ସଦାଶିବ ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରିପାଠୀ ଓଡ଼ିଶାର ଜାତୀୟ ଜୀବନକୁ ବିଭିନ୍ନ ଦିଗରୁ ପ୍ରଭାବିତ କରିବା ସହ ମାନବୀୟ ମୂଲ୍ୟବୋଧ, ନିଃସ୍ୱାର୍ଥପର ସମାଜସେବା ତଥା ରାଜନୀତି କ୍ଷେତ୍ରରେ ଅନନ୍ୟ ବ୍ୟକ୍ତିତ୍ୱ ଭାବେ ପରିଚିତି ସୃଷ୍ଟି କରିଥିଲେ । ଗାଁଗଣ୍ଡାରେ ବାସ କରୁଥିବା ସାଧାରଣ ଆଦିବାସୀ ଓ ଦରିଦ୍ରତମ ଲୋକମାନଙ୍କ ନିକଟରେ ସ୍ୱାଧୀନତାର ସୁଫଳ ଉପଲବ୍ଧ ହେବା ତାଙ୍କର ଲକ୍ଷ୍ୟ ଥିଲା ବୋଲି ଅତିଥିମାନେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରିପାଠୀଙ୍କ...
କବାଡିଆଙ୍କ ଉତ୍ପାତରେ ଲୋକେ ନୟାନ୍ତ
ଭୁବନେଶ୍ୱର : ରାଜଧାନୀରେ ଥିବା କବାଡିଆଙ୍କ ଉତ୍ପାତରେ ଏବେ ସ୍ଥାନୀୟ ଲୋକେ ନୟାନ୍ତ । ଅବସ୍ଥା ଏଭଳି ହୋଇଛି ଯେ ଏମାନଙ୍କ ଦ୍ୱାରା ସଂଗୃହୀତ ବର୍ଜ୍ୟ ଓ ଟ୍ରଲିରିକ୍ସା ଯୋଗୁଁ ଲୋକେ ଘରୁ ବାହାରି ପାରୁନାହାନ୍ତି । କବାଡିଆମାନଙ୍କ ମଧ୍ୟରୁ ଅଧିକାଂଶ ରାଜଧାନୀର ଖାରବେଳନଗର ଅଞ୍ଚଳରେ ବସବାସ କରୁଛନ୍ତି । ରାତି ପାହିଲେ ଏମାନେ ସହର ସାରା ବୁଲି ବୁଲି ରଦ୍ଦି କାଗଜ, କାଚ, ପ୍ଲାଷ୍ଟିକ ଠାରୁ ଲୁହା ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରିଥାନ୍ତି । ପ୍ରତ୍ୟେକ କବାଡିଆ ଗୋଟିଏ ଲୋଖାଏ ଟ୍ରଲିରିକ୍ସା...
ବଡ ନେତାଙ୍କୁ ଅପେକ୍ଷା
ଭୁବନେଶ୍ୱର : ରାଜ୍ୟରେ ତିନି ରାଜନୈତିକଦଳ ବିଜେଡି, ବିଜେପି ଓ କଂଗ୍ରେସ ଅଧିକାଂଶ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ପ୍ରାର୍ଥୀମାନେ ଏବେ ନାମାଙ୍କନପତ୍ର ଦାଖଲ ସହିତ ପ୍ରଚାର ପାଇଁ ଗୋଡ କାଢିଲେଣି । ତେବେ ପ୍ରଚଣ୍ଡ ରୌଦ୍ରତାପ ମଧ୍ୟରେ ପ୍ରାର୍ଥୀମାନେ ଧିରେ ଧିରେ ପ୍ରଚାର ଆରମ୍ଭ କରିଥିବାବେଳେ ଏବେ ବଡ ନେତା ବା ଷ୍ଟାର ପ୍ରଚାରକଙ୍କୁ ଅପେକ୍ଷା । ବିଜେଡି ବର୍ତ୍ତମାନ ସୁଦ୍ଧା ୨୧ଟି ଲୋକସଭା ସହିତ ୧୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେପି ମଧ୍ୟ ୨୧ଟି ଲୋକସଭା...
