ଟଙ୍କା ଖର୍ଚ୍ଚ କରିପାରୁ ନାହାନ୍ତି ପୌରସଂସ୍ଥା
ଭୁବନେଶ୍ୱର : ପୌରସଂସ୍ଥାଗୁଡିକୁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଯୋଗାଇ ଦେଉଥିବା ଅର୍ଥକୁ କେତେକ ପୌରାଞ୍ଚଳ ଠିକଣା ଭାବେ ଖର୍ଚ୍ଚ କରିପାରୁ ନାହାନ୍ତି । ଏପରିକି ୨୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚ କରିବା ବି ଏମାନଙ୍କ ପକ୍ଷେ ସମ୍ଭବପର ହେଉନାହିଁ । ପୌରାଞ୍ଚଳଗୁଡିକୁ ରାଜ୍ୟ ସରକାର ସ୍ୱଚ୍ଛ ଓଡିଶା, ବର୍ଷା ଜଳ ସଂରକ୍ଷଣ, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ଉନ୍ନତି ଆଦି ଯୋଜନାରେ ଅର୍ଥ ପ୍ରଦାନ କରୁଛନ୍ତି । ତେବେ ନିକଟରେ କରାଯାଇଥିବା ସମୀକ୍ଷାରୁ ଜଣାଯାଇଛି ଯେ ଗୋପାଳପୁର, ଚାନ୍ଦବାଲି, କୋଣାର୍କ ଭଳି...
ବଜାରରେ ହାଉଯାଉ ନକଲି ଦୁଗ୍ଧ ଓ ଘିଅ
ଭୁବନେଶ୍ୱର : ଗଣମାଧ୍ୟମରେ ବ୍ୟାପକ ଆଲୋଚନା ଓ ସମାଲୋଚନା ପରେ ଭୁବନେଶ୍ୱର, କଟକ ସମେତ ରାଜ୍ୟର କେତେକ ଅଞ୍ଚଳରେ ନକଲି ଛେନା ଓ ନକଲି ପନୀର ଜବତ କରାଯାଇଛି । ତେବେ ସାରା ରାଜ୍ୟରେ ଆଜିର ଦିନରେ ବି ଖୋଲାଖୋଲି ଭାବେ ଏହି ନକଲି ଶିଳ୍ପ ଚାଲିଛି । ଛେନା, ପନୀର ଧରାଯାଉଥିବାବେଳେ ବଜାରରେ ମିଳୁଥିବା ଗାଈ ଦୁଗ୍ଧର କିନ୍ତୁ ଯାଞ୍ଚ କରାଯାଉନଥିବାରୁ ଖାଉଟିମାନେ ଅପମିଶ୍ରିତ ଓ ନକଲି ଦୁଗ୍ଧ କିଣି ରୋଗାକ୍ରାନ୍ତ ହେଉଛନ୍ତି । ନକଲି ଛେନା ଓ ପନୀର ପ୍ରସ୍ତୁତ ପାଇଁ...
CS Visits Deras Park
Bhubaneswar: Chief Secretary Shrimati Anu Garg visited the Horticulture Farm at Deras to review its cutting-edge innovations transforming the state’s agricultural landscape. Exploring high-tech developments—including a papaya pro-tray nursery, high-density VNR Bihi guava plantation, dragon fruit and red banana cultivation, and a 10 MT solar-powered cold storage facility—she evaluated initiatives driving sustainable, climate-smart farming. She inspected high-tech farming facilities,...
Odisha Sets Up Control Room
New Delhi: Following a massive flash flood that swept through regions of Nepal on Wednesday, leaving hundreds of Indians missing, the Government of Odisha has initiated emergency support measures for citizens in distress. The Office of the Chief Resident Commissioner in New Delhi has established a round-the-clock Control Room at Odisha Niwas. Persons from Odisha seeking assistance or information...
