ଅଧିକାର ଦାବି କଲା ଯାଦବ ମହାସଂଘ
ଭୁବନେଶ୍ୱର : ରାଜ୍ୟର ମୋଟ ଜନସଂଖ୍ୟାର ଏକ ପଞ୍ଚମାଂଶ ଅର୍ଥାତ ପ୍ରାୟ ୯୦ ଲକ୍ଷ ମତଦାତା ଥିବା ଯାଦବମାନଙ୍କୁ ଅନ୍ୟାନ୍ୟ ଜାତିମାନଙ୍କ ଭଳି ସେମାନଙ୍କର ଅଧିକାର ଦିଆଯାଉ। ରାଜ୍ୟରେ ପଛୁଆ ବର୍ଗର ବିଭିନ୍ନ ଜାତି ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଯେପରି ସହାୟତା ଯୋଗାଇ ହେଉଛନ୍ତି ସେହିପରି ସହାୟତା ରାଜ୍ୟର ଯାଦବମାନଙ୍କୁ ଯୋଗାଇ ଦେବା ପାଇଁ ଯାଦବ ମହାସଂଘ, ଓଡ଼ିଶା ପକ୍ଷରୁ ଦାବି କରାଯାଇଛି। ଯାଦବ ମହାସଂଘର ରାଜ୍ୟ ସମ୍ମିଳନୀରେ ପାରିତ ପ୍ରସ୍ତାବ ଅନୁସାରେ ଲୋକକଳାର ମାନ୍ୟତା ପାଇଥିବା ଲଉଡ଼ି ଖେଳର ବିକାଶ...
ଟେକ୍ସଟାଇଲ କମ୍ପ୍ଲେକ୍ସର ଶିଳାନ୍ୟାସ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି। ଏହା ସହିତ ଚୌଦ୍ୱାରରେ ଆରମ୍ଭ ହୋଇଛି ଶିଳ୍ପାୟନ ପୁର୍ନବିକାଶର ଏକ ଗୌରବମୟ ଅଧ୍ୟାୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଚୌଦ୍ବାର ପାଇଁ ବହୁତ ଖୁସିର ଦିନ। ଚୌଦ୍ବାର ଆଜି ତାର ଗୌରବ ଫେରି ପାଇବାକୁ ଯାଉଛି। ପଚାଶ ଦଶକର ଆରମ୍ଭରେ ବିଜୁ ବାବୁ ଚୌଦ୍ବାରରେ ଶିଳ୍ପ ବିକାଶର ଭିତ୍ତି ରଖିଥିଲେ । ଆଜି ପୁଣି ଥରେ ଚୌଦ୍ବାର...
ପାଚିକାଙ୍କ ପାରିଶ୍ରମିକ ୨୦୦୦ ହେଲା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପାଚିକା ତଥା ସହାୟିକା ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି। ପାଚିକା ଓ ସହାୟିକା ମାନଙ୍କ ପାରିଶ୍ରମିକ ରାଶି ୧୪୦୦ ଟଙ୍କା ରୁ ୨୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏହା ଦ୍ୱାରା ରାଜ୍ୟର ମୋଟ ୫୫ ହଜାର ସ୍କୁଲରେ କାମ କରୁଥିବା ପାଚିକା ଓ ସହାୟିକା ଉପକୃତ ହେବେ। ଏଥି ପାଇଁ ରାଜ୍ୟ ସରକାର ବର୍ଷକୁ ୭୪ କୋଟି ଟଙ୍କା ଖର୍ଚ୍ଚ...
FISHFED Stall Attracts Visitors
Bhubaneswar: Odisha Fisheries Co-operative Federation (FISHFED) Stall is attracting huge footfall in the Matsya-Pranee Samavesh Odisha -2024 held here at Janata Maidan. The Conclave is organized by the Department of Fisheries and Animal Resources Development in a big way. Director Fisheries Md.Sadique Alam visited the FISHFED Stall and held detailed discussion with the senior officials. Pro-people Mandarin Shri Alam has been always...
ର୍ନିଦ୍ୱନ୍ଦରେ ନିର୍ବାଚିତ ହେଉଥିଲେ ୬୬
ଭୁବନେଶ୍ୱର : ବିଧାନସଭା ନିର୍ବାଚନ ଲଢିବା ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡିକରୁ ପ୍ରାର୍ଥୀ ହେବାଲାଗି ଶହ ଶହ ଆଶାୟୀ ଥିବାବେଳେ ରାଜ୍ୟ ରାଜଧାନୀରୁ ଗ୍ରାମାଞ୍ଚଳର ବୁଥ୍ ପର୍ଯ୍ୟନ୍ତ ରାଜନୈତିକ ବାତାବରଣ ସରଗରମ ରହିଛି । ତେବେ ବର୍ତ୍ତମାନ ପିଢିର ଅଧିକାଂଶ ରାଜନେତା ହୁଏତ ବିଶ୍ୱାସ କରିବେ ନାହିଁ ଯେ ଗୋଟିଏ ସମୟରେ ଓଡ଼ିଶା ବିଧାନସଭାକୁ ପ୍ରାୟ ୬୬ ପ୍ରତିଶତ ଆସନରୁ ଯୋଗ୍ୟ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଉଥିଲେ ବୋଲି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ରାଜ୍ୟ ବିଧାନସଭା ଆରମ୍ଭ ହୋଇଥିଲା କଟକର...
