ହକି ପାଇଁ ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ୱର : ଭୁବନେଶ୍ୱର ଏବଂ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା FIH (ଏଫଆଇଏଚ) ହକି ପୁରୁଷ ବିଶ୍ୱକପ 2023 ସମୟରେ ଯାତ୍ରୀଙ୍କ ଚାହିଦା ଏବଂ ଅତିରିକ୍ତ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ରେଳ ଯାତ୍ରୀ ମାନଙ୍କୁ ଉତ୍ତମ ଯାତ୍ରା ସୁବିଧା ବିଶେଷ ଭାବେ ହକି ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ସେବା ଯୋଗାଇଦେବାପାଇଁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି | 02834 ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଭୁବନେଶ୍ୱରରୁ 14 ରୁ 30 ଜାନୁୟାରୀ 2023 ମଧ୍ୟରେ ପ୍ରତ୍ୟେକ ସୋମବାର, ବୁଧବାର, ଗୁରୁବାର ଏବଂ...
ହକି ସଫଳତା ପାଇଁ ଶୁଭେଚ୍ଛା ଜଣାଇଲେ
କଟକ : ଦେଶରେ କ୍ରୀଡ଼ା ଓ ଖେଳର ପ୍ରୋତ୍ସାହନ ଲାଗି ଭାରତ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର। ସେ କହିଥିଲେ ଯେ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଭାବନା ନେଇ ରାଜ୍ୟମାନେ ମଧ୍ୟ ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଏଫଆଇଏଚ୍ ପୁରୁଷ ହକି ବିଶ୍ବକପର ଉଦଘାଟନୀ ସମାରୋହକୁ ଉଦଘାଟନ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ...
ବ୍ଲକ ଅଫିସରେ ତାଲା ପକାଇବ ବିଜେପି
ଭୁବନେଶ୍ୱର : ରାଜ୍ୟ ସରକାର ତରବରିଆଭାବେ ଗ୍ରାମସଭାରେ ପ୍ରଧାନମନ୍ତ୍ରୀ ଆବାସକୁ ଚଞ୍ଚକତା କରନ୍ତି ତାହାଲେ ବିଜେପି ବରଦାସ୍ତ କରିବ ନାହିଁ । ୨୪ଘଣ୍ଟା ମଧ୍ୟରେ ହିତାଧିକାରୀଙ୍କ ତାଲିକା କାନ୍ଥ ମାରନ୍ତୁ ରାଜ୍ୟ ସରକାର । ଯଦି ରାଜ୍ୟ ସରକାର ଏଥିରୁ ବିଚ୍ୟୁତି ହୁଅନ୍ତି ତାହାଲେ ଆଗାମୀ ଦିନରେ ବିଜେପି ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତାଲା ପକାଇବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଚେତାବନୀ ଦେଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ...
ବି.ଏସ୍.କେ.ୱାଇ ଠକାମି ଉପରେ ନଜର ରଖ
ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟନ୍ବୟନ ନାମରେ କୈାଣସି ପ୍ରକାର ଜାଲିଆତି ବା ଠକାମିର ସମ୍ଭାବନା ଉପରେ କଡ଼ା ନଜର ରଖିବାପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟରତ ବି.ଏସ୍.କେ.ୱାଇ. ଟିମଙ୍କୁ ନିର୍ଦେଶ ଦେଇଛନ୍ତି । ଠକାମି ବିରୁଦ୍ଧରେ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ୍ ଆଇନ ଏବଂ ବି.ଏସ୍.କେ.ୱାଇ. ପ୍ରବର୍ତ୍ତନ ବ୍ୟବସ୍ଥା ଅନୁସାରେ ଏପରି ଠକ ମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଶାସନ ସଚିବ...
