ଶକ୍ତି ବିଭାଗ କାର୍ଯ୍ୟର ସମୀକ୍ଷା
ଭୁବନେଶ୍ୱର : ଶକ୍ତି ବିଭାଗର ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଶକ୍ତି ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଶାଲ କୁମାର ଦେବ । ବିଦ୍ୟୁତ ଶୁଳ୍କ ଆଦାୟ ଲକ୍ଷ୍ୟ ଓ ଲକ୍ଷ୍ୟ ହାସଲ ଓ ଏକକାଳୀନ ବକେୟା ଆଦାୟ (ଓଟିଏସ୍) ସମ୍ପର୍କିତ ତଥ୍ୟର ସମୀକ୍ଷା କରିଛନ୍ତି । ବକେୟା ଦେୟ ନେଇ ବିଭିନ୍ନ କୋର୍ଟରେ ଚାଲିଥିବା ମାମଲା ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ । ଏ ନେଇ ଇଆଇସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପ...
ST Land Transfer Withheld
Bhubaneswar: State Government has put on hold its decision to allow sale/transfer of the scheduled tribe (ST) land to non-tribals in scheduled areas. On November 14, the State Cabinet had decided to amend the Odisha Scheduled Areas Transfer of Immovable Property (by STs) Regulation, 1956 for this purpose. However, in just three days, the Government today said it has withheld...
ଓଡ଼ିଶା ଗସ୍ତରେ କେରଳ ପୌର ପ୍ରତିନିଧି
ଭୁବନେଶ୍ଵର : କୋଲ୍ଲାମର ମେୟର ଶ୍ରୀମତୀ ପ୍ରସନ୍ନ। ଅର୍ନେଷ୍ଟଙ୍କ ନେତୃତ୍ବରେ ନିର୍ବାଚିତ ପୌର ପ୍ରତିନିଧି, ପୌର ଅଧିକାରୀ ଓ ସିଏମ୍ଏମ୍ୟୁ ବିଶେଷଜ୍ଞଙ୍କୁ ନେଇ୧୮ ଜଣିଆ ପ୍ରତିନିଧି ଦଳ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପ୍ରତିନିଧି ଦଳରେ ଉନ୍ନୟନ ଓ କଲ୍ୟାଣ, ସ୍ୱାସ୍ଥ୍ୟ, ପୂର୍ତ୍ତ, ଟାଉନ ପ୍ଲାନିଂ, ଟିକସ ଆପିଲ କମିଟି, ଶିକ୍ଷା, କାଉନସିଲର, ନିର୍ବାହୀ ଯନ୍ତ୍ରୀ ଏବଂ ସ୍ୱଚ୍ଛ ପରିଚାଳକ ରହିଛନ୍ତି। ସେମାନେ କଟକ, ଭୁବନେଶ୍ୱର ଓ ପୁରୀରେ ଥିବା ସେପ୍ଟେଜ୍, ସ୍ୱେରେଜ୍ ପ୍ରକଳ୍ପର ସର୍ବୋତ୍ତମ ଅଭ୍ୟାସ ସ୍ଥଳ ପରିଦର୍ଶନ କରିବେ। ଅମୃତ...
20 Assn Meet 5T Chief
Bhubaneswar: Various service associations, about 20, public and private organisations of the State today met 5T, Nabin Odisha Chairman VK Pandian at Naveen Niwas and wished him for the elevation to cabinet rank. Expressing happiness over his new responsibilities as Chairman of 5T Initiative and Nabin Odisha, they said that we are amazed by the kind of hard work and...
ଖଣି ରାଜସ୍ୱ ନେଇ ଆଶଙ୍କା
ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଖଣିଜ କ୍ଷେତ୍ରରୁ ୪୫ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରାଜସ୍ୱ ଆଦାୟ ନେଇ ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ପୂରଣ ନେଇ ଆଶଙ୍କା ଉପୁଜିଲାଣି । ଖଣି ରାଜସ୍ୱ ଆଦାୟରେ ମାନ୍ଦାବସ୍ଥା ଯୋଗୁଁ ଏଭଳି ସ୍ଥିତି ଉପୁଯିଛି । ୨୦୨୨-୨୩ ବର୍ଷରେ ରାଜ୍ୟ ସରକାର ଖଣିଜ କ୍ଷେତ୍ରରୁ ୩୭,୬୪୨ କୋଟି ଟଙ୍କାର ରାଜସ୍ୱ ପାଇବାପରେ ୨୦୨୩-୨୪ ବର୍ଷରେ ଏହି ପରିମାଣ ୪୫,୨୫୧ କୋଟି ଟଙ୍କା ହେବ ବୋଲି ଆକଳନ କରିଥିଲେ । ହେଲେ ଆର୍ଥିକ ବର୍ଷର...
