ପାନୀୟ ନିଗମ ଦେଲା ୯ କୋଟିର ଲାଭାଂଶ

0

ଭୁବନେଶ୍ୱର : ଓଡିଶା ପାନୀୟ ନିଗମ (ଓଡିଶା ଷ୍ଟେଟ୍ ବିଭରେଜେସ୍ କର୍ପୋରେସନ୍ ଲିଃ.) ୨୦୨୨-୨୩   ଆର୍ଥିକ ବର୍ଷରେ ୭୪୫୬.୬୪  କୋଟି ଟଙ୍କା କାରବାର କରିଛି (ମୂଲ୍ୟଯୁକ୍ତ କର ବ୍ୟତୀତ) । ଉତ୍ପାଦନ ଶୁଳ୍କ ଭାବରେ ନିଗମ ତରଫରୁ ରାଜ୍ୟ ସରକାରଙ୍କ ଠାରେ ୫୨୬୭.୬୯ କୋଟି ଟଙ୍କା ଓ ମୂଲ୍ୟଯୁକ୍ତ କର(ଭାଟ) ଆକାରରେ ୨୫୧୨.୮୩ କୋଟି ଦାଖଲ କରାଯାଇଛି । କର ବାବଦକୁ ଦେୟ ପରେ ନିଗମ ୩୧.୩୮ କୋଟି ଟଙ୍କା ଲାଭ କରିଥିବା ଜଣାଯାଇଛି । ତେବେ  ନିଗମ ତରଫରୁ  ଏହାର ମୋଟ ଲାଭାଂଶରୁ...

ପରୀକ୍ଷାକୁ ବିଗାଡିପାରେ ନିର୍ବାଚନ

0

ଭୁବନେଶ୍ୱର : ଲୋକସଭା ସହ ଓଡିଶା ବିଧାନସଭା ପାଇଁ ହେବାକୁ ଥିବା ନିର୍ବାଚନ ଯୋଗୁଁ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଠପଢାକୁ ଓ ପରୀକ୍ଷାକୁ ବିଶେଷ ଭାବେ ପ୍ରଭାବିତ କରିବ । ଏଥିଘେନି ଅଭିଭାବକ, ଶିକ୍ଷକ ଓ ଶିକ୍ଷାବିତ୍‍ମାନେ ଚିନ୍ତିତ ଥିବାବେଳେ ରାଜନୈତିକ ଦଳମାନେ କିନ୍ତୁ ବେଫିକର । ନିର୍ବାଚନ ପାଇଁ କମିଶନଙ୍କ ପକ୍ଷରୁ ଯେଭଳି ଓଡିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରସ୍ତୁତି ପର୍ବ ଚାଲୁଛି ସେଥିରୁ ଆସନ୍ତା ଫେବୃୟାରୀ ମାସରେ ଯେକୌଣସି ଦିନ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବାର ସମ୍ଭାବନା ରହିଛି ।...

AIIMS Begins Health Drone

0

Bhubaneswar:  In a first of its kind initiatives to integrate technology into the healthcare system, AIIMS Bhubaneswar has commissioned drone health service today. Two days after a successful trial run, the national healthcare institute has initiated the use of drones to transport critical medical items. The inaugural drone flight, executed flawlessly, transported a vital unit of blood from AIIMS Bhubaneswar...

BJD BJP Marriage Conducted

0

Bhubaneswar:Alleging BJD and BJP are together, Congress today conducted a satirical marriage ceremony between the two parties here at Master Canteen.   The Congress leaders alleged that the ruling BJD and BJP of having a live-in relationship for the last 23 years. So, they conducted their marriage ceremony.    The members of the National Students’ Union of India (NSUI), the Student...

ବିଜେପି ବିଜେଡ଼ି ବାହାଘର

0

ଭୁବନେଶ୍ଵର : ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ୱାଜଙ୍କ ତତ୍ସବଧାନରେ ବିଜେପି ଓ ବିଜେଡ଼ିର ବିବାହ ଉତ୍ସବ ମାଷ୍ଟରକ୍ୟାଟିନ ଛକଠାରେ ଆୟୋଜିତ ହୋଇଯାଇଛି। ହିନ୍ଦୁ ଧର୍ମର ରୀତି, ନୀତି ଅନୁଯାୟୀ ସ୍ବତନ୍ତ୍ର ବେଦୀ କରାଯାଇ ଏହି ଉତ୍ସବ ସମାପନ ହୋଇଛି। ବିଜେଡ଼ିକୁ କନ୍ୟା ଭାବରେ ଏବଂ ବିଜେପିକୁ ବର ଭାବରେ ଏହି ଉତ୍ସବରେ ଗ୍ରହଣ କରାଯାଇଛି। ବିଜେପିର ବାରାତରେ ଅମିତ ସାହା, ସ୍ମୃତିଇରାନୀ, ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ମାସ୍କ ପିନ୍ଧି ବର ସହିତ ବରଯାତ୍ରୀ ଆସିଥିଲେ...

