Step Into 2026 With MGM Grace
Bhubaneswar: Step into 2026 with grace and tradition and the 2026 MGM Group calendar is a tribute to this philosophy, exploring the profound beauty of Odissi dance as a reflection of our shared journey. Under the visionary leadership of Shri Pankaj Lochan Mohanty, the MGM Group continues to reach new heights while remaining deeply anchored in the soul of Odisha. Originally...
Debi Mishra Leads BJD
Angul: In a significant move to strengthen its organizational base, the Biju Janata Dal (BJD) held a district executive meeting in Angul where party leaders called for a proactive struggle against the current BJP State Administration. BJD Senior Vice President Shri Debi Prasad Mishra attended the event as the chief guest, while Party President and Leader of Opposition Shri...
Gurujee Inspires Global Sai Family
Shirdi: In a significant gathering of the global spiritual community the renowned spiritual leader Dr. Chandra Bhanu Satpathy addressed the global Sai family during the event Vishwa Shree Sai Spandan. The program was organized through a joint collaboration between the Shirdi Saibaba Sansthan Trust and the Green and Clean Shirdi Foundation drawing together devotees from across the world to...
ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା
ଭୁବନେଶ୍ୱର : ରାସ୍ତାରେ ବାଲି, ମାଟି, ଅଳିଆ, ରାସ୍ତା ମରାମତି କିମ୍ବା ନିର୍ମାଣ କାମରେ ବ୍ୟବହାର ହେଇଥିବା ବଳକା ସାମଗ୍ରୀ ପଡ଼ିବା ଯୋଗୁଁ ବିଭିନ୍ନ ସମୟରେ ଘଟୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏହାସହ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ, ପୂର୍ତ୍ତ ବିଭାଗ, ପୌରପାଳିକା, ଏନଏସି ସମେତ ସମସ୍ତ ସଡ଼କ ନିର୍ମାଣକାରୀ ଏବଂ ରକ୍ଷଣାବେକ୍ଷଣ ସଂସ୍ଥାଗୁଡ଼ିକୁ...
Padhee Monitors Plane Crash
Bhubaneswar: Principal Secretary Commerce & Transport, Usha Padhee stated on Saturday that the state government is closely monitoring the situation following an aircraft accident in the Jalda area of Rourkela, Sundargarh district, which occurred on January 10. During her visit to the accident site, Smt. Padhee reviewed ground operations alongside district administration, police, and departmental officials. Her assessment focused on...
ପାଞ୍ଚ ବର୍ଷ ତଳେ ବାୟୁ ମାନ ଉତ୍ତମ ଥିଲା
ଭୁବନେଶ୍ୱର : ରାଜ୍ୟ ରାଜଧାନୀରେ ବାୟୁର ମାନ ସ୍ୱାସ୍ଥ୍ୟ ଅନୁକୂଳ ନଥିବାବେଳେ ବର୍ଷକୁ ଏହା ହାରାହାରି ୨୭ ପ୍ରତିଶତ ହାରରେ ବିଗୁଡୁଛି । ପାଞ୍ଚବର୍ଷ ତଳେ ଜାନୁଆରୀ ମାସରେ ଭୁବନେଶ୍ୱରରେ ବାୟୁ ଗୁଣ ମାନ (ଏକ୍ୟୁଆଇ) ମାତ୍ର ୬ ରହିଥିବାବେଳେ ଚଳିତମାସରେ ତାହା ଦିନେ ଦିନେ ୩ଶହକୁ ଅତିକ୍ରମ କରୁଛି । ଆଜି ମଧ୍ୟ ଏହା ୧୮୦ ଉପରେ ରହିଛି, ଯାହାକି ଅସ୍ୱାସ୍ଥ୍ୟକର ବୋଲି ଦର୍ଶାଯାଉଛି । ଏହି ସୂଚନାରୁ ଜଣାଯାଇଛି ଯେ ୨୦୨୧ ମସିହା ଜାନୁଆରୀ ମାସରେ ବାୟୁର ଏକ୍ୟୁଆଇ ହାରାହାରି ୬...
ସମ୍ବଲପୁରବାସୀଙ୍କୁ ୨୪ ଘଣ୍ଟିଆ ପାନୀୟ ଜଳ
ଭୁବନେଶ୍ୱର : ସମ୍ବଲପୁର ସହରବାସୀଙ୍କ ଦୀର୍ଘଦିନର ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହର ବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ୪୫୧ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ଏକ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପ ଅଧୀନରେ ସମ୍ବଲପୁର ସହର ମଧ୍ୟରେ ପ୍ରାୟ ୩୪୦ କିଲୋମିଟର ଦୀର୍ଘ ପାଣି ପାଇପ୍ଲାଇନ୍ ବିଛାଯିବ। ସେଥିପାଇଁ ଗୋଟିଏ ଇନଟେକ୍ ଓ୍ବେଲ ଓ ଦୁଇଟି...
ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଉଦଘାଟିତ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କ ଦୁଇଦିନିଆ ସମ୍ବଲପୁର ଗସ୍ତ ଅବସରରେ ଆଜି ସମ୍ବଲପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ନୂତନ ଭାବେ ନିର୍ମିତ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ ଓପିଡି ସୌଧର ଶୁଭ ଉଦ୍ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ଟ୍ରମା କେୟାର ସେଣ୍ଟର ଓ ଓପିଡି ନିର୍ମାଣ ପାଇଁ ସରକାର ପକ୍ଷରୁ ମୋଟ ୨୧ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏହା ମାଧ୍ୟମରେ ଦୁର୍ଘଟଣାଗ୍ରସ୍ତ ରୋଗୀମାନଙ୍କୁ ତୁରନ୍ତ ଏବଂ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରିବ।...
Odisha Seeks Jal Funds
Bhubaneswar: Deputy Chief Minister Pravati Parida has submitted a formal memorandum to the Union Finance Minister Nirmala Sitharaman seeking the immediate release of pending Central funds under the Jal Jeevan Mission (JJM) to prevent a financial bottleneck in its rural water supply projects. Despite being one of the frontrunners in implementing the mission, the State has warned that the exhaustion...
CM Opens Trauma Care
Sambalpur: Chief Minister Shri Mohan Charan Majhi, during his two-day visit to Sambalpur, today inaugurated the newly constructed modern Trauma Care Center and OPD building at Sambalpur District Headquarters Hospital. It is worth noting that the government has spent a total of Rs 21.28 crore for the construction of the Trauma Care Center and OPD. Through this, accident victims will...









