୧୫ଟି ରତ୍ନ ପଥର ଖଣିର ନିଲାମ
ଭୁବନେଶ୍ୱର : ରାଜ୍ୟର ୧୫ଟି ମୂଲ୍ୟବାନ ରତ୍ନ ଆଦି ପଥର ଥିବା ଖଣି ଲିଜ୍ ପାଇଁ ଟେଣ୍ଡର ଜାରି ହୋଇଛି । ଏଥି ମଧ୍ୟରେ ୧୨ ଅଳଙ୍କାରିକ ପଥର ଖଣି ଥିବାବେଳେ ୨ଟି କ୍ୱାର୍ଜ ଓ ଗୋଟିଏ କ୍ୱାଟାଇଜ୍ ଖଣି ରହିଥିବା ଜଣାଯାଇଛି । ଏହିସବୁ ଖଣି ମଧ୍ୟରେ ବାହାରପଡା-ଜାମୁରିହା, ବେତାରସିଂ, ଡାମ୍ବା, ଡେରାବ (ପୂର୍ବ), ଲହୁସାହି, ନୂଆଗାଁ (ନୂଆଗଡ) , ତେନ୍ତୁଲିଖୁଣ୍ଟି, ବତୀଗୃହ ଓ ମୁଦ୍ରାଯୋଡି-ପୋଖରିଆ ଖଣି ଆଦି ରହିଛି । ଏହି ସମସ୍ତ ଖଣି ପାଇଁ ଇଲେକଟ୍ରୋନିକ ପ୍ରକ୍ରିୟାରେ ଟେଣ୍ଡର ଆହ୍ୱାନ...
ଝାରସୁଗୁଡ଼ାରେ କୋଇଲା ବାଷ୍ପୀକରଣ ପ୍ଲାଣ୍ଟ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି (ସିସିଇଏ)ବୈଠକରେ ଆଜି ଦୁଇଟି ଇକ୍ୟୁଟି ନିବେଶ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ହେଲା ସିଆଇଏଲ୍ ଓ ଗେଲ୍ର ଯୌଥ ଉଦ୍ୟୋଗ ଜରିଆରେ ଇସିଏଲ୍ କମାଣ୍ଡ ଅଞ୍ଚଳରେ କୋଇଲାରୁ ଏସଏନଜି (ସିନ୍ଥେଟିକ୍ ନେଚୁରାଲ ଗ୍ୟାସ୍ ପ୍ରକଳ୍ପ) ଏବଂ ସିଆଇଏଲ୍ ଓ ଭେଲ୍ର ଯୌଥ ଉଦ୍ୟୋଗ ଜରିଆରେ ଏମସିଏଲ୍ କମାଣ୍ଡ ଅଞ୍ଚଳରେ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ପ୍ରକଳ୍ପ ସ୍ଥାପନ । ସିଆଇଏଲ୍ ଦ୍ୱାରା ଯେଉଁସବୁ ଇକ୍ୟୁଟି...
ଫେବୃଆରୀ ୧୬ରୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ
ଭୁବନେଶ୍ୱର : ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନଠାରେ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ ଆୟୋଜିତ ହେବ । ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀସଂପଦର ବିକାଶର ପ୍ରତିଛବି ଚାଷୀ ଓ ଜନସାଧାରଣଙ୍କ ସମ୍ମୁଖରେ ତୋଳିଧରିବା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ସମାବେଶର ଆୟୋଜନ କରାଯାଉଛି । ଜିଲ୍ଲାସ୍ତରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାର ସଫଳତା ଓ ପ୍ରାଣୀପାଳକ ଏବଂ ମତ୍ସ୍ୟଚାଷୀଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହକୁ ଦୃଷ୍ଟିରେ ରଖି ଭୁବନେଶ୍ୱରଠାରେ ତିନିଦିନିଆ ଓଡ଼ିଶା...