ଡ୍ରୋନ ପହଞ୍ଚାଇଲା ରକ୍ତ

0

ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ବୈଷୟିକ ଜ୍ଞାନକୌଶଳକୁ ଯୋଡ଼ିବା ପାଇଁ ଭୁବନେଶ୍ୱର ଏମସ୍‍  ପକ୍ଷରୁ ଆଜି ଡ୍ରୋନ୍ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଛି। ସଫଳ ପରୀକ୍ଷଣର ଦୁଇ ଦିନ ପରେ ଜାତୀୟ ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସାମଗ୍ରୀ ପରିବହନ ପାଇଁ ଡ୍ରୋନ୍ ବ୍ୟବହାର ଆରମ୍ଭ କରିଛି।   ଉଦ୍ ଘାଟନୀ ଡ୍ରୋନ୍ ଉଡ଼ାଣ ଭୁବନେଶ୍ୱର ଏମସରୁ ଟାଙ୍ଗୀ ସିଏଚ୍ସିକୁ ଏକ ଗୁରୁତ୍ବପୂର୍ଣ୍ଣ ୟୁନିଟ୍ ରକ୍ତ ପରିବହନ କରି ୩୫ ମିନିଟ୍ ରେ ୬୦ କିଲୋମିଟର ଦୂରତା ଅତିକ୍ରମ କରିଥିଲା। ଏହି ଐତିହାସିକ ଉଡ଼ାଣ କେବଳ...

ସନ୍ତୋଷ ବାଲାଙ୍କୁ ରାଷ୍ଟ୍ରପତି ପଦକ

0

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ମାନଜନକ ରାଷ୍ଟ୍ରପତି ସେବା ପଦକ (ପିଏସ୍ଏମ୍) ପାଇଁ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କୁ ମନୋନୀତ କରାଯାଇଛି। ୧୯୯୫ ବ୍ୟାଚ୍ ର ଆଇପିଏସ୍ ଅଫିସର ଡ. ବାଲା ୨୯ ବର୍ଷର ଦୀର୍ଘ କ୍ୟାରିୟରରେ ଆନ୍ତରିକତା ଏବଂ ସଚ୍ଚୋଟତା ପାଇଁ ପୂର୍ବରୁ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏହାବ୍ୟତୀତ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କୁ ମଧ୍ୟ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ। ପୁଲିସ ମହାନିରୀକ୍ଷକ ସତ୍ୟବ୍ରତ ଭୋଇଙ୍କୁ ମେଧାବୀ ସେବା (ଏମ୍ ଏସ୍ ଏମ୍...

Santosh Bala Gets Prez Medal

0

Bhubaneswar: Top Cop Santosh Bala, Special Secretary, Department of Home has been chosen for the prestigious President’s Medal for Distinguished Service (PSM) on the occasion of the Republic Day- 2024. Dr.Bala is an IPS Officer of 1995 Batch has been decorated with several awards earlier for her sincerity and honesty in the long career spanning 29 years. Additionally, Jyoti Ranjan Mahapatra,...

Wildlife Criminals Arrested

0

Bhubaneswar: With Veteran IFS Officer Susanta Nanda at the helm of Wildlife Directorate, wildlife criminals are on run. Principal Chief Conservator of Forests (PCCF) Wild life Shri Nanda is on move in the forest zones of Odisha and coordinating the efforts of enforcement in the forests for protection of wildlife. So working 48 hours continuously, the forest officials in Nayagarh District...

ଖୋଲାରେ ଜଳୁଛି ଇ ଆବର୍ଜନା

0

ଭୁବନେଶ୍ୱର : ସମଗ୍ର ଦେଶରେ ବର୍ଷକୁ ୫ଲକ୍ଷ ଟନ୍‍ରୁ ଅଧିକ ଇ-ଆବର୍ଜନା ସଂଗୃହୀତ ଓ ବିଘଟନ ହେଉଥିବାବେଳେ ଆମ ରାଜ୍ୟରେ ଏହା ପାଖପାଖି ୫୦୦ ମେଟ୍ରିକ ଟନ୍‍ ରହିଛି । ରାଜ୍ୟର ସହରାଞ୍ଚଳରୁ ସିଂହଭାଗ ଇ-ଆବର୍ଜନା ବାହାରୁଥିବାବେଳେ ବର୍ତ୍ତମାନ ତାହାକୁ ଖୋଲାମେଲାରେ ପୋଡାଯାଉଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ସରକାର ୨୧ ପ୍ରକାରର ବୈଦ୍ୟୁତିକ ଓ ଇଲେକଟ୍ରୋନିକ ସାମଗ୍ରୀକୁ ଇ-ଆବର୍ଜନା ତାଲିକାଭୁକ୍ତ କରିଛନ୍ତି । ଏଗୁଡିକର ବିଧିବଦ୍ଧ ସଂଗ୍ରହ ସହିତ ତାହାକୁ ପ୍ରକ୍ରିୟାକରଣ ପାଇଁ ମଧ୍ୟ କୁହାଯାଇଛି । କାରଣ ଅନ୍ୟ ସାମଗ୍ରୀଭଳି ଏଗୁଡିକର...