Bhubaneswar: A clean-cut complete amputated left thumb has been successfully replanted at AIIMS Bhubaneswar.  The surgical procedure headed by Associate Prof. Dr Sanjay Giri, Dept. of Burns and Plastic Surgery lasted for 10 hours. Post-operatively the patient recovered well with...
Bhubaneswar: With the social media and local news channels agog over possible summer cyclones following IMD forecasting formation of a cyclonic circulation in the south of Andaman Sea on 4 May, a senior weather scientist Monday said it is...
Paradip: As part of  ongoing Azadi ka Amrit Mahotsav - Iconic Week being celebrated by Ministry of Ports, Shipping & Waterways Exhibitions were organized by all Major Ports/ Organizations depicting 75 Years of Development of their Ports . Paradip Port Chairman P L Haranadh...
Bhubaneswar: After a break of 5 days, the schools across the State reopened today. District Education officials have updated the daily attendance figure from class I to XII. A peep into the analysis of the same, it is found quite satisfactory,...
Bhubaneswar: Opposition BJP and Governing BJD once again locked horns over arrest of Deogarh legislator Subash Panigrahi. BJP leaders are angry over arrest of their legislator. Subash was arrested on Sunday by Deogarh police for allegedly thrashing Tileibani BDO Krushnachandra Dalapati. After...
ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଛିଡ଼ିଯାଇ ଅଲଗା ହୋଇଯାଇଥିବା ବାମହାତ ବୁଢ଼ାଆଙ୍ଗୁଳିକୁ ସଫଳତାର ସହିତ ପୁନର୍ବାର ଯୋଡ଼ାଯାଇଛି। ବର୍ଣ୍ଣସ ଏବଂପ୍ଲାଷ୍ଟି କ୍ସର୍ଜରୀ ବିଭାଗର ଆସୋସିଏଟ୍ପ୍ର ଫେସରଡ. ସଞ୍ଜୟ ଗିରିଙ୍କ ନେତୃତ୍ୱରେ ଗଠିତ ଏକ ଡାକ୍ତରୀ ଦଳଦ୍ବାରା ୧୦ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ଏହି ପ୍ରକ୍ରିୟା ସଫଳ ହୋଇଛି। ଅସ୍ତ୍ରୋପଚାର ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ...
ଭୁବନେଶ୍ୱର : ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଖାଲି ପଡ଼ିଥିବା ବିଧାୟକ ପଦ ନିମନ୍ତେ ଉପନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ପ୍ରକାଶ ଥାଉ କି, କିଶୋର ଚନ୍ଦ୍ର ମହାନ୍ତିଙ୍କ ମୃତ୍ୟୁ ଯୋଗୁଁ ବ୍ରଜରାଜନଗର ବିଧାନସଭା ଆସନ ଖାଲି ପଡ଼ିଥିଲା । ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି...
 The Election Commission of India (ECI) on Monday announced that bypolls for Brajarajnagar Assembly constituency will be held on May 31. The bypoll result will be declared on June 3 following counting of the votes, ECI said. According to the notification...
ନୂଆଦିଲ୍ଲୀ : ରାଷ୍ଟ୍ରର ବିକାଶ ପାଇଁ ଶିକ୍ଷା ହେଉଛି ସବୁଠୁ ଶକ୍ତିଶାଳୀ ମାଧ୍ୟମ । ଉଚ୍ଚ ଶିକ୍ଷା ଯଦି ଗୁଣାତ୍ମକ ମାନର ହେବ ତେବେ ଦେଶର ବିକାଶ ପଥକୁ ପରିବର୍ତନ କରିପାରିବ ବୋଲି ରବିବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ପାଳନ ସମାରୋହକୁ ଉଦଘାଟନ କରିବା ଅବସରରେ ମାନ୍ୟବର ଉପରାଷ୍ଟ୍ରପତି ଏମ୍‌. ଭେଙ୍କିୟା ନାଇଡ଼ୁ କହିଛନ୍ତି...
ଭୁବନେଶ୍ୱର : ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ନ୍ୟୁରୋ ସର୍ଜନଙ୍କ ଦ୍ୱାରା ଏକ ସଫଳ ଅସ୍ତ୍ରୋପଚାର ଦ୍ୱାରା ଜଣେ ୩୦ ବର୍ଷିୟା ମହିଳାଙ୍କର ମସ୍ତିଷ୍କରୁ ଏକ ସଙ୍ଗେ ୫୦୦ ଗ୍ରାମର ଏକାଧିକ ଟ୍ୟୁମର ବାହାର କରାଯାଇପାରିଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଂଚଳର ଏହି ମହିଳା ଜଣକ ମୁଣ୍ଡ ବିନ୍ଧା, କ୍ଷୀଣ ଦୃଷ୍ଟି ଶକ୍ତି ଓ...