Bansal To Retire
Bhubaneswar: Putting all speculation over extension of tenure of incumbent DGP Sunil Bansal for upcoming 2024 election to an end, the State Government has issued notification on retirement of Shri Bansal on December 31. In its notification, Home Department said “Shri Sunil Kumar Bansal, IPS (RR-1987), D.G. of Police, (HoPF), Odisha is allowed to retire from Government service with effect...
ମନ ମୋହିଲା କୁନି ପିଲାଙ୍କ ଓଡିଶୀ ନୃତ୍ୟ
ଭୁବନେଶ୍ବର : ଏକାମ୍ର ହାଟରେ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ର ଚାଲିଥିବା ସାତ ଦିନ ବ୍ୟାପୀ ଶିଶୁମେଳା ର ଆଜି ଥିଲା ପଞ୍ଚମ ସନ୍ଧ୍ୟା । ଆଜିର ମୁଖ୍ୟ ଆକର୍ଷଣ ଥିଲା କୁନି କୁନି ପିଲା ମାନଙ୍କ ମଧ୍ୟରେ ଓଡିଶୀ ନୃତ୍ୟର ପ୍ରତିଯୋଗୀତା । ଆକର୍ଷଣୀୟ ଓଡିଶୀ ବେଶପୋଷାକରେ ସୁସଜ୍ଜିତ କୁନି କୁନି ପିଲାମାନଙ୍କର ନୃତ୍ୟ ଦର୍ଶକ ମାନଙ୍କୁ ମୁଗ୍ଧ କରିଥିଲା। ଆଜିର ପ୍ରତିଯୋଗୀତାର ମୁଖ୍ୟ ବିଚାରକ ମାନେଥିଲେ ଡ. ସ୍ନେହପ୍ରଭା ସାମନ୍ତରାୟ, ପୁଷ୍ପିତା ମିଶ୍ର ଓ ରଞ୍ଜିତା ପତି। ଆଜି...
ପରୀକ୍ଷା ସମୟରେ ଯୁବ ବିକାଶ ଯୋଜନା
ଭୁବନେଶ୍ୱର : ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ କଲେଜ ଏବଂ ୟୁନିଭରସିଟିମାନଙ୍କରେ କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ, ସାମାଜିକ କାର୍ଯ୍ୟକ୍ରମର ପ୍ରୋତ୍ସାହନ ଓ ବିଶେଷ କରି ନୃତ୍ୟ,ଡ୍ରାମ, ମିଜ୍ୟୁକ୍, ଚିତ୍ରକଳା, ରଚନା ଲେଖାର ପ୍ରତିଯୋଗିତା କରାଯିବା ପାଇଁ ଓଡ଼ିଶା ସରକାର ଘୋଷଣା କରିଛନ୍ତି । ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟାଳୟ ମେମୋରାଣ୍ଡମର ଦ୍ୱିତୀୟ ବିନ୍ଦୁରେ ଅନୁଷ୍ଠାନ ଗୁଡ଼ିକର ଭୂମିକା...
Tripathy Boosts Entreprenuers
Sambalpur: Asit Tripathy, Chairman, WODC has expressed the opinion that young entrepreneurs can take advantage of the state government's new agriculture and animal husbandry policy to become self-reliant and increase their own income. Shri Tripathy graced the Western Odisha Dairy Summit - 2023 in Sambalpur district as the Chief Guest. The summit has been organized under the auspices of...
Indo-US Pact To Boost Startups
New Delhi: A Memorandum of Understanding (MoU) on “Enhancing Innovation Ecosystems through an Innovation Handshake” under the framework of India – U.S. Commercial Dialogue was signed between the two countries on the 14 November 2023 in San Francisco. The leaders’ Joint Statement during the historic official State Visit of Prime Minister in June 2023 announced the establishment of the...
Plea Not To Panic On Leopard
Bhubaneswar; After a wild leopard was spotted at Panchupalli in Keonjhar district, PCCF (Wildlife) Susanta Nanda today appealed to the people not to panic as the leopard is on its way to return to the forests. People spotted the leopard roaming near Baitarani river at Panchupalli village under Anandpur block of Keonjhar district. Soon after getting the information about...
