରସ୍ତୁତ ରୁହ

ଭୁବନେଶ୍ୱର : ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ଓ ପରବର୍ତ୍ତୀ ସମୟରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମ୍ଭାବ୍ୟ ଗ୍ରୀଷ୍ମ ଋତୁ ବାତ୍ୟା   ସମ୍ପର୍କରେ  ସ୍ମରଣ  କରି  ପ୍ରଶାସନ ଆଗୁଆ  ପ୍ରସ୍ତୁତ ରହିବାକୁ ଦୃଢ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରୀଷ୍ମ ଋତୁରେ ଯେଉଁ ବାତ୍ୟା ଆସେ, ତାର ଆକଳନ ବହୁତ ଜଟିଳ। ୨୦୧୯ରେ ଫନି ବାତ୍ୟା ମଧ୍ୟ ଏହିପରି ଅଚାନକ ଆସି ବ୍ୟାପକ କ୍ଷୟକ୍ଷତି...