SOA Pacts With NIT-W
Bhubaneswar: Siksha ‘O’ Anusandhan Deemed to be University (SOA) on Tuesday signed a Memorandum of Understanding (MoU) here with National Institute of Technology, Warangal (NIT-W) for collaborative research and creation of new knowledge to enhance the availability of highly qualified manpower in different areas of engineering and technology, science and allied areas in the country. As per the agreement, both...
ସ୍ୱାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟ ସୌଧ ଉଦ୍ଘାଟିତ
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ମିତ ହୋଇଥିବା ଓଡ଼ିଶା ସ୍ୱାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟ ଅସ୍ଥାୟୀ କ୍ୟାମ୍ପସ୍ ସୌଧର ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟର ସୁପରିଚାଳନା ପାଇଁ ଇ-ଅଫିସ୍ କାର୍ଯ୍ୟକ୍ଷମ ହେବା ସହ ପ୍ରଥମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ସୂଚନାଯୋଗ୍ୟ ଯେ ‘ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ’ ୨୦୨୧ରେ ବିଧାନସଭାରେ ପାରିତ ହୋଇ ୫ ମାର୍ଚ୍ଚ ୨୦୨୩ରୁ...
ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସମସ୍ତ ଯୋଗ୍ୟ ଅଣଗେଜେଟେଡ୍ ରେଳ କର୍ମଚାରୀ ଯଥା ଟ୍ରାକ୍ ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ନିସିଆନ ହେଲପର, ପଏଣ୍ଟମ୍ୟାନ, ମନ୍ତ୍ରୀସ୍ତରୀୟ କର୍ମଚାରୀ ଏବଂ ଅନ୍ୟାନ୍ୟ ଗ୍ରୁପ୍ ସି କର୍ମଚାରୀ (ଆରପିଏଫ/ଆରପିଏସଏଫ କର୍ମଚାରୀଙ୍କୁ ବାଦ୍ ଦେଇ)ଙ୍କ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୭୮ ଦିନର ଦରମା ସହ ସମାନ ଉତ୍ପାଦକତା ଭିତ୍ତିକ ବୋନସ (ପିଏଲବି)କୁ ଅନୁମୋଦନ କରାଯାଇଛି । ରେଳ କର୍ମଚାରୀଙ୍କ...
କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀଙ୍କ ମହଙ୍ଗା ସହାୟତା (ଡିଆର)ରେ ଅତିରିକ୍ତ ୪% ବୃଦ୍ଧିକୁ ମଞ୍ଜୁରି ମିଳିଛି । ବର୍ତ୍ତମାନ ଡିଏ/ଡିଆର ଦର ମୂଳ ଦରମା/ପେନସନ ଉପରେ ୪୨% ରହିଛି । ବଜାରରେ ଦରଦାମ ବୃଦ୍ଧି ଜନିତ କ୍ଷତିର ଭରଣା ପାଇଁ ଏଥିରେ ଅତିରିକ୍ତ ୪% ଡିଏ ଓ ଡିଆର ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ଜୁଲାଇ ପହିଲା ୨୦୨୩ ଠାରୁ ପିଛିଲା ଭାବେ...
Road Safety Film Fest
Bhubaneswar: To create awareness on road safety issues to reduce the road accidents and fatalities, State Transport Authority (STA) today formally launched the 2nd edition of National Road Safety Short Film Festival. The entries are now open for the Film Festival and the participants can submit their entry by November 17, 2023. Filmmakers, amateur film enthusiasts and students can submit their...
Jena Gets 1.5CR
Bhubaneswar: Chief Minister Naveen Patnaik today felicitated Odisha’s Javelin star Kishore Kumar Jena with a cash award of Rs 1.50 crore for his stellar performance in the recently concluded Asian Games 2023 in Hangzhou, China, He bagged a Silver medal in the Asian Games and brought laurels to the State and nation and sealed his berth in the upcoming Paris...
State Favors Clean Energy
Bhubaneswar: Chief Secretary Pradeep Kumar Jena today said the State Government is committed to developing clean energy in alignment with Odisha's new Renewable Energy Policy, 2022. The Chief Secretary said this while inaugurating Odisha Energy Transition Workshop here organized by GRIDCO in association with the International Forum for Environment, Sustainability & Technology (iFOREST) and Shakti Sustainable Energy Foundation to deliberate...
