Fifty Percent of the residents of the Capital City Bhubaneswar have developed antibodies to fight Novel Corona Virus(COVID-19), ICMR– Regional Medical Research Centre (RMRC) Director, Sanghamitra Pati revealed here on 30 October. Dr.Pati said...
Continuing the ‘Cycles4Change’ campaign in order to make the ``Cyclegiri’’ a popular means of activity across the State Capital, the Bhubaneswar Smart City Limited (BSCL) in collaboration with the Bhubaneswar Municipal Corporation (BMC) today organized an event...
While demand for steel is on rise, acute shortage of Chrome Ore is posing serious problem for the Industries and value addition industries are left high and dry.  And as prices of Chrome Ore...
ରାଜ୍ୟରେ ଆଜି ସୁଦ୍ଧା କରୋନା ପରୀକ୍ଷା ୪୫ଲକ୍ଷକୁ ଅତିକ୍ରମ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪,୫୦୬ ନମୂନା ପରୀକ୍ଷା ସହିତ ମୋଟ ପରୀକ୍ଷା ସଂଖ୍ୟା ୪୫,୦୮,୦୬୫ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ସେହିଭଳି ୩୦ ଜିଲ୍ଲାରୁ ୧୫୪୭ ନୂଆ କରୋନା ସଂକ୍ରମିତ...
କରୋନା ମହାମାରୀ ଯୋଗୁଁ ଚଳିତବର୍ଷର ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବନାହିଁ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ଆଜି ଏହି ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଭୁବନେଶ୍ୱରରେ ପ୍ରାୟ ୫୦ ପ୍ରତିଶତ ବ୍ୟକ୍ତିଙ୍କର ରୋଗ ପ୍ରତିଷେଧକ ଶକ୍ତି ବିକଶିତ ହୋଇସାରିଛି । ସେମାନଙ୍କ ମଧ୍ୟରୁ ୩୦ ପ୍ରତିଶତ ପୂର୍ବରୁ ଆର୍‌ଟିପିସିଆର୍‌ ଓ ଆଣ୍ଟିଜେନ୍‌ ପରୀକ୍ଷା କରିସାରିଛନ୍ତି । ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
କରୋନା ସମୟରେ କେନ୍ଦ୍ର ସରକାର ଓଡିଶା ପାଇଁ ୨୨ ହଜାର ୨୬୭ କୋଟି ଟଙ୍କାର ସହାୟତା ଦେଇଥିବା ବେଳେ ତନ୍ମଧ୍ୟରୁ କେବଳ ଜଗତସିଂହପୁର ଜିଲ୍ଲା ପାଇଁ ୭୦୮.୩୨ କୋଟିର ସହାୟତା ପ୍ୟାକେଜ୍ ଦେଇଛନ୍ତି । ସେହି ରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ...
ଇସ୍ପାତ ଚାହିଦା ବଢି ଚାଲିଥିବାବେଳେ କ୍ରୋମ ଅଭାବ ଏବେ ଇସ୍ପାତ ଶିଳ୍ପ ପାଇଁ ସଙ୍କଟ ସୃଷ୍ଟି କରିଛି । କ୍ରୋମ ପଥରର ଦର ବୃଦ୍ଧି ପାଉଥିବାରୁ ଇସ୍ପାତ ଉତ୍ପାଦନ କରୁଥିବା ଶିଳ୍ପ ସଂସ୍ଥାଗୁଡିକ ଏବେ ଗୁରୁତର ସମସ୍ୟାରେ ପଡିଛନ୍ତି । ଅନୁରୂପ ଅବସ୍ଥା ଫେରୋକ୍ରୋମ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ପରିଲକ୍ଷିତ ହୋଇଛି...
ରାଜ୍ୟର ଗାଁ ଗହଳରେ ଶାଖା ଖୋଲିବାପାଇଁ ବ୍ୟାଙ୍କ୍‍ମାନେ ରାଜି ହେଉ ନାହାନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ଅନୁରୋଧ ଓ ତାଗିଦା ସତ୍ୱେ ଗତ ଅଢେଇ ବର୍ଷ ମଧ୍ୟରେ ମାତ୍ର ୩୬୭ଟି ଶାଖା ଖେଲାଯାଇ ପାରିଛି ।  ରାଜ୍ୟର ଦୁଇ ହଜାରରୁ ଅଧିକ ପଞ୍ଚାୟତରେ ବ୍ୟାଙ୍କ୍‍ଶାଖା...
ବିନା କାଗଜପତ୍ରରେ ଓଡିଶା ବିଧାନସଭାର ସମସ୍ତ କାର୍ଯ୍ୟ ସମ୍ପାଦନ ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶରେ କେବଳ ଓଡିଶା ଏବଂ ପଞ୍ଜାମ ବିଧାନସଭା ଏହାକୁ କାର୍ଯ୍ୟକାରୀ କରିଥିବାରୁ ସେମାନଙ୍କ ପାଇଁ ଅର୍ଥ ମଞ୍ଜୁର ହୋଇଛି ।