Dr.Patra Warns Judicial Blow
New DelhI: River Mahanadi water dispute has reached a critical juncture following a strongly worded letter from Rajya Sabha Member of Parliament Dr. Sasmit Patra to Odisha Chief Minister Shri Mohan Charan Majhi on April 25, 2026. This communication highlights a significant shift in the Mahanadi Water Disputes Tribunal's stance, moving from procedural patience to judicial dissatisfaction as the...
PM Lauds Panchayat Role
New DelhI: Prime Minister Shri Narendra Modi extended his warm greetings on the occasion of National Panchayati Raj Day, emphasizing the critical role of rural self-governance in strengthening the foundations of Indian democracy. In a message, the Prime Minister highlighted that panchayats are no longer just implementing agencies for government schemes but are actively shaping the direction of local...
ଆମ୍ବ ଚାଷୀଙ୍କ ପାଇଁ ଦକ୍ଷତା ବିକାଶ ଶିବିର
ଭୁବନେଶ୍ଵର : ଓରମାସ ପକ୍ଷରୁ ଆମ୍ବ ଚାଷ ସମ୍ପର୍କିତ ଏକ ସ୍ୱତନ୍ତ୍ର ଦକ୍ଷତା ବିକାଶ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ୧୫ଟି ପ୍ରମୁଖ ଆମ୍ବ ଉତ୍ପାଦନକାରୀ ଜିଲ୍ଲାରୁ ଚାଷୀ ଏବଂ କୃଷି ଅଧିକାରୀମାନେ ଏଥିରେ ଭାଗ ନେଇଥିଲେ। ଆମ୍ବକୁ କିପରି ସୁରକ୍ଷିତ ଭାବେ ଅମଳ କରାଯିବ ଏବଂ ବିଦେଶକୁ ରପ୍ତାନି କରି ଅଧିକ ଲାଭ ଅର୍ଜନ କରାଯାଇପାରିବ, ସେନେଇ କର୍ମଶାଳାରେ ଆଲୋଚନା କରାଯାଇଥିଲା। ବୈଜ୍ଞାନିକ ପଦ୍ଧତିରେ ଆମ୍ବ ଅମଳ ଏବଂ ଅମଳ ପରବର୍ତ୍ତୀ ଦକ୍ଷ ପରିଚାଳନା ସମ୍ପର୍କରେ ପ୍ରତିଭାଗୀମାନଙ୍କୁ ସଚେତନ କରାଯାଇଥିଲା। ବିଶେଷ...
ମୋ ସାଇକେଲ ପ୍ରକଳ୍ପର ଚିହ୍ନବର୍ଣ୍ଣ ନାହିଁ
ଭୁବନେଶ୍ୱର : ରାଜଧାନୀରେ ୧୦ କୋଟି ଟଙ୍କା ମୂଲ୍ୟରେ ଆରମ୍ଭ ହୋଇଥିବା ମୋ ସାଇକେଲ ପ୍ରକଳ୍ପର ଆଉ ଚିହ୍ନ ବର୍ଣ୍ଣ ନାହିଁ । ଏହା ଏବେ ସମ୍ପୂର୍ଣ୍ଣ ରୂପେ ଅଚଳ । ୨୫ହଜାର ଟଙ୍କିଆ ଏହି ସାଇକେଲକୁ ଆଉ କେଉଁଠାରେ ଦେଖିବାକୁ ମିଳୁନାହିଁ । ବ୍ୟାପକ ଅର୍ଥରେ ନିର୍ମାଣ ହୋଇଥିବା ସାଇକେଲ ଷ୍ଟାଣ୍ଡରେ ବି କୁକୁର ଶୋଇଲେଣି । ୨୦୧୮ ମସିହାରେ ବିଶ୍ୱକପ୍ ହକି ସମୟରେ ବହୁ ଆଡମ୍ବରରେ ରାଜଧାନୀରେ ଆରମ୍ଭ ହୋଇଥିଲା ମୋ ସାଇକେଲ ଯୋଜନା । ପ୍ରକଳ୍ପର ମୂଲ୍ୟ ଥିଲା ୧୦...
