ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ଧାମର ବିକାଶ ପାଇଁ ରାଜ୍ୟ ସରକାର ଅବଢା ଯୋଜନାରେ ୨୦୨୧-୨୨ ବର୍ଷରେ ୫୪୪ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ପୂର୍ତ୍ତ ବିଭାଗର ଷ୍ଟାଣ୍ଡିଂ କମିଟିରେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।
ଅବଢା ଯୋଜନା ୨୦୧୭-୧୮ ବର୍ଷରେ ଆରମ୍ଭ ହୋଇଥିବାବେଳେ ଏହାର ମୁଖ୍ୟ ଲକ୍ଷ୍ୟ ଥିଲା...
ଭୁବନେଶ୍ୱର : ବିଧବା ଭତ୍ତା ମଞ୍ଜୁରୀ ସକାଶେ ବିଧବା ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର କିମ୍ବା ବାର୍ଷିକ ଆୟ ସଂକ୍ରାନ୍ତରେ ରାଜସ୍ୱ ନିରୀକ୍ଷକ ଅଥବା ତହସିଲଦାରଙ୍କ ରିପୋର୍ଟ ଆବଶ୍ୟକ ନୁହେଁ । ରାଜ୍ୟ ସରକାରଙ୍କ ୨୦୧୯ ବର୍ଷର ନିୟମ ଅନୁଯାୟୀ ମଧୁବାବୁ ପେନସନ ଯୋଜନା ଲାଗି ଏହି ବ୍ୟବସ୍ଥା ରହିଛି ।
ବିଜେଡି ବିଧାୟକ ଭାଗିରଥୀ...
ଭୁବନେଶ୍ୱର : ରାଜ୍ୟର ଗ୍ରାମାଞ୍ଚଳରେ କୁଟୀର ଜ୍ୟୋତି ଯୋଜନାରେ ୩ ଲକ୍ଷରୁ ଅଧିକ ଗ୍ରାହକ ଥିବାବେଳେ ସେମାନଙ୍କ ପାଇଁ ୩୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କଲେ ୮୦ ଟଙ୍କା ମାସିକ ଦେବାକୁ ଧାର୍ଯ୍ୟ ହୋଇଛି ।
ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ...
ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ ବିତରଣ ଦାୟିତ୍ୱ ଟାଟା ପାୱାର ହାତକୁ ନେବା ପରେ ଏହା ନିକଟରେ ୧୫ ଲକ୍ଷରୁ ଅଧିକ ଅଭିଯୋଗ ପହଞ୍ଚିଛି । ଏହି ଅଭିଯୋଗ ମଧ୍ୟରୁ ଟାଟା କର୍ତ୍ତୃପକ୍ଷ ୧୨ଲକ୍ଷରୁ ଅଧିକ ସମାଧାନ କରିଛନ୍ତି ।
ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ...
ନୂଆଦିଲ୍ଲୀ : ଅତୀତର ସବୁ ରେକର୍ଡ ଭଙ୍ଗ କରି କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷରେ ଚାଷୀଙ୍କଠାରୁ ୨.୫୦ଲକ୍ଷ ଟନ୍ ପିଆଜ ସଂଗ୍ରହ କରିଛନ୍ତି । ଭବିଷ୍ୟତରେ ତିରୋଟ ସମୟର ଆବଶ୍ୟକତା ପୂରଣ କରିବାକୁ ଏହି ପିଆଜକୁ ମହଜୁଦ (ବଫର ଷ୍ଟକ) ରଖାଯାଇଛି । ୨୦୨୧-୨୨ରେ କେନ୍ଦ୍ର ସରକାର ୨ଲକ୍ଷ ଟନ୍ ପିଆଜ ମହଜୁଦ...
ଭୁବନେଶ୍ୱର : ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଧାନସଭା ଗୃହ କମିଟି ତୁରନ୍ତ କୋଟିଆ ଅଞ୍ଚଳ ଗସ୍ତ କରିବାକୁ ସମାଜାବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି । ବାଚସ୍ପତି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସେ କହିଛନ୍ତି ।
ଶ୍ରୀ ବେହେରା କହିଛନ୍ତି ଯେ କୋଟିଆ ପ୍ରସଙ୍ଗରେ ମାନ୍ୟବର ସୁପ୍ରିମକୋର୍ଟ...
Bhubaneswar: While Minister School & Mass Education Minister Samir Ranjan Dash said more funds are being provided for development of infrastructure in educational institutions, the Opposition BJP and Congress members on Friday slammed the State Government over poor infrastructure...
Bhubaneswar: The State Government has decided to set up a District Science Centre cum Planetarium in pilgrim town Puri at a cost of Rs 25 to Rs 30 crore.
This was informed by Science and Technology Minister Ashok Chandra Panda...
ଭୁବନେଶ୍ୱର :18443/18444 କଟକ-ପଲାସା-କଟକ ଏକ୍ସପ୍ରେସର ସେବାକୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଟ୍ରେନ ପାଇଁ ଥିବା ସେବା, ସ୍ଥିରୀକୃତ ଷ୍ଟେସନ ଏବଂ ସମୟ ସାରଣୀ କଟକ ଏବଂ ପଲାସା ମଧ୍ୟରେ ଉଭୟ ପାର୍ଶ୍ୱରୁ ଅପରିବର୍ତ୍ତିତ ରହିବ ।
18443 କଟକ-ଗୁଣୁପୁର ଏକ୍ସପ୍ରେସ କଟକ ଠାରୁ 20 ଜୁଲାଇ, 2022 ଗୁଣୁପୁର...
ଭୁବନେଶ୍ୱର : ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ସ୍ଥିତିକୁ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦେଶର ୧୬ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ କରିଛି । ଶୁକ୍ରବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସନାଲ୍ ର୍ୟାଙ୍କିଙ୍ଗ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ରାଙ୍କିଙ୍ଗସ-୨୦୨୨ରେ...










