ମହିଳା ଗୋଷ୍ଠିଙ୍କୁ ୧୦୦ କୋଟି ପ୍ରୋତ୍ସାହନ
ଭୁବନେଶ୍ୱର : ରାଜ୍ୟ ନଗରଉନ୍ନୟନ ବିଭାଗରେ ୨୬୬୯୧ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଯୋଡି ହୋଇଥିବାବେଳେ ଏମାନଙ୍କ ମାଧ୍ୟମରେ ୧୧୫ଟି ପୌରାଚଂଳରେ ବିକାଶ କାର୍ଯ୍ୟକ୍ରମ ଚଳାଯାଉଛି । ସେହିସ ସବୁ ବିକାଶ ମୂଳକ କାର୍ଯ୍ୟର ତଦାରଖ ବାବଦକୁ ସେମାନଙ୍କୁ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟ ସରକାର ସହରାଚଂଳ ପରିଚାଳନାରେ ବିକେନ୍ଦ୍ରୀକରଣ ଓ ଗୋଷ୍ଠୀ ସହଭାଗିତା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହି ଦୁଇ ମଡେଲ ସରକାରଙ୍କର ଦୁଇ ଆଖି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନଗରଉନ୍ନୟନ ବିଭାଗରେ ଜାରି...
CM Lauds City Police
Bhubaneswar: Chief Minister Naveen Patnaik on Monday said Cyber Crime has emerged as a big challenge for the police. He asked the Commissionerate Police to improve its capacity to deal with it effectively so that it can become a model for the country. Addressing at the Raising Day ceremony of Bhubaneswar-Cuttack Commissionerate Police, Shri Patnaik said in this glorious journey...
ନିଶାଡି ଦମନ ବଡ ଆହ୍ୱାନ
ଭୁବନେଶ୍ୱର : ରାଜଧାନୀରେ ମଦୁଆ ଧରପଗଡ ଅଭିଯାନ ଏବେ ଜୋରଦାର ହୋଇଛି । ନିଶାଡ଼ିମାନେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଉପରେ ଆକ୍ରମଣ କରିବା ସହ ଦାଦାବଟି ଆଦାୟରେ ବ୍ୟସ୍ତ ରହୁଛନ୍ତି । ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଯାଉଥିବା ପୁଲିସ କର୍ମଚାରୀଙ୍କ ଉପରେ ବି ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ଆଗକୁ ବିଶ୍ୱକପ୍ ହକି ପ୍ରତିଯୋଗିତା ଆସୁଥିବାବେଳେ ନିଶାଡିମାନଙ୍କୁ ଜବତ କରିବା ଲାଗି କମିଶନରେଟ ପୋଲିସ ଅଧିକ ସକ୍ରିୟ ହେଉଥିବା ଲକ୍ଷ କରାଯାଉଛି । ଆଜି...
ଡିଏମ୍ଏଫ୍ ବ୍ୟୟ ୫୫ ପ୍ରତିଶତ
ଭୁବନେଶ୍ୱର : ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍)ରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ୮ମାସରେ ୨୦,୪୦୦ କୋଟି ଟଙ୍କା ସଂଗ୍ରହ ହୋଇଛି । ଏହି ସମୟରେ ୧୧ ହଜାର ୪୨୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସରକାରୀ ସଥ୍ୟ ମୁତାବକ ଏହି ୮ମାସ ମଧ୍ୟରେ ଅନୁଗୁଳ, ଯାଜପୁର, ଝାରସୁଗୁଡା,କେନ୍ଦୁଝର, କୋରାପୁଟ, ମୟୁରଭଞ୍ଜ, ରାୟଗଡା ଓ ସୁନ୍ଦରଗଡ ଭଳି ୮ଟି ଜିଲ୍ଲାର ୨୫,୦୮୪ଟି ପ୍ରକଳ୍ପ ମଞ୍ଜୁର କରାଯାଇ ୨୨,୮୭୫ଟିର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା । ଏଥିମଧ୍ୟରୁ ୧୭,୮୭୨ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବା...
