102 Profs For Health Edu
Bhubaneswar: As many as 102 Assistant Professors today joined the State Government in Odisha Medical Education Service. They will join the State Government medical colleges in different districts. An orientation for the new recruits was organised at the convention centre in Lok Seva Bhawan. Joining the program, Chief Minister Naveen Patnaik asked the young professors to have a human touch while...
ମନ ଛୁଇଁଲା କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ
ଭୁବନେଶ୍ୱର : ରାଜାରାଣୀ ସଙ୍ଗୀତ ମହୋତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଆକର୍ଷଣୀୟ ସାଜସଜ୍ଜା ଏବଂ ଏକାଦଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା ମନୋମୁଗ୍ଧକର ପରିବେଶ ସୃଷ୍ଟି କରିଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏହି ପ୍ରଶଂସନୀୟ ପ୍ରୟାସ ବାସ୍ତବିକ ଶାସ୍ତ୍ରୀୟ ସଙ୍ଗୀତ ପ୍ରେମୀମାନଙ୍କୁ ଖୁବ୍ ମନ୍ତ୍ରମୁଗ୍ଧ କରିଥିଲା । ଅନ୍ତିମ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା...
ସୋଆ ଜାଗୋ ପକ୍ଷରୁ ସ୍କୁଲ୍ବ୍ୟାଗ୍ ବଣ୍ଟନ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ( ଆଇଟିଇଆର୍) ର ଛାତ୍ରଛାତ୍ରୀମାନଙ୍କର ସାମାଜିକ ଦାୟିତ୍ୱବୋଧର ପ୍ରତୀକ “ଜାଗୋ” କ୍ଳବ୍ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବସ୍ତି ଅଂଚଳର ଶିଶୁମାନଙ୍କୁ ସ୍କୁଲ୍ ବ୍ୟାଗ ବଂଟନ କରାଯାଇଛି । ସେମାନଙ୍କୁ ଅଧ୍ୟୟନ ଏବଂ ଉତମ ଜୀବନ ନିମନ୍ତେ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଜାଗୋର ଏହି ପ୍ରୟାସ ଜାରି ରହିଛି । ଆଇଟିଇଆର୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆର ଉପସଭାପତି ତଥା ଜାଗୋର ମେଂଟର ଶ୍ରୀମତି ଶାଶ୍ୱତି...
Dev Reviews Power Projects
Bhubaneswar: Principal Secretary Energy and Finance, Vishal Kumar Dev today visited the office of EIC Electricity and took review of various projects and programmes being implemented by the office. He also reviewed the electricity duty collection against the target and collection electricity dues through One Time Settlement (OTS). Shri Dev discussed ongoing awareness campaigning on electrical safety inspection and energy conservation...
Window Clears 8 Projects
Bhubaneswar: The State Level Single Window Clearance Authority (SLSWCA) headed by Chief Secretary Pradeep Kumar Jena today gave its nod to 8 transformative projects worth Rs.1397.18 crore, which will be invested in 6 districts of the State. In the plastic sector, the proposal of Sintex BAPL Limited to invest Rs 479.47 crores in the establishment of manufacturing unit for CPVC,...
ଆଠ ପ୍ରକଳ୍ପକୁ ଅନୁମୋଦନ
ଭୁବନେଶ୍ଵର : ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆଜି ୧୨୪ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୩୯୭.୧୮ କୋଟି ଟଙ୍କାର ୮ଟି ରୂପାନ୍ତରଣକାରୀ ପ୍ରକଳ୍ପକୁ ଅନୁମୋଦନ ମିଳିଛି, ଯାହା ଏକ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ରାଜ୍ୟର ସ୍ଥିତିକୁ ଆହୁରି ସୁଦୃଢ଼ କରୁଛି । ପ୍ଲାଷ୍ଟିକ୍, ବୈଷୟିକ ବୟନଶିଳ୍ପ ଓ ଆଲୁମିନିୟମ କ୍ଷେତ୍ରରେ ଉଲ୍ଲେଖନୀୟ ପୁଞ୍ଜିନିବେଶ ଓଡ଼ିଶାର ଉତ୍ପାଦନ କ୍ଷମତାରେ ସହାୟକ ହୋଇଛି । ଇସ୍ପାତ...
