୧୭ରେ ଘୂର୍ଣ୍ଣିଝଡ ଆଶଙ୍କା
ଭୁବନେଶ୍ୱର : ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଥିବା ବେଳେ ବୁଧବାର ପାରାଦୀପ ଠାରୁ ଦକ୍ଷିଣ -ପୂର୍ବ ପ୍ରାୟ ୬୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାରମ୍ଭିକ ତଥ୍ୟାନୁଯାୟୀ ଶୁକ୍ରବାର ଏହା ଉତର-ପଶ୍ଚିମ ଦିଗରେ ଆନ୍ଧ୍ର ପ୍ରଦେଶ ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ଥିବାବେଳେ ପରବର୍ତୀ କାଳରେ ଗଭୀର ଅବପାତର ରୂପ ନେଇ ପାରେ ବୋଲି ସିଇସି...
ରାଜସ୍ୱ ଆୟ ୧୨ପ୍ରତିଶତ ବଢିପାରେ
ଭୁବନେଶ୍ୱର : ଆକଳନ ହୋଇଥିବା ଅଭିବୃଦ୍ଧି ହାରକୁ ଦୃଷ୍ଟିରେ ରଖି ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ରାଜସ୍ୱ ଆୟ ଚଳିତ ବର୍ଷର ସଂଶୋଧନ ଆକଳନ ତୁଳନାରେ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ରାଜସ୍ୱ ଆୟ ୧.୫୦ ଲକ୍ଷ କୋଟି ଟଙ୍କା ଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ ୧.୮୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ...
ନିଶା ନିବାରଣ ସପକ୍ଷରେ ଛାତ୍ରଛାତ୍ରୀ
ଭୁବନେଶ୍ୱର : ନିଶା ପ୍ରସାରଣ ‘ସୁସ୍ଥ ଓଡ଼ିଶା- ବିକଶିତ ଓଡ଼ିଶା’ କ୍ଷେତ୍ରରେ ଏକ ପ୍ରମୁଖ ପ୍ରତିବନ୍ଧକ । ରାଜ୍ୟର ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ଏବଂ ରାଜ୍ୟବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଲାଗି ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ନିଶା ନିବାରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗୁରୁତ୍ୱ ଆରୋପ କରୁଛନ୍ତି । ଏଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ୩ଦିନିଆ ଶିଶୁ ମହୋତ୍ସବ ‘ସୁରଭି-୨୦୨୩’ ଅବସରରେ ଅନୁଷ୍ଠିତ ସୃଜନଶୀଳ ଲିଖନ ପ୍ରତିଯୋଗିତାରେ ଭାଗ ନେଇଥିବା ୩୦ଟି ଯାକ ଜିଲ୍ଲାର ପ୍ରତିଯୋଗୀମାନଙ୍କ ମଧ୍ୟରୁ...
12PC Revenue Growth In 24-25′
Bhubaneswar: Considering the projected growth rate for GDP, inflation, and buoyancy of the direct and indirect taxes at national and State level, total revenue receipt of the State has been estimated to grow at about 12 per cent in FY 2024-25 over the current year's revised estimates. Team Finance headed by Vishal Dev, Principal Secretary Finance is constantly monitoring the...
Rajarani Fest Kick Starts
Bhubaneswar: The 11th Century AD famous Rajarani Temple vibrates with the symphony of enchanting Indian classical music presented by the noted artistes of National and International repute. Department of Odia Language, Literature & Culture, Government of Odishain association with Odisha Sangita Natak Akademi organises this unique festival of classical music starting from 15th to 17th November 2023 on the lush...
କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ପୁରସ୍କୃତ
ଭୁବନେଶ୍ୱର : ୭୦ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ଆୟୋଜିତ ରାଜ୍ୟ ମହୋତ୍ସବରେ ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ କେନ୍ଦ୍ରାପଡ଼ା ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କର ସିଇଓ ଭାଗ୍ୟଲକ୍ଷ୍ମୀ ପଣ୍ଡା ପୁରସ୍କାର ଗ୍ରହଣ କରିଛନ୍ତି । ଆୟୋଜିତ ରାଜ୍ୟ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓଡ଼ିଶାର ସମବାୟ ସଂସ୍ଥାଗୁଡ଼ିକ ଅଧିକ ପ୍ରେରଣାଦାୟୀ ହେବା ପାଇଁ ପରାମର୍ଶ...
ଜିଓ ଇନଫରମେଟିକ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି
ଭୁବନେଶ୍ଵର : ସେଣ୍ଟର ଫର ଏନଭାଇରନମେଣ୍ଟ ଆଣ୍ଡ ଡେଭଲପମେଣ୍ଟ (ସିଇଡି) ପୂର୍ବାଞ୍ଚଳ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ଏଠାରେ ବିକାଶ ପାଇଁ ଜିଓ-ଇନଫରମେଟିକ୍ସ ଉପରେ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୌଗୋଳିକ ସୂଚନା ପ୍ରଣାଳୀ ହେଉଛି ଏକ ପ୍ରଯୁକ୍ତି ଯାହା ଆମ ବିଶ୍ୱକୁ ବୁଝିବା ଏବଂ ବିଶ୍ଳେଷଣ କରିବାର ଶୈଳୀରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଏହା ବିଭିନ୍ନ କ୍ଷେତ୍ରରେ ସଚେତନ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା ପାଇଁ ଜିଓସ୍ପେସିଆଲ ଡାଟା ସଂରକ୍ଷଣ, ପରିଚାଳନା ଏବଂ ବିଶ୍ଳେଷଣ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ...
Geo-Informatics For Devp.
Bhubaneswar: Workshop on Geo-Informatics for Development was organised here at Bhubaneswar by Centre for Environment and Development (CED) Eastern Region Centre, Bhubaneswar. Geographic Information system is a technology that has revolutionised the way we understand and analyse our world. It provides a platform to store, manage and analyse geospatial data to help make informed decisions in variety of fields.Dr....
State Celebrates Janjatiya Divas
Bhubaneswar: Janjatiya Gaurav Divas is celebrated nationally to promote tribal art, literature, dance, music and culture and the State level Janjatiya Gaurav Divas has been organized at the Scheduled Castes and Scheduled Tribes Research and Training Institute(SCSTRTI). Jagannath Saraka, Minister, ST &SC Development, Minorities & Backward Classes Welfare, Roopa Roshan Sahoo Secretary, ST &SC Development, Minorities & Backward Classes Welfare,...
ପିଏମ ଶ୍ରୀ ପାଇଁ ପୁଣି ଅନୁରୋଧ
ଭୁବନେଶ୍ୱର : ଓଡ଼ିଶାରେ ପିଏମ୍ ଶ୍ରୀ ଯୋଜନା ଲାଗୁ କରିବା ପାଇଁ ଦୁଇ ଦୁଇ ଥର ପତ୍ର ଲେଖାଯିବା ପରେ ମଧ୍ୟ ଓଡ଼ିଶା ସରକାର ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ (ଡିଓଏସଇଏଲ) ସହ ବୁଝାମଣା ପତ୍ର ସ୍ୱାକ୍ଷରିତ (ଏମୟଓୁ) କରିନାହାନ୍ତି । ଏହି ମର୍ମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୃତୀୟ ଥର ପାଇଁ ପତ୍ର ଲେଖି ରାଜ୍ୟରେ ପିଏମ ଶ୍ରୀ ଯୋଜନା...