ଟିଭି ଚ୍ୟାନେଲଗୁଡିକୁ ଚେତାବନୀ
ନୂଆଦିଲ୍ଳୀ : ଦୁର୍ଘଟଣା, ମୃତ୍ୟୁ ଓ ମହିଳା, ଶିଶୁ ବୟସ୍କଙ୍କ ପ୍ରତି ହିଂସା ଭଳି ଆଚରଣ ଅରୁଚିକର ଓ ଶିଷ୍ଟତା ସହ ସାଲିସ ଭଳି ହୋଇଥିବାରୁ ଏଭଳି ଖବର ପ୍ରସାର ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଟିଭି ଚ୍ୟାନେଲଗୁଡିକୁ ମାର୍ଗଦର୍ଶିକା ଜାରି କରିଛନ୍ତି। ମନ୍ତ୍ରଣାଳୟ ଦ୍ୱାରା ଟେଲିଭିଜନ ଚ୍ୟାନେଲଗୁଡିକ ପକ୍ଷରୁ ସାବଧାନତା ଅବଲମ୍ବନ ନ କରିବାର ଅନେକ ଘଟଣା ପରିପ୍ରେକ୍ଷୀରେ ଏହି ମାର୍ଗଦର୍ଶିକା ଜାରି କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ଟେଲିଭିଜନ ଚ୍ୟାନେଲଗୁଡିକ ଲୋକମାନଙ୍କ ମୃତ...
100 Cr For Community Partners
Bhubaneswar: Community Partnership is the basis of adding sustainability to any intervention that is launched to empower the poor and vulnerable. It is heartening to add here that Govt of Odisha has provided Rs 100 crore to 26,691 Mission Shakti Groups as supervision charges (Incentives) to strengthen Community Partnership under various Urban Verticals, i.e. MUKTA, AAHAR, JALSATHIs,Solid Waste Management,...
Hockey Conclave On 10 Jan
Bhubaneswar: Odisha is hosting the FIH Odisha Men's Hockey World Cup 2023 Bhubaneswar-Rourkela for the second consecutive time and this mega event is being organized in Bhubaneswar and Rourkela from January 13 to 29. The buzz around the Odisha Hockey Men's World Cup 2023 Bhubaneswar-Rourkela has already gripped the people of the state with excitement. Now, with a vision to further...
ମିଶନ ଶକ୍ତି ଖାତାରେ ୧୨୫ କୋଟିର ସୁଧ ରିହାତି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତି ଗ୍ରୁପ ମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଏହି ସୁଧ ରିହାତି ପ୍ରଦାନ କରାଯାଇଛି । ୨୦୨୨ ଅପ୍ରେଲରୁ ଓ ସେପ୍ଟେମ୍ବର ମଧ୍ୟରେ ମହିଳା ମାନେ ଯେଉଁ ଋଣ ନେଇଥିଲେ, ସେହି ଋଣର ସୁଧ ପରିମାଣ ପ୍ରଦାନ କରାଯାଇଛି । ମାତ୍ର ୬ ମାସରେ ରାଜ୍ୟ ସରକାର ୧୨୫ କୋଟି...
Interest Sop For SHGs
Bhubaneswar: Chief Minister Naveen Patnaik on Monday launched distribution of interest subvention benefits for the first two quarters of financial year 2022-23 worth Rs.125 crore to more than 2,50,000 self- help groups (SHGs). The interest subvention benefits of Rs 125 crore for the first two quarters of the current 2022-23 financial year was extended directly to SHG accounts through a...
Advisory For TV Channels
New Delhi: Ministry of Information and Broadcasting has today issued an advisory to all television channels against reporting incidents of accidents, deaths, and violence including violence against women, children and elderly in manners which grossly compromises on “good taste and decency”. The advisory has been issued after several instances of lack of discretion by television channels were noticed by...