ସଞ୍ଜୀବ ପଣ୍ଡା ନୂଆ ପୁଲିସ୍ କମିଶନର
ଭୁବନେଶ୍ୱର : ସାଧାରଣ ଓ ବିଧାନସଭା ନିର୍ବାଚନ ପୂର୍ବରୁ ବରିଷ୍ଠ ଆଇପିଏସ୍ ଅଫିସରମାନଙ୍କ ମଧ୍ୟରେ ବଡ଼ ଧରଣର ଅଦଳବଦଳ କରି ରାଜ୍ୟ ସରକାର ୧୯୯୪ ବ୍ୟାଚ୍ ର ଅଧିକାରୀ ସଞ୍ଜୀବ ପଣ୍ଡାଙ୍କୁ ପୁଲିସ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ପଣ୍ଡା ବର୍ତ୍ତମାନ ଓଡ଼ିଶା ରାଜ୍ୟ ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ସହ ଗୁଇନ୍ଦା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ପୁଲିସ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ବଦଳି...
Sanjeeb Panda New CP
Bhubaneswar: In a major reshuffle among senior IPS Officers ahead of General and Assembly polls, the State Government today appointed Sanjeeb Panda, a 1994 batch officer as Commissioner of Police, Bhubaneswar —Cuttack. At present, Shri Panda is serving as Director Intelligence with additional charge of CMD, Odisha State Police Housing and Welfare Corporation (OSPHWC). As per a notification issued by...
15Mineral Blocks On Auction
Bhubaneswar: The State Government has invited bids from eligible bidders for auction of 15 specified minor mineral blocks located in different districts of the state. The Director of Mines and Geology has issued the notice inviting tenders (NIT), which says that, “In exercise of the power conferred by Section 15 of Mines and Mineral (Development & regulation) Act, 1957 and...
ଖୁବ୍ ଶୀଘ୍ର କଳାବାଘ ସଫାରୀ
ଭୁବନେଶ୍ୱର: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସଟିଆର)କୁ ବନ୍ୟପ୍ରାଣୀ ପ୍ରେମୀଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ବନ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ମୟୂରଭଞ୍ଜ ଜିଲ୍ଲାରେ ବିଶ୍ୱର ପ୍ରଥମ କଳା ବାଘ ସଫାରୀ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ମୟୂରଭଞ୍ଜ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଏକ ସ୍ୱତନ୍ତ୍ର କଳା ବାଘ ସଫାରୀ ସ୍ଥାପନ କରୁଛି ବୋଲି ଘୋଷଣା କରି ଖୁସି ଲାଗୁଛି । ପର୍ଯ୍ୟଟକ ଓ ପର୍ଯ୍ୟଟକମାନେ ଏବେ କେବଳ ଓଡ଼ିଶାରେ ଦେଖିବାକୁ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବାରିପଦା ନିକଟରେ ଏହି...
ଆଣ୍ଟିବାୟୋଟିକ୍ର ଯଥାର୍ଥତା ଦର୍ଶାଅ
ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଆଜି ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନର ମୁଖ୍ୟ ଓ ମୁଖ୍ୟ ଜିଲ୍ଲା ଚିକିତ୍ସା ଧିକାରୀଙ୍କୁ ରୋଗୀଙ୍କୁ ଆଣ୍ଟି-ବାୟୋଟିକ୍ ଲେଖିବା ସମୟରେ କାରଣ ବା ଯଥାର୍ଥତା ଦର୍ଶାଇବାକୁ କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ଆଜି ଏ ନେଇ ସମସ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ସରକାରୀ ଓ ବେସରକାରୀ ମେଡିକାଲ କଲେଜର ଅଧୀକ୍ଷକ ଏବଂ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମ ଓ ପିଏଚଓ)ଙ୍କୁ ଚିଠି ଲେଖିଛନ୍ତି। ଶ୍ରୀମତି ପଣ୍ଡିତ କହିଛନ୍ତି,...
Black Tiger Safari Soon
Bhubaneswar: In a major move to attract wildlife lovers to Similipal Tiger Reserve (STR), the State Forest Department has decided to start Melanistic Tiger Safari, a first of its kind in the world, in Mayurbhanj district soon. “Glad to announce that #Odisha is setting up an exclusive Melanistic Tiger Safari near Similipal Tiger Reserve in #Mayurbhanj. Tourists and visitors can now have...
PM Mantra For GenZ
New Delhi: Prime Minister, Narendra Modi addressed the NCC Cadets and NSS Volunteers today. Addressing the gathering, the Prime Minister expressed pride in the cultural program depicting the life of Rani Lakshmi Bai and said that it has brought India’s history alive today. He praised the efforts of the team involved in the program and stated that they will...