ରୁପେ ଡେବିଟ କାର୍ଡକୁ ପ୍ରୋତ୍ସାହନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଏପ୍ରିଲ ୨୦୨୨ ଠାରୁ ଗୋଟିଏ ବର୍ଷର ଅବଧି ନିମନ୍ତେ ରୁପେ ଡେବିଟ୍ କାର୍ଡ ଏବଂ କମ ମୂଲ୍ୟ ବିଶିଷ୍ଟ ଭୀମ-ୟୁପିଆଇ ନେଣଦେଣ (ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀ)କୁ ବଢ଼ାଇବା ଲାଗି ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁର କରିଛନ୍ତି । ରୂପେ ଡେବିଟ୍ କାର୍ଡ ଏବଂ କମ୍ ମୂଲ୍ୟ ବିଶିଷ୍ଟ ଭୀମ-ୟୁପିଆଇ ନେଣଦେଣ (ପିଟୁଏମ)କୁ ପ୍ରୋତ୍ସାହନ ଦେବା ନିମନ୍ତେ ମଞ୍ଜୁର ପ୍ରୋତ୍ସାହନ ଯୋଜନାର ଆର୍ଥିକ ବ୍ୟୟବରାଦ ୨,୬୦୦ କୋଟି ଟଙ୍କା ରହିଛି । ଏହି ଯୋଜନା...
State Approves CAMPA Plan
Bhubaneswar: State Level Steering Committee of State CAMPA(Compensatory Afforestation Fund Management & Planning Authority) held under the chairmanship of Chief Secretary, Suresh Chandra Mahapatra virtually today approved the outlay for Annual Plan of Operation for 2023-24. Additional Chief Secretary, Forest, Environment & Climate Change, Mona Sharma PCCF & HoFF, Debidutta Biswal, PCCF (Nodal & FCA) Susanta Nanda, along with senior...
Incentive For RuPay Debit
New Delhi: The Union Cabinet, chaired by the Prime Minister Narendra Modi, has approved the incentive scheme for promotion of RuPay Debit Cards and low-value BHIM-UPI transactions (person-to-merchant) for a period of one year from April 2022.The approved incentive scheme for promotion of RuPay Debit Cards and low-value BHIM-UPI transactions (P2M) in FY 2022-23 has a financial outlay of...
National Seed Co-op Soon
New Delhi: The Union Cabinet, chaired by the Prime Minister Narendra Modi, has approved a historic decision to set up and promote a national level multi-state seed cooperative society under Multi State Cooperative Societies (MSCS) Act, 2002. This National Co-op will act as an apex organization for production, procurement, processing, branding, labelling, packaging, storage, marketing and distribution of quality seeds;...
Alert Advise On BSKY
Bhubaneswar: Tough Administrator Shalini Pandit has directed Team BSKY to keep strict vigil over any chance of fraud in extension of BSKY benefits to the card holders. Secretary Health and Family Welfare Shrimati Pandit has directed the BSKY Team both at the State and district levels. She also asked Collectors and District Magistrates of all districts to take stringent action...
ମଦ ବ୍ୟବସାୟରେ ଲାଭାଂଶ କମୁଛି
ଭୁବନେଶ୍ୱର : ମଦ ବ୍ୟବସାୟକୁ ସୁନିୟନ୍ତ୍ରିତ କରିବା ପାଇଁ ରାଜ୍ୟ ସରକାର ଗଠନ କରିଥିବା ରାଜ୍ୟ ପାନୀୟ ନିଗମର ବ୍ୟବସାୟିକ କାରବାର ବଢୁଥିବାବେଳେ ଏହି ନିଗମ ରାଜ୍ୟ ସରକାରଙ୍କୁ ଦେଉଥିବା ଡିଭିଡେଣ୍ଡ ବା ଲାଭାଂଶର ପରିମାଣ କିନ୍ତୁ କମୁଛି । ରାଜ୍ୟରେ ଅବକାରୀ ରାଜସ୍ୱ ୨୦ ବର୍ଷରେ ପ୍ରାୟ ୪୦ଗୁଣ ବଢିଥିବାବେଳେ ଡିଭିଡେଣ୍ଡ କିନ୍ତୁ ୨୦୧୨-୧୩ ପରଠାରୁ କମିବାରେ ଲାଗିଛି । ୨୦୧୧-୧୨ ବେଳକୁ ବର୍ଷରେ ରାଜ୍ୟ ପାନୀୟ ନିଗମର କାରବାର ଥିଲା ୨୩୨୦କୋଟି ଟଙ୍କା । ଏହା ବଢି ବଢି ୨୦୧୬-୧୭ ବର୍ଷରେ...