CITIIS 2.0 Challange Open
New Delhi: “CITIIS 2.0 will complement the Smart Cities Mission and converge with the Swachh Bharat Mission to enable innovation throughout the value chain of waste management in our cities”, said Hardeep Singh Puri, Minister of Housing & Urban Affairs and Petroleum & Natural Gas. Speaking at the launch of CITIIS 2.0 Challenge, he noted that the programme also aims to...
ଖାଲି ପଡୁଛି ସରକାରୀ କ୍ୱାଟର୍ସ
ଭୁବନେଶ୍ୱର : ସରକାରୀ କ୍ୱାଟର୍ସଟିଏ ପାଇବାକୁ ବହୁ କର୍ମଚାରୀ ଚାତକ ଭଳି ଚାହିଁ ରହିଥିବାବେଳେ ଆଉ କିଛି କର୍ମଚାରୀ ବାରମ୍ବାର ଘର ବଦଳାଇବା ଏବେ ସେମାନଙ୍କ ପାଇଁ ବାଧକ ସାଜିଛି । ଏପରିକି ଗୋଟିଏ ଗୋଟିଏ କ୍ୱାଟର୍ସ ବର୍ଷାଧିକ କାଳ ଖାଲି ରହୁଥିଲେ ମଧ୍ୟ କାହାରିକୁ ଦିଆଯାଇ ପାରୁନାହିଁ । ରାଜଧାନୀରେ ସରକାରୀ କ୍ୱାଟର୍ସଟିଏ ପାଇବାକୁ କର୍ମଚାରୀମାନେ ଅନ୍ଲାଇନ୍ରେ ଆବେଦନ କରୁଛନ୍ତି । ତେବେ ଏହି ବ୍ୟବସ୍ଥାରେ ପୂର୍ବରୁ ସରକାରୀ କ୍ୱାଟର୍ସ ପାଇଥିବା କିଛି କର୍ମଚାରୀ ନିଜ ମନପସନ୍ଦର କ୍ୱାଟର୍ସ ପାଇଁ ଆବେଦନ କରୁଛନ୍ତି...
ASI Allowed Natamandap Repair
Puri: Looking at the urgency for repair, the Shree Jagannath Temple Administration (SJTA) Thursday accorded in-principle approval to the Archaeological Survey of India (ASI) to start repair work at ‘Natamandap’ (Dancing Hall) of the shrine. The SJTA’s approval came a day after Orissa High Court asking the ASI to begin repair work of the dancing hall of the 12th Century...
Odisha Likely To Escape Cyclone
Bhubaneswar: Bay of Bengal, which is experiencing deep depression is likely to intensify into a cyclonic storm by 17 November, will have no major impact on Odisha as it will move towards the Bangladesh coast, the India Meteorological Department (IMD) has said. Uma Shankar Das, Senior Scientist of the Regional Meteorological Centre, Bhubaneswar, said though the system is likely to...
ଆକର୍ଷିତ କରୁଛି ସାଧବ ପୁଅର ବୋଇତ
ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟ ବସ୍ତୁକୁ ଆଧାର କରି ଓଡିଶା ମଣ୍ଡପରେ ନିର୍ମାଣ କରାଯାଇଥିବା ସୁସଜ୍ଜିତ ବୋଇତ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ୱାକ୍ଷର ବହନ କରି ଓଡିଆ ଜାତିର ସମୃଦ୍ଧ ଇତିହାସକୁ ପ୍ରତିବିମ୍ବିତ କରୁଥିବା ବୋଇତର ଆକର୍ଷଣ ଓଡିଶା ମଣ୍ଡପକୁ ଶହଶହ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି । ଏହା ସହିତ ଓଡିଶା ମଣ୍ଡପର ମୁଖଶାଳାରେ ପ୍ରସ୍ପୁଟିତ ଉତ୍କଳୀୟ କଳା-ଭାସ୍କର୍ଯ୍ୟର ଚମକ ମଣ୍ଡପର ଶୋଭା ବର୍ଦ୍ଧନ କରୁଛି...