ପ୍ରସନ୍ନ ପଟ୍ଟନାୟକ ସ୍ମୃତି ଟ୍ରଷ୍ଟ ଉଦ୍ଘାଟିତ
ଭୁବନେଶ୍ୱର : ଶ୍ରୀ ପ୍ରସନ୍ନ ପଟ୍ଟନାୟକ ସ୍ମୃତି ଟ୍ରଷ୍ଟର ଔପଚାରିକ ଉଦ୍ଘାଟନ ୨୫ ଅଗଷ୍ଟ ୨୦୨୬ରେ ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ତଥା ଜନସେବା ପ୍ରତି ସମର୍ପିତ ଶ୍ରୀ ପ୍ରସନ୍ନ ପଟ୍ଟନାୟକଙ୍କ ପବିତ୍ର ସ୍ମୃତି ଓ ତାଙ୍କର ଆଦର୍ଶକୁ ସ୍ମରଣ କରି ଏହି ଟ୍ରଷ୍ଟର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ତାଙ୍କ ଜୀବନ, ଆଦର୍ଶ ଓ ଜନସେବାକୁ ସମର୍ପିତ ସ୍ମୃତି ସଂସ୍କରଣ ‘ମାଟିର ମହାନାୟକ’ ମଧ୍ୟ ଉନ୍ମୋଚିତ ହୋଇଛି। ଏହି କାର୍ଯ୍ୟକ୍ରମ ଶ୍ରୀ ପ୍ରସନ୍ନ ପଟ୍ଟନାୟକଙ୍କ ନିଃସ୍ୱାର୍ଥ...
ବନ୍ୟାରେ ୧୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
ଭୁବନେଶ୍ୱର : ଚଳିତ ବର୍ଷର ବନ୍ୟାରେ ରାଜ୍ୟର ୧୦ଟି ଜିଲ୍ଲାର ମୋଟ୍ ୯୧ଟି ବ୍ଲକ୍, ୬୦୪ଟି ଗ୍ରାମପଞ୍ଚାୟତ, ୧୮୯୫ଟି ଗ୍ରାମ ଏବଂ ୧୩,୫୦,୩୦୬ ଜଣ ଲୋକ ସାମଗ୍ରିକ ଭାବେ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା, ଘାଇ ସୃଷ୍ଟି ଏବଂ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବର୍ତ୍ତମାନ ସାମଗ୍ରିକ ସ୍ଥିତି ସ୍ଥିର ରହିଥିଲେ ବି କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲ୍ଲା ଉପରେ କଡ଼ା...
ରକ୍ଷା ବନ୍ଧନରେ ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ପବିତ୍ର ରକ୍ଷା ବନ୍ଧନ ଅବସରରେ ମହିଳା ଯାତ୍ରୀଙ୍କ ପାଇଁ ୨୭ ଅଗଷ୍ଟ ୨୦୨୬ରେ ଆମ ବସ୍ରେ ଦେୟମୁକ୍ତ ଯାତ୍ରା ସୁବିଧା ଘୋଷଣା କରିଛି କମ୍ପ୍ରେହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) । ମହିଳା ମାନଙ୍କୁ ସମ୍ମାନ ଓ ପ୍ରାଧାନ୍ୟ ସରକାରଙ୍କ ପ୍ରତିବଦ୍ଧତା l ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ଚଳାଚଳ କରୁଥିବା ସମସ୍ତ...
Raksha Bandhan On 28 AUG
Puri: Preparations have reached the final stages at the 12th-century Shree Jagannatha Temple for the dual observances of Raksha Bandhan and Balabhadra Janma, scheduled to be celebrated on August 28, 2026. Known locally as Gamha Purnima, the auspicious occasion falling on Shravana Purnima honors the birth anniversary of Lord Balabhadra alongside sacred sibling traditions inside the sanctum sanctorum. The temple...
Seva Sankalp Abhiyan Launched
Bhubaneswar: Bharatiya Janata Party Odisha launched plans for the Seva Sankalpa Abhiyan, a month long public service campaign set to run nationwide from September 17 to October 17. The initiative marks 25 years of Prime Minister Shri Narendra Modi's public service and nation building journey. A state level workshop was held at the party headquarters in Bhubaneswar to map...
India Extends Support To Nepal
New Delhi: In a strong message of regional support and neighborhood solidarity, Prime Minister Shri Narendra Modi engaged in a high-level telephonic conversation with the Prime Minister of Nepal, Shri Balendra Shah, following severe flooding that has disrupted life across several parts of Nepal. During the exchange, Prime Minister Shri Modi expressed profound sorrow and conveyed his heartfelt condolences on...