ପିଆଜ ଉତ୍ପାଦନ ଖର୍ଚ୍ଚ ୧୫ ବିକ୍ରି ୮ଟଙ୍କା
ଭୁବନେଶ୍ୱର : କିଲେ ପିଆଜ ଉତ୍ପାଦନ କରିବାପାଇଁ ଚାଷୀଙ୍କ ହାରାହାରି ଖର୍ଚ୍ଚ ପ୍ରାୟ ୧୫ଟଙ୍କା ହେଉଥିବାବେଳେ ପିଆଜ ସଂଗ୍ରହ ଓ ସଂରକ୍ଷଣ ପାଇଁ ସେଭଳି କିଛି ବ୍ୟବସ୍ଥା ନଥିବାରୁ ଚାଷୀମାନେ ଉତ୍ପାଦନ ସମୟରେ ଏବେ କିଲୋ ୭/୮ ଟଙ୍କାରେ ବେପାରୀମାନଙ୍କୁ ଯାଚି ଗୁଞ୍ଜି ପିଆଜ ଦେଉଛନ୍ତି । ତାହା ପୁଣି ନଗଦ ନୁହେଁ, ବାକିରେ । ଓଡିଶା ପାଇଁ ବାର୍ଷିକ ପ୍ରାୟ ୪ଲକ୍ଷ ମେଟ୍ରିକ ଟନ୍ ପିଆଜ ଆବଶ୍ୟକ ପଡୁଛି । ଏହା ସତ୍ୱେ ବି ଓଡିଶା ପିଆଜ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟବୋଲି...
୩୦ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ
ଭୁବନେଶ୍ୱର : ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ସଂସଦରେ ଆସିଥିବା ସୀମା ପୁନଃନିର୍ଦ୍ଧାରଣ ବିଲ କାଟ ଖାଇବା ପରେ ରାଜ୍ୟ ସରକାର ଆସନ୍ତା ୩୦ ତାରିଖରେ ଓଡିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରୀ ନେଇ ସ୍ୱତନ୍ତ୍ର ଭାବେ ଗୋଟିଏ ଦିନ ସ୍ୱତନ୍ତ୍ର ଭାବେ ଆଲୋଚନା ହେବ। ସମ୍ବିଧାନର ଧାରା ୧୭୪ ଉପଧାରା ୧ ଆଧାରରେ ରାଜ୍ୟପାଳ ଓଡିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ଅଧିବେଶନରେ ସବୁ ବିଧାୟକମାନେ ଉପସ୍ଥିତ ରହିବାକୁ ଅପିଲ...
ଆଠ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବି
ଭୁବନେଶ୍ୱର : କ୍ରସ ଭୋଟିଂ ଓ ଦଳ ନିଷ୍ପତ୍ତି ବିରୋଧରେ କାର୍ଯ୍ୟ କରିଥିବାରୁ ଆସନ୍ତା ୨୭ ତାରିଖରେ ଆଠ ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରିବ ବିଜେଡି। ଦଳର ନିଷ୍ପତ୍ତି ବିରୋଧରେ ରାଜ୍ୟସଭାରେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଭୋଟ ଦେଇଥିବାରୁ ଏହି ଦାବି କରାଯିବ । ସୂଚନାଯୋଗ୍ୟ ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗତ ଜାନୁଆରୀ ୧୫ ତାରିଖରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ...
ଏପ୍ରିଲ ୨୭ରୁ ଖରା ଛୁଟି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ତେବେ, ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା କାର୍ଯ୍ୟ ଓ...
ବନ୍ଦ ହେବ ଅକାମୀ ଯୋଜନା
ଭୁବନେଶ୍ୱର : ସରକାର ରାଜ୍ୟରେ ପ୍ରବର୍ତ୍ତିତ ଯୋଜନାଗୁଡ଼ିକର ରୂପରେଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ଅଧିକ ପ୍ରଭାବଶାଳୀ ଓ ଫଳପ୍ରଦ କରିବା ଲକ୍ଷ୍ୟରେ, ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଗତ ଏପ୍ରିଲ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୨୩ଟି ବିଭାଗର ଯୋଜନାଗୁଡ଼ିକୁ ସମୀକ୍ଷା କରାଯାଇଛି। ସରକାର ସମସ୍ତ ରାଜ୍ୟ ପ୍ରବର୍ତ୍ତିତ ଯୋଜନାଗୁଡ଼ିକୁ ସେଗୁଡ଼ିକର ପ୍ରଭାବ ଆଧାରରେ ଉଚ୍ଚ, ମଧ୍ୟମ ଏବଂ ନିମ୍ନ ପ୍ରାଥମିକତା...
Sahu Fast-Tracks Revisional Courts
Cuttack: Shri Satyabrata Sahu, Member of the Board of Revenue, chaired a high-level review meeting to expedite the functioning of 41 revisional courts across Odisha. The meeting focused on streamlining land administration processes and ensuring the timely delivery of justice for citizens involved in land-related litigation. Presiding officers from courts in Cuttack and Bhubaneswar attended the session in person,...










