ଭୁବନେଶ୍ୱର : ସାଧାରଣ ନିର୍ବାଚନ ସହ ଓଡିଶା ବିଧାନସଭା ନିର୍ବାଚନ ସମୟ ପାଖେଇ ଆସୁଥିବା ଦୃଷ୍ଟିରୁ ଦିଗପହଣ୍ଡି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇନପାରେ ।
ଏଠାରେ ଉଲ୍ଲେଖନୀୟ ଯେ ଦିଗପହଣ୍ଡିର ବିଧାୟକ ଥିବା ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତ ହେବାପରେ ଏହି ଆସନଟି ଖାଲି ହୋଇଛି ।...
ଭୁବନେଶ୍ୱର : ରାଜ୍ୟ ସରକାର ବ୍ୟାଙ୍କ୍ ସେବା ନଥିବା ପଞ୍ଚାୟତଗୁଡିକରେ ପର୍ଯ୍ୟାୟକ୍ରମେ ରାଷ୍ଟ୍ରାୟତ ବ୍ୟାଙ୍କ୍ ଜରିଆରେ ‘ସିଏସ୍ପି ପ୍ଲସ’ ଖୋଲିବାପାଇଁ ଯୋଜନା କରିବା ସହିତ ଏଥିପାଇଁ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ତେବେ ବ୍ୟାଙ୍କ୍ ସେବା ନଥିବା ଏହି ପଞ୍ଚାୟତ ତାଲିକାକୁ ନେଇ ଦ୍ୱନ୍ଦ ଉପୁଜିଛି । କାରଣ ରାଷ୍ଟ୍ରାୟତ...
ଭୁବନେଶ୍ୱର : ଆଗାମୀ ୨୦୨୪ନିର୍ବାଚନ ରଣନୀତି ସଂପର୍କରେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକରେ ଆଲୋଚନା ହୋଇଥିଲା । ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରୋଡ ମ୍ୟାପ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ବର୍ଷର କାର୍ଯ୍ୟକାଳର ଉପଲବ୍ôଧ ଲୋକଙ୍କ ପାଖରେ କେମିତି ସଫଳ ଭାବେ ପଂହଚିବ,...
Gurugram: The Translation of Shri Guru Bhagavata Volume One , Originally written in Odiya language into Malayalam language was released today by Guruji Chandra Bhanu Satpathy at Sai Ka Aangan , Gurugram , Haryana , in the presence of...
ଭୁବନେଶ୍ୱର : ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) କୁ ୪୫ ଚାଲିଲା । ଏହାର ୪୪ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଛି ।
ଏହି ଅବସରରେ ଯୋଗଦେଇ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି କହିଲେ ଯେ ଓଟିଡିସି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ରାଜ୍ୟ ଅର୍ଥନୀତିକୁ ତ୍ୱରାନ୍ୱିତ କରିବାରେ ଅଗ୍ରଣୀ...
Odisha Tourism Development Corporation (OTDC) marked its 44th Foundation Day with a gala celebration, showcasing the rich tapestry of Odisha's cultural heritage and its commitment to promoting tourism in the state, is scaling new heights, pointed out eminent speakers.
The...
Bhubaneswar: BJD Supremo and Chief Minister Naveen Patnaik today paid floral tribute to mortal remains of his party leader and former Assembly Speaker Suryanarayan Patro.
Shri Patnaik paid floral tribute to the departed senior BJD MLA here at his residence...
Bhubaneswar: At least 12 people were killed and 14 injured in extreme lightning strikes in 11 districts of the State yesterday, office of the Special Relief Commissioner (SRC) said today.
Lightning strikes claimed the lives of four people in Khurda...
ଭୁବନେଶ୍ୱର : ବରିଷ୍ଠ ନାଗରିକମାନେ ସେମାନଙ୍କ ପରିଣତ ବୟସରେ ଯେଭଳି ସହଜ ଜୀବନ ଯାପନ କରିବେ ସେଥିପାଇଁ ରାଜ୍ୟ ସରକାର ଅବଦାନ ଯୋଜନାରେ ପ୍ରତ୍ୟେକ ଜିଲ୍ଲାକୁ ଏକକାଳୀନ ୫୦,୦୦୦ ଟଙ୍କାର ସହାୟତା ଯୋଗାଇ ଦେବାକୁ ସ୍ଥିର କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିକଟରେ ପଞ୍ଜିକୃତ ବରିଷ୍ଠ ନାଗରିକ ସ୍ୱୟଂ...
ଭୁବନେଶ୍ୱର : ରାଜଧାନୀରେ ଜମି ଜବରଦଖଲକାରୀମାନେ ସରକାରଙ୍କୁ ପ୍ରାୟ ଦଶ ହଜାର ମାମଲାରେ ଛନ୍ଦିଥିବାବେଳେ ସେମାନଙ୍କୁ ଉଚ୍ଛେଦ ପାଇଁ ପ୍ରଶାସନର ଜୁ ପାଉନାହିଁ । ଫଳରେ ସହରରେ ସରକାରୀ ଜମିକୁ ଜବରଦଖଲ ସଂଖ୍ୟା ବଢିବାରେ ଲାଗିଛି ।
ରାଜଧାନୀରେ ଅତି ମୂଲ୍ୟବାନ ସରକାରୀ ଜମିକୁ ଜବରଦଖଲ କରିବାପରେ ଉଚ୍ଛେଦରୁ ବର୍ତ୍ତିବାପାଇଁ ସରକାରଙ୍କ ବିରୁଦ୍ଧରେ ଜବରଦଖଲକାରୀମାନେ ମାମଲା...