ରେଳ ଦୁର୍ଘଟଣା ବଢୁଛି
ଭୁବନେଶ୍ୱର : କରୋନା ସମୟରେ ହ୍ରାସ ପାଇଥିବା ରେଳ ଦୁର୍ଘଟଣା ପୁଣି ଥରେ ବଢିବାରେ ଲାଗିଛି । ତେବେ ପୂର୍ବ ବର୍ଷ ତୁଳନାରେ ଏହା ଢେର ହ୍ରାସ ପାଇଛି । ନିକଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଦେଇଥିବା ଉତ୍ତରରୁ ଏହା ଜଣାପଡିଛି । ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ୨୦୧୯-୨୦ ବର୍ଷରେ ସମଗ୍ର ଦେଶରେ ୫୫ଟି ରେଳ ଦୁର୍ଘଟଣା ହୋଇଥିଲା । ତେବେ ଏହା ପରବର୍ଷ ଦେଶରେ କରୋନା ଆସିଯିବାରୁ ରେଳ ଚଳାଚଳ ହ୍ରାସ ସହିତ ଦୁର୍ଘଟଣା ମଧ୍ୟ ଢେର କମିଯାଇଥିଲା । ୨୦୨୦-୨୧...
ପୋଷାକ ପାଇଁ ଏସଏଚଜି ସଦସ୍ୟଙ୍କୁ ୧୦୦୦ ଟଙ୍କା
ଭୁବନେଶ୍ୱର : ରାଜ୍ୟରେ ନିର୍ବାଚନ ପୂର୍ବରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏ ନେଇ ଏକ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପଂଚାୟତି ରାଜ ମନ୍ତ୍ରୀ, ପ୍ରଦୀପ କୁମାର ଅମାତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମିଶନ ଶକ୍ତି ର ସମ୍ପାଦିକା ସୁଜାତା ରାଉତ କାର୍ତ୍ତିକେୟନ ଗଣମାଧ୍ୟମକୁ କହିଛନ୍ତି ଯେ ରାଜ୍ୟ କ୍ୟାବିନେଟ ଏସଏଚଜି ସଦସ୍ୟ ଏବଂ ଇସି/ଏମସି ସଦସ୍ୟଙ୍କୁ...
ଇସ୍ତାହାରରେ ସ୍ଥାନ ପାଇବ ଶିଶୁଙ୍କ ପ୍ରସ୍ତାବ
ଭୁବନେଶ୍ୱର : ଶିଶୁମାନେ ନିଜର ସୁରକ୍ଷା, ଶିକ୍ଷା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ କରିଥିବା ବିଭିନ୍ନ ପ୍ରସ୍ତାବ ଦଳୀୟ ଇସ୍ତାହାରରେ ସ୍ଥାନ ପାଇବ । ଏ ନେଇ ନିଜ ନିଜ ଦଳ ନିକଟରେ ପ୍ରସ୍ତାବଗୁଡିକ ଉପସ୍ଥାପନ କରିବେ ବୋଲି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ଓଡିଶା ଆଲାଏନ୍ସ ଫର ଚାଇଲ୍ଡ ରାଇଟ୍ସ (ଓଏସିଆର) ପକ୍ଷରୁ ରାଜନୈତିକ ନେତାମାନଙ୍କୁ ନେଇ ଆୟୋଜିତ ଏକ ରାଜ୍ୟରୀୟ ଆଲୋଚନାଚକ୍ରରେ ଏଭଳି ମତପ୍ରକାଶ ପାଇଛି । ଏଠାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବିଜୁ...
କାର୍ଗୋ ରପ୍ତାନି ପାଇଁ ଚୁକ୍ତିସ୍ୱାକ୍ଷର
ଭୁବନେଶ୍ୱର : ପାରାଦ୍ୱୀପ ବନ୍ଦର ଜରିଆରେ କାର୍ଗୋ ରପ୍ତାନୀ ଓ ଆମଦାନୀ ପାଇଁ ବିଶ୍ୱର ବୃହତ୍ତମ କଣ୍ଟେନର୍ ସିପିଂ କମ୍ପାନୀ ଏମ୍.ଏସ୍.ସି. ସହ ଓଡ଼ିଶା ସରକାରଙ୍କ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଚୁକ୍ତି ଅନୁସାରେ କମ୍ପାନୀ ଗୋଟିଏ ଭେସ୍ଲସ୍ରେ ୨୫୦ ଟନ୍ ୟୁନିଟ୍ ସାମଗ୍ରୀ ରପ୍ତାନୀ-ଆମଦାନୀ କରିପାରିବ । ବିଶେଷତଃ ନାଲ୍କୋ, ବେଦାନ୍ତ, ଜେଏସ୍ଡବ୍ଲୁ (ଜିନ୍ଦଲଷ୍ଟିଲ୍), କୋଇଲା, ଖଣିଜ ପଦାର୍ଥ, ଇଲେକ୍ଟ୍ରୋନିକ୍ସ ଉତ୍ପାଦ, ଧାତବ ପଦାର୍ଥ ସହ ଅନ୍ୟାନ୍ୟ କମ୍ପାନୀ, କୃଷି ଓ ଉଦ୍ୟାନ କୃଷି ଭିତ୍ତିକ ଦ୍ରବ୍ୟ ଏବଂ ସାମୁଦ୍ରିକ ଖାଦ୍ୟ,...
State Care For PwDs
Bhubaneswar: Expansion of the horizons of the rights and entitlements of Persons with Disabilities (PwDs), assuring their dignity and socio-economic participation in order to bring them into the mainstream has been emphasized. Strengthening of special schools for PwD students and encouraging skill training for meaningful employment have become the priorities of Department of Social Security and Empowerment of PwDs (SSEPD),...