ମୋ ଘର କୁ ମିଳୁନି ଋଣ
ଭୁବନେଶ୍ୱର : ମୋ ଘର ଯୋଜନାରେ ହିତାଧିକାରୀଙ୍କୁ ଋଣ ଦେବାକୁ ବ୍ୟାଙ୍କ୍ମାନେ ଅମଙ୍ଗ । ସେପ୍ଟେମ୍ବର ଶେଷ ସୁଦ୍ଧା ଏହି ଯୋଜନାରେ ଯେତିକି ଲୋକଙ୍କ ଆବେଦନ ବ୍ୟାଙ୍କ୍ ନିକଟକୁ ପଠାଯାଇଛି ସେମାନଙ୍କ ମଧ୍ୟରୁ ଏକ ପ୍ରତିଶତଙ୍କ ପାଇଁ ଋଣ ମଞ୍ଜୁର ହୋଇନାହିଁ । ଗରିବ ଲୋକେ କିଭଳି ନିଜର ଘର ମରାମତି କରିବା ସହିତ ନୂଆ ଘର କରିବେ ସେଥିପାଇଁ ରାଜ୍ୟ ସରକାର ମୋ ଘର ଯୋଜନା ଆରମ୍ଭ କରିଛନ୍ତି । ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ଯୋଜନାରେ ୪ଲକ୍ଷ ଋଣ ମଞ୍ଜୁର...
ଅଚଳ ହେଲାଣି ଟ୍ରାଫିକ ଲାଇଟ୍
ଭୁବନେଶ୍ୱର : ରାଜଧାନୀରେ ଟ୍ରାଫିକ ଭିଡ ଦିନକୁ ଦିନ ବଢୁଥିବାବେଳେ ସ୍ୱୟଂକ୍ରିୟ ଇଲେକଟ୍ରୋନିକ ଟ୍ରାଫିକ ବ୍ୟବସ୍ଥା କିନ୍ତୁ ବିଗିଡିବାରେ ଲାଗିଛି । ଖୋଦ୍ ପୁଲିସ୍ କମିଶନରଙ୍କ ଦପ୍ତର ନିକଟରେ ଥିବା ପାୱାରହାଉସ ଛକରେ ଅଚଳ ହୋଇପଡିଥିବା କିଛି ଟ୍ରାଫିକ ଲାଇଟ୍ ମରାମତି ହୋଇପାରୁ ନାହିଁ । ସ୍ମାର୍ଟ ସିଟିର ବିଭିନ୍ନ ଛକରେ ଲାଗିଥିବା ସ୍ୱୟଂକ୍ରିୟ ଇଲେକଟ୍ରୋନିକ୍ସ ଟ୍ରାଫିକ ବ୍ୟବସ୍ଥା ସହିତ ଲୋକେ କିଭଳି ଅଭ୍ୟସ୍ତ ହେବେ ଓ ରାସ୍ତାରେ ସୁରୁଖୁରୁରେ ଯା’ ଆସ କରିବେ ସେଥିପାଇଁ ଡାକବାଜି ଯନ୍ତ୍ରଦ୍ୱାରା ସଚେତନ କରୁଛନ୍ତି । ହେଲେ...
ସଡକ ସୁରକ୍ଷା ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ
ଭୁବନେଶ୍ୱର: ଭିଜୁଆଲ୍ କାହାଣୀର ଅସୀମିତ ସମ୍ଭାବନା ଅପେକ୍ଷା ସଡକ ସୁରକ୍ଷା ବାର୍ତ୍ତା ବିସ୍ତାର କରିବାର ଏକ ଭଲ ଉପାୟ । ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ, ୨୦୨୩ ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର ଦାଖଲ କରିବାର ତାରିଖ ଆଜିଠାରୁ ଆରମ୍ଭ ହେଲା, ପ୍ରବେଶ ଦାଖଲର ଶେଷ ତାରିଖ ୧୭ ନଭେମ୍ବର, ୨୦୨୩ । ଏହି ଉତ୍ସବର ଲକ୍ଷ୍ୟ ହେଉଛି ସଡକ ସୁରକ୍ଷା ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ଏବଂ ଓଡିଶା ରାଜ୍ୟରେ ସଡକ ସୁରକ୍ଷା ସହଯୋଗରେ ନାଗରିକଙ୍କ ଯୋଗଦାନକୁ ପ୍ରୋତ୍ସାହିତ କରିବା...