ବାରିପଦା ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଆଜି ବାରିପଦାରେ ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ବାରିପଦାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଏହା ପଛକୁ ୪୪ ଡିଗ୍ରୀ ସହିତ ନୂଆପଡା ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ଠାରୁ କମ୍ ରହିଛି । ୪୩ ଡିଗ୍ରୀ ତାପମାତ୍ରା ଉପରେ ଥିବା ଜିଲ୍ଲା ତାଲିକାରେ ଝାରସୁଗୁଡା, କେନ୍ଦୁଝର, ଅନୁଗୁଳ, ବଲାଙ୍ଗିର ଥିବାବେଳେ ବୌଦରେ ତାପମାତ୍ରା ୪୩...
Direct Tax Collection Up
New Delhi: The provisional figures of Direct Tax collections for the Financial Year (FY) 2023-24 show that Net collections are at Rs. 19.58 lakh crore, compared to Rs. 16.64 lakh crore in the preceding Financial Year i.e. FY 2022-23, representing an increase of 17.70%. The Budget Estimates (BE) for Direct Tax revenue in the Union Budget for FY 2023- 24 were fixed at Rs....
Summer Vacation From 25 APR
Bhubaneswar: With mercury crossing 45 degrees Celsius mark yesterday, the State Government announced summer vacation for all school students of the State from April 25. The schools run by government, private and aided ones will remain closed in entire Odisha from April 25, State Information and Public Relation Department said in a tweet today. The schools will function in the morning...
Mantra For Budding IAS
Bhubaneswar: Anu Garg, Development Commissioner has advised budding IAS Officers to uphold the principles of inclusivity and equity. She was speaking to 6 IAS Officer Trainees of 2022 Batch and 8 IAS Officer Trainees of 2023 Batch of the Odisha Cadre. These Young IAS Officers are currently undergoing training at Gopabandhu Academy of Administration and they called upon...
୨୫ରେ ଆସୁଛନ୍ତି ଅମିତ୍ ଶାହା
ଭୁବନେଶ୍ୱର : କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ୨୫ ତାରିଖରେ ଓଡିଶା ଗସ୍ତରେ ଆସିବେ । ସେହିଦିନ ଅପରାହ୍ନରେ ଶ୍ରୀ ଶାହା ସୋନପୁରରେ ପହଞ୍ଚିବା ସହିତ ସେଠାରେ ବିଶାଳ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ଶ୍ରୀ ଶାହା ସୋନପୁରରେ ନିର୍ବାଚନ ପ୍ରଚାର ସାରିବାପରେ ଭୁବନେଶ୍ୱର ଆସି ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିବେ । ସାଧାରଣ ନିର୍ବାଚନ ଘୋଷଣା ହେବାପରେ ବିଜେପିର କୌଣସି ଶୀର୍ଷସ୍ତରୀୟ ନେତା ପ୍ରଥମଥର...
୨୫ରୁ ଖରା ଛୁଟି
ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ମାସ ୨୫ ତାରିଖରୁ ସମସ୍ତ ବିଦ୍ୟାଳୟ ପାଇଁ ଖରାଛୁଟି ଘୋଷଣା କରିଛନ୍ତି । ୨୨ ତାରିଖରୁ ତିନି ଦିନ ଅର୍ଥାତ୍ ୨୪ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡିକ ସକାଳ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ଖୋଲିବ । ଏହାପରେ ଖରାଛୁଟି ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖନୀୟ ଯେ ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଚାଲିଥିବା ଯୋଗୁଁ ସରକାର ୧୮ ତାରିଖରୁ ତିନି...
Naveen, Kartik Star Campaigners
Bhubaneswar: The Governing BJD today announced its 'Star Campaigners' for ensuing Lok Sabha and Assembly elections in the State with naming BJD Supremo and Chief Minister Naveen Patnaik and 5T Chairman Kartik Pandian at top of the list. The party has submitted a list of 40 star campaigners for the Phase I and II of the four-phase twin elections in...










