Politics Over Parl Opening
Bhubaneswar: The political atmosphere in Odisha warmed up over the decision of Governing BJD to take part in the inauguration of the new Parliament building by Prime Minister Narendra Modi scheduled on May 28. Senior Congress leader Narasingha Mishra on Thursday criticized Chief Minister Naveen Patnaik over BJD’s decision to take part in the inauguration ceremony. Speaking to media persons, Shri...
OSPHWC Scaling New Heights
Bhubaneswar: Odisha State Police Housing and Welfare Corporation Limited (OSPHWC) is scaling new heights with ‘Record Turnover’ and ‘High Growth’. While OSPHWC celebrated its 44th Foundation day on 24 May, 2023 at Police Housing Corporation Premises, Bhoi Nagar, Janpath, Bhubaneswar, it came to fore that the Mega PSU of the State Government has recorded more profits. The Foundation Day event was...
ଡିଜିଟାଲ ଅସହଯୋଗ କରିବେ ପ୍ରାଣୀଧନ ନିରୀକ୍ଷକ
ଭୁବନେଶ୍ୱର : ଦୀର୍ଘ ଦିନର ଦାବି ପୂରଣ ହେଉନଥିବାରୁ ଓଡିଶା ରାଜ୍ୟ ଅଣଗେଜେଟେଡ୍ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି । ସେମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣାପାତ ନକଲେ ଆସନ୍ତା ୨୮ରୁ ସେମାନେ ପ୍ରାଣୀ ଚିକିତ୍ସା ଜାରି ସହିତ ଡିଜିଟାଲ ଅସହଯୋଗ କରିବେ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସାମ୍ବାଦିକମାନଙ୍କୁ ସୂଚନା ଦେଇ ସଂଘର କର୍ମକର୍ତ୍ତାମାନେ କହିଛନ୍ତି ଯେ ରାଜ୍ୟରେ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀଙ୍କର ୪୭୦୦ ପଦବୀ...
ସମ୍ମମରେ ଜଟିଳ ଅସ୍ତ୍ରୋପଚାର
ଭୁବନେଶ୍ୱର : ବିରଳ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା ଜଣେ ୭୩ ବର୍ଷୀୟା ମହିଳାଙ୍କର ଜଟିଳ ଅସ୍ତ୍ରୋପଚାର ଜରିଆରେ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ୍ । ଅସ୍ତ୍ରୋପଚାର ସମ୍ଭବ ନୁହେଁ ବୋଲି ଦର୍ଶାଇ ଅନେକ ହସ୍ପିଟାଲ୍ ଏହି ରୋଗୀଙ୍କୁ ପୂର୍ବରୁ ଫେରାଇ ଦେଇଥିଲେ । ଅମ୍ବିକା ପାତ୍ର ନାମକ ଏହି ବୟସ୍କା ମହିଳାଙ୍କର ଦୀର୍ଘ ୧୫ ବର୍ଷ ହେବ ବେକରେ ଫୁଲା ସହିତ ଯନ୍ତ୍ରଣା ଓ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖା ଦେଉଥିଲା । ସେ...
Rare Surgery@SUMUM
Bhubaneswar: Surgeons at SUM Ultimate Medicare (SUMUM) here have successfully conducted a challenging surgery on a 73-year-old woman suffering from a rare condition after she was turned away by other healthcare facilities who described the case as inoperable. Ambika Patra, with a 15 year old history of a swelling on her neck and suffering from sudden onset of neck pain...
Free Wi-Fi In Universities
As per promise made in its election manifesto for 2019, BJD Government has decided to provide free Wi-Fi services in the State Public Universities. Chief Minister Naveen Patnaik on Thursday reviewed the targets and achievements of the Higher Education Department during the last four years and the fulfillment of the assurances given in the manifesto. Later Higher Education Minister Rohit Pujari...
BJD To Join Parl Opening
Bhubaneswar: Governing Biju Janata Dal (BJD) will attend the new Parliament building inauguration ceremony in New Delhi. Prime Minister Narendra Modi will inaugurate the newly constructed Parliament on May 28. Issuing a press statement, BJD National Spokesperson Sasmit Patra said the President of India is the Head of the Indian State and the Parliament represents the 1.4 billion people of...
Cargo Handling Capacity Rises
Bhubaneswar: The cargo handling capacity of ports in Odisha has been increased by eight times from 19.9 MMTPA in the financial year 2000-01 to 160 MMTPA by the end of financial year 2022-23. This was informed by Commerce and Transport Minister Tukuni Sahu here on Wednesday. Chief Minister Naveen Patnaik today reviews the performance of the Department. Principal Secretary Usha...
କାମରେ ଆସୁନି କଣ୍ଟ୍ରୋଲରୁମ୍
ଭୁବନେଶ୍ୱର : ରାଜଧାନୀବାସୀଙ୍କ ଜଳ ସମସ୍ୟାର ସମାଧାନ ପାଇଁ ଜଳଯୋଗାଣକାରୀ ସଂସ୍ଥା ୱାଟ୍କୋ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଛି । ହେଲେ ଏହି କେନ୍ଦ୍ର ଲୋକଙ୍କ ଅଭିଯୋଗର ବିସ୍ତୃତ ସୂଚନା ରଖିବା ପରେ ବି ଠିକଣା ଭାବେ ସମାଧାନ କରିପାରୁ ନାହିଁ । ଏହି କଣ୍ଟ୍ରୋଲରୁମ୍ କେବଳ ଲୋକଙ୍କ ଅଭିଯୋଗଟି ସମ୍ପୃକ୍ତ ଅଞ୍ଚଳର ଜଳ ଯୋଗାଣ ଅଧିକାରୀଙ୍କ ପଠାଇ ଦେଇ ନିଜ କାମ ସାରିଦେଉଛି । ୱାଟ୍କୋ ତାହାର ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହିତ ଏଥିପାଇଁ ଟୋଲ ଫ୍ରି ନମ୍ବର ଜାରି କରିଛି...
ଅଧାରୁ ପାଠ ଛାଡିବାରେ ଓଡିଶା ଶୀର୍ଷରେ
ଭୁବନେଶ୍ୱର : ଗତ ମାଟ୍ରିକ ପରୀକ୍ଷା ସମୟରେ ପ୍ରାୟ ୧୩ ହଜାର ପିଲା ପରୀକ୍ଷା ଦେଇନଥିବାବେଳେ ଏମାନଙ୍କ ଅନୁପସ୍ଥିତ ସଂକ୍ରାନ୍ତରେ ସେଭଳି କିଛି ଠୋସ ସୂଚନା ମିଳିଲା ନାହିଁ । ତେବେ ହାଇସ୍କୁଲ ସ୍ତରରେ ଅଧାରୁ ପାଠ ଛାଡିବା କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ରହିଥିବା ଜଣାଯାଇଛି । ଅଧାରୁ ପାଠ ପଢା ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂକ୍ରାନ୍ତରେ କେନ୍ଦ୍ର ଶିକ୍ଷା ବିଭାଗର ଏକ ସୂଚନାରୁ ଜଣାଯାଇଛି ଯେ ୨୦୨୧-୨୨ ବର୍ଷରେ ରାଜ୍ୟରେ ହାଇସ୍କୁଲ ସ୍ତରରେ ୨୭.୩ ପ୍ରତିଶତ ପିଲା ଅଧାରୁ ପାଠ...