IREDA IPO Opens On 21 NOV
New Delhi: With one of the most dynamic and visionary Chairman & Managing Director Pradip Kumar Das at the helm, Mini Ratna CPSU, Indian Renewable Energy Development Agency (IREDA) has announced to open an Initial Public Offer (IPO) on November 21. The IPO will remain open till November 23. IREDA CMD Shri Das said that they have fixed a price...
ବଢୁଛି ମାମଲା ବୋଝ
ଭୁବନେଶ୍ୱର : ଆଇନ ଅଦାଲତଙ୍କ ନିର୍ଦ୍ଦେଶକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଧିକାଂଶ ସରକାରୀ ଦପ୍ତର ଅନୁପାଳନ କରୁନଥିବାରୁ ଗୋଟିଏ ପଟେ ଅଦାଲତ ଅବମାନନା ମାମଲା ସଂଖ୍ୟା ବଢି ଚାଲୁଥିବାବେଳେ ଅନ୍ୟପଟେ ନ୍ୟାୟରୁ ବଞ୍ôଚତ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏହା ରାଜ୍ୟ ସରକାରଙ୍କ ମାମଲା ନୀତିର ଖୋଲା ଉଲ୍ଲଂଘନ କରୁଛି ବୋଲି ଆଇନ ବିଷାରଦମାନେ ମତବ୍ୟକ୍ତ କରୁଛନ୍ତି । ଆଇନ ଅଦାଲତଙ୍କ ରାୟର ଅନୁପାଳନ ପାଇଁ କେତେକ କ୍ଷେତ୍ରରେ ସରକାରୀ ସମ୍ପତ୍ତି କୋର୍ଟଙ୍କ ଆଦେଶରେ ଜବତ କରାଯାଉଛି । ଏଭଳି...
ଅଚଳ କଂସେଇଖାନା ଦୁର୍ଗନ୍ଧର କାରଣ
ଭୁବନେଶ୍ୱର : ସୈନିକ ସ୍କୁଲ ନିକଟସ୍ଥ ବିଏମ୍ସିର ଆବର୍ଜନା ପାହାଡ ଏବେ ରାଜଧାନୀରେ ପୂତ୍ତି ଗନ୍ଧମୟ ପରିବେଶ ସୃଷ୍ଟି କରିଥିବାବେଳେ କଂସେଇଖାନାର କାର୍ଯ୍ୟକ୍ଷମ ନହେବା ଏହାର ଅନ୍ୟତମ କାରଣ ପାଲଟିଛି । କଂସେଇଖାନାଟିଏ ନଥିବାରୁ ସହରର ବିଭିନ୍ନ ସ୍ଥାନରୁ ପ୍ରତିଦିନ ବାହାରୁଥିବା ବଧ ପଶୁଙ୍କ ବର୍ଜ୍ୟ ଏଠାରେ ପଡିବା ଫଳରେ ଦୁର୍ଗନ୍ଧର ମାତ୍ରା ବୃଦ୍ଧି ପାଉଛି । ରାଜଧାନୀର ବିଭିନ୍ନ ସ୍ଥାନରେ ଖୋଲା ମେଲାରେ ହେଉଥିବା ଛେଳି କଟାକୁ ରୋକିବାପାଇଁ ୨୦୧୧ ମସିହାରେ ଗାଡକଣ ଠାରେ କଂସେଇଖାନା ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲ।। ପ୍ରାୟ...
Nandan Kanan Ropeway Open
Bhubaneswar; The much-awaited ropeway facility was inaugurated at Nandankanan Zoological Park here on Friday. Forest and Environment Minister Pradip Amat inaugurated the facility, which will be open for the visitors from tomorrow. ACS Forest, Environment and Climate Change, Satyabrata Sahu, PCCF & HoFF Debidatta Biswal, PCCF Wildlife Susanta Nanda, Director Nandan Kanan, Manoj V Nair and other graced the occasion. The ropeway...