Mahapatra; New Chief Advisor CMO
Bhubaneswar: Former Chief Secretary and Chairperson Odisha Electricity Regulatory commission Suresh Chandra Mahapatra is appointed as the New Chief Advisor Chief Minister Office . Upon his request, he is allowed to relinquish from the post of Chairperson, Odisha Electricity, Regulatory commission w.e.f 17 November. R.Balakrishnan at present Chief Advisor, Special Initiatives in the rank of Chief Secretary will continue as...
ଅକ୍ଷୟ ସଙ୍ଗୀତରେ ଝୁମିଲେ ଶ୍ରୋତା 
ଭୁବନେଶ୍ଵର : ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟାକୁ ଆଜି ଉତ୍ସର୍ଗ କରଯାଇଥିଲା ବିଶିଷ୍ଟ ସଙ୍ଗୀତଜ୍ଞ ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ଉଦ୍ଦେଶ୍ୟରେ । କୁନି କୁନି କଣ୍ଠଶିଳ୍ପୀମାନେ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଓ କାଳଜୟୀ ଗୀତଗୁଡିକ ପରିବେଷଣ କରି ଶ୍ରୋତାମାନଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲେ । ଏହି ଗୀତଗୁଡିକ ମଧ୍ୟରେ ଥିଲା ଉଦାସୀ ଆଖି....., ଝୁମୀ ଝୁମୀ ଆସେ ଆଖି..., ପରଦେଶୀ ବନ୍ଧୁ....., ହେ ମୋର ଜୀବନ..., ହେ ଫଗୁଣ ତୁମେ..., ଶିକାରୀ ଶିକାରୀ...
ସୁରେଶ ମହାପାତ୍ର ସିଏମଓର ମୁଖ୍ୟ ପରାମର୍ଶଦାତା
ଭୁବନେଶ୍ଵର : ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି। ଆଜି ସୁଦ୍ଧା ତାଙ୍କୁ ସୁଦ୍ଧା ଓଡ଼ିଶା ବିଦ୍ୟୁତ, ନିୟାମକ ଆୟୋଗର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଅନୁମତି ଦିଆଯାଇଛି। ଅବସରପ୍ରାପ୍ତ ଆଇଏଏସ୍ ଆର.ବାଲକ୍ରିଷ୍ଣନ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ପାହ୍ୟାରେ ସ୍ୱତନ୍ତ୍ର ମୁଖ୍ୟ ଉପଦେଷ୍ଟା ଭାବରେ କାର୍ଯ୍ୟ ଜାରି ରଖିବେ ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ଅତିରିକ୍ତ...
ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ବଡ ସଫଳତା
ନୂଆଦିଲ୍ଲୀ : ଏକ ଭବ୍ୟ ଶୁଭାରମ୍ଭ ସହିତ, ପ୍ରଥମ ଦିନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଦେଶର ୨୫୯ ଗ୍ରାମ ପଞ୍ଚାୟତରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିଛି । ସାରା ଦେଶରେ ଜନଜାତି ଅଧ୍ୟୁଷିତ ଅଂଚଳରେ ଅନେକ ଭ୍ୟାନ୍କୁ ଏକକାଳୀନ ଆରମ୍ଭ କରିବା ସହିତ ନଭେମ୍ବର ୧୫, ୨୦୨୩ରେ ଝାଡ଼ଖଣ୍ଡର ଖୁଣ୍ଟି ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାତୀୟ ବିକାଶର ଦୃଷ୍ଟିକୋଣ ଏବଂ ସଶକ୍ତିକରଣ...










