ଆଦିବାସୀ ଜମି ପ୍ରସଙ୍ଗରେ ଗୃହ ମୁଲତବି
ଭୁବନେଶ୍ୱର : ଆଦିବାସୀଙ୍କ ଜମି ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଆଜି ବିଧାନସଭାର କାର୍ଯ୍ୟ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବି ରହିଛି । ଆଜି ବିଧାନସଭା କାର୍ଯ୍ୟ ଆରମ୍ଭ ମାତ୍ରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ହାତରେ ପ୍ଲାକାର୍ଡମାନ ଧରି ଗୃହ ମଧ୍ୟଭାଗକୁ ଆସିବା ସହିତ ହଟ୍ଟଗୋଳ କରିଥିଲେ । ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅନୁରୋଧ ସତ୍ୱେ ସେମାନେ ନିଜ ନିଜ ଆସନକୁ ଫେରିନଥିଲେ । ପ୍ରଶ୍ନକାଳରେ ବାଚସ୍ପତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଉତ୍ତର ରଖିବାକୁ ଡାକିଥିଲେ...
Double Bonanza For Urban Odisha
Bhubaneswar: Odisha has won two National level Awards at the prestigious Annual India Sanitation Coalition (ISC)-FICCI Sanitation Awards ceremony held on 20 November at New Delhi.Housing & Urban Development Department’s ‘Garima’ programme for the safety, dignity and welfare of Core Sanitation Workers (CSWs) won in the ‘Best Skilling Initiative in Sanitation’ category and Meghna Sahoo, President of Transgender Swikruti...
e-Office In 52 Offices
Bhubaneswar: To ensure transparency and better productivity, Chief Secretary Pradip Kumar Jena today launched e-office in 52 Government Offices here. Appreciating the efforts of the Centre for Modernizing Government Initiative (CMGI), the Chief Secretary said" I am glad to know that CMGI has progressed a lot in implementation of e-Office in more than 1000 Government offices.” CMGI, the administrative reforms wing...
State Hosts Cash Management Meet
Bhubaneswar: Odisha, which is known for its fiscal management across the country, hosting a three-day Workshop on Cash Management for Indian States. Chief Secretary Pradeep Kumar Jena today inaugurated the Workshop organized by the International Monetary Fund-South Asia Regional Training and Technical Assistance Center (IMF-SARTTAC) in collaboration with the Finance Department & Reserve Bank of India (RBI) here at Madhusudan...
ଆଇନ୍ କମିଶନ ଅଚଳ
ଭୁବନେଶ୍ୱର : ରାଜ୍ୟ ଆଇନ୍ କମିଶନ ପ୍ରାୟ ତିନିବର୍ଷ ଧରି ଅଚଳ ହୋଇ ପଡିଛି । ଏବେ କେହି ଆଇନ୍ କମିଶନର ଅଧ୍ୟକ୍ଷ କି ସଦସ୍ୟ ନାହାନ୍ତି । ଫଳରେ ଯେଉଁ ମହତ ଉଦ୍ଦେଶ୍ୟ ରଖି ଏହି କମିଶନ ଗଢାଯାଇଥିଲା ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଜାତୀୟ ସ୍ତରରେ କେନ୍ଦ୍ର ସରକାର ଆଇନ୍ କମିଶନ ରଖିଛନ୍ତି । ଏହାର ଜଣେ ଅଧ୍ୟକ୍ଷଙ୍କ ସମେତ ଆଉ କେତେଜଣ ସଦସ୍ୟ ଅଛନ୍ତି । ଆଇନ୍ ପ୍ରଣୟନ, ପୁରୁଣା ଆଇନ୍ରେ ସଂଶୋଧନ, ଆଇନ୍ର ଠିକଣା କାର୍ଯ୍ୟକାରିତା, ଅଚଳ...
ଲକ୍ଷେରୁ ଅଧିକଙ୍କୁ ଦକ୍ଷତା ତାଲିମ
ଭୁବନେଶ୍ୱର : ଦକ୍ଷତା ବିକାଶ ତାଲିମ ନେଇ ଗତ ୧୦ବର୍ଷରେ ଏକ ଲକ୍ଷରୁ ଅଧିକ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏମାନଙ୍କ ମଧ୍ୟରେ କୋରାପୁଟରର ୨୦୩୧ ଜଣ ତାଲିମ ନେଇଥିବାବେଳେ ୭୪୯ଜଣ ନିଯୁକ୍ତି ସୁଯୋଗ ପାଇଛନ୍ତି । ଦକ୍ଷତା ବିକାଶ ଓ ନିଯୁକ୍ତି ତାଲିମ ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ଶ୍ରୀ ବାହିନିପତି ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଦକ୍ଷତା...
ତିନିଶହରୁ ଅଧିକ କର୍ମାନ୍ତର ଯନ୍ତ୍ରୀ
ଭୁବନେଶ୍ୱର : ବ୍ଲକ ଓ ପଞ୍ଚାୟତ ସ୍ତରରେ ତିନି ଶହରୁ ଅଧିକ କର୍ମାନ୍ତର ଯନ୍ତ୍ରୀ କାର୍ଯ୍ୟରତ ଅଛନ୍ତି । ଏମାନଙ୍କ ମଧ୍ୟରୁ ୨୭୨ ଜଣ ପଞ୍ଚାୟତିରାଜ ବିଭାଗରୁ ଆସିଛନ୍ତି । ଯନ୍ତ୍ରୀମାନଙ୍କ ସଂକ୍ରାନ୍ତରେ ବିଧାୟକ ରମେଶ ଚନ୍ଦ୍ର ସାଏ ପଚାରିଥିବା ପ୍ରଶ୍ନର ଉତ୍ତରରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ବ୍ଲକ, ପଞ୍ଚାୟତ ଓ ଜିଲ୍ଲା ପରିଷଦମାନଙ୍କରେ ପଞ୍ଚାୟତିରାଜ ବିଭାଗଅଧିନରେ ଅନୁମୋଦିତ ୪୦୨ଟି ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀରେ...
ଓଡ଼ିଶାକୁ ଦୁଇଟି ଜାତୀୟ ସ୍ତରର ପୁରସ୍କାର
ଭୁବନେଶ୍ୱର : ସଫେଇ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଓ କଲ୍ୟାଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର 'ଗରିମା' କାର୍ଯ୍ୟକ୍ରମ 'ସ୍ୱଚ୍ଛତାରେ ଶ୍ରେଷ୍ଠ ଦକ୍ଷତା ପଦକ୍ଷେପ' ବର୍ଗରେ ଏବଂ ଭୁବନେଶ୍ୱରର ବାସୁଆଘାଇ ସ୍ଥିତ ଫିକାଲ୍ ସ୍ଲଜ୍ ସେପ୍ଟେଜ୍ ପ୍ଲାଣ୍ଟ୍ ର ପରିଚାଳନା କରୁଥିବା କିନ୍ନର ସ୍ଵିକୃତି ଏସ୍ଏଚଜିର ଅଧ୍ୟକ୍ଷା ମେଘନା ସାହୁ ପରିମଳ ବିଭାଗରେ ମହିଳା ପରିବର୍ତ୍ତନକାରୀ ବର୍ଗରେ ପୁରସ୍କୃତ ହୋଇଛନ୍ତି। ନୂଆଦିଲ୍ଲୀରେ ପୁରସ୍କାର ବିଜେତାଙ୍କ ସହ ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ପୁରସ୍କାର ସମାରୋହରେ ଯୋଗ...
House Gets Dy Speaker
Bhubaneswar: Senior BJD legislator Saluga Pradhan was elected unopposed as the new Deputy Speaker of State Assembly on Tuesday before the beginning of the winter session of the House. Leader of the House and Chief Minister Naveen Patnaik proposed Shri Pradhan’s name for the post and said that he with his rich experience will be a successful Deputy Speaker. Shri...
Prez Mantra For Success
Sambalpur: President Droupadi Murmu today advised students of Veer Surendra Sai University of Technology (VSSUT), Burla to work for the progress of the Nation. Addressing at the 15th annual convocation of VSSUT, the President advised students to be mindful of the fact that their success will not solely be measured by their personal achievements. It will also be measured by...









