ଓଡିଶା ଉପରେ ଝଡର ପ୍ରଭାବ
ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ୨୫ ତାରିଖ ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ 'ରେମାଲ୍'ରେ ପରିଣତ ହୋଇଛି ଏବଂ ଏହା ବାଲେଶ୍ୱର ଠାରୁ ପ୍ରାୟ ୪୦୦ କିଲୋମିଟର ଦକ୍ଷିଣ-ପୂର୍ବଦିଗରେ କେନ୍ଦ୍ରୀଭୂତ ହୋଇ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଆଡ଼କୁ ଗତି କରିବ ଏବଂ ୨୬ ତାରିଖ ସନ୍ଧ୍ୟା ସମୟରେ ହଳଦିଆ କିମ୍ବା ସୁନ୍ଦରବନ ଦ୍ୱୀପ ନିକଟରେ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ପୂର୍ବରୁ ଏହା ୨୬ ତାରିଖରେ ଉପକୂଳ ନିକଟରେ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ବାଲେଶ୍ୱର ଓ...
୧୦୫ ଆସନରେ ଭୋଟ ଶେଷ
ଭୁବନେଶ୍ୱର : ଓଡିଶାରେ ଏଯାବତ୍ ୧୫ଟି ଲୋକସଭା ସମେତ ୧୦୫ଟି ବିଧାନସଭା କ୍ଷେତ୍ର ପାଇଁ ମତଗ୍ରହଣ ସରିଥିବାବେଳେ ଉଭୟ ବିଜେପି ଓ ବିଜେଡି ଏହି ଆସନଗୁଡିକରେ ବିପୁଳ ବିଜୟ ହାସଲ କରିବେ ବୋଲି ଦାବି କରୁଛନ୍ତି । ରାଜ୍ୟରେ ଆଉ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନପାଇଁ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଆଗାମୀ ଜୁନ୍ ପହିଲାରେ ହେବ । ସାରା ଦେଶରେ ୫୪୩ଟି ଲୋକସଭା ଆସନ ମଧ୍ୟରୁ ଆଜି ସୁଦ୍ଧା ୪୮୬ଟିରେ ଅର୍ଥାତ୍ ପାଖପାଖି ୯୦ଭାଗ ଆସନରେ ଭୋଟ ଗ୍ରହଣ ସରିଛି...
61.71 % Polling In Phase III
Bhubaneswar: Approximately 61.71 percent of 94.41 lakh voters have exercised their franchise till evening in six Lok Sabha and 42 Assembly constituencies spread over 10 districts in the third phase of election held today. ECI sources said a maximum of 69.19 percent of voters voted in the Sambalpur Lok Sabha constituency followed by 66.52 percent in Keonjhar, 66.50 percent in...
କର୍ମୀଙ୍କୁ ଚିହ୍ନାଇଲା ଗାମୁଛା, ଶାଢୀ
ଭୁବନେଶ୍ୱର : ଗାମୁଛା ଓ ଶାଢୀର ରଙ୍ଗ ଚିହ୍ନାଇଛି ଦଳୀୟ କର୍ମୀଙ୍କୁ । କର୍ମୀମାନେ ନିଜ ନିଜ ଦଳର ଗାମୁଛାକୁ ବେକରେ ପକାଇ ଓ ଶାଢୀ ପିନ୍ଧି ଆଜି ବିଭିନ୍ନ ମତଦାନ କେନ୍ଦ୍ର ନିକଟରେ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା । ମତଦାନ କେନ୍ଦ୍ରରେ ରାଜନୈତିକ ଦଳର କର୍ମୀଙ୍କ ଆତଯାତ ଉପରେ କଟକଣା ଥିବାରୁ କର୍ମୀମାନେ ଏଭଳି କୌଶଳ ଆପଣେଇଥିଲେ । କାଳେ ଦଳୀୟ ଚିହ୍ନ ଥିବା ଗାମୁଛା ବେକରେ ପକାଇ ବୁଥ୍ ନିକଟରେ ରହିଲେ ଆଇନ୍ ଉଲ୍ଲଙ୍ଘନ ହେବ ସେଥିପାଇଁ ସେମାନେ ଚିହ୍ନ...
Double Vote For Lotus; Irani
Bhubaneswar: Senior BJP leader and Union Minister Smriti Irani today came down heavily on the BJD government and appealed to the voters to give votes twice to BJP in the fourth phase elections in the State. The BJP leader addressed Vijay Sanklap Samavesh at Kujanga in Jagatsinghpur district, Aul in Kendrapara district and Remuna in Balasore district today. She appealed...
ଜନଜାତିଙ୍କ ଜମି ହଡପ ପାଇଁ ଚକ୍ରାନ୍ତ
ଭୁବନେଶ୍ୱର : ସାଂସଦ ଶ୍ରୀ ଜୁଏଲ ଓରାମ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜେଡି ସରକାରର ଆଦିବାସୀ ବିରୋଧୀ ମାନସିକତା ସେତେବେଳେ ସ୍ପଷ୍ଟ ହେଲା ଯେତେବେଳେ ଜନଜାତି ଉପଦେଷ୍ଟା ପରିଷଦ(ଟିଏସି)ର ଦ୍ୱାହି ଦେଇ ଆଦିବାସୀଙ୍କ ଜମିକୁ ଶିଳ୍ପପତି ଓ ପୁଞ୍ଜୀପତିଙ୍କୁ ଟେକି ଦେବା ପାଇଁ କ୍ୟାବିନେଟ୍ ନିଷ୍ପତି ନେବାର ଘୋଷଣା କଲେ । ୨୫ବର୍ଷର ବିଜେଡି ସରକାର ଥରେ ମଧ୍ୟ ଆଦିବାସୀଙ୍କ ପ୍ରତି ଆଦୌ ସମ୍ବେଦନା ପ୍ରକାଶ କରିନାହାନ୍ତି ବରଂ ଜମି ହଡପ କରିବା ଭଳି ଚକ୍ରାନ୍ତ କରିଛନ୍ତି । ଏପରି...
Jual Slams BJD Govt.
Bhubaneswar: BJP Veteran Jual Oram alleged that though BJD Government remained in power for 25 long years has adopted ‘Anti-Tribal Mentality’ and has harmed the community at large. Sri Oram addressed a Media Meet here and said the BJD government's anti-tribal mentality was evident when the State Cabinet announced a decision to hand over the tribal land to industrialists and...
BJD To Form Stable Govt; CM
Bhubaneswar: Chief Minister Naveen Patnaik today said that BJD will win the election with a thumping majority and form a very stable Government in the State. The Chief Minister walked to the Aerodrome Upper Primary School near his residence in Bhubaneswar to cast his vote. "I request all voters, especially young voters to come out and vote. I expect BJD to...
Voting On Smooth Mode
Bhubaneswar: Around 21.30 per cent voter turnout recorded till 11 AM in six Lok Sabha and 42 assembly constituencies where voting is underway from 7 AM this morning, EC officials said. Amid tight security, voting started at 7 AM in Sambalpur, Keonjhar, Dhenkanal, Cuttack, Bhubaneswar and Puri Parliamentary constituencies along with 42 assembly segments within the jurisdiction of these Lok...
Plea For Biodiversity Protection
Bhubaneswar: The Odisha Biodiversity Board celebrated the International Day for Biological Diversity here on May 22 in the State Forest Headquarters, Aranya Bhawan. The United Nation Secretariat of Convention on Biological Diversity has announced the theme for this year as ‘Be Part of the Plan’. This State level event was participated by officers from the Forest, Environment & Climate Change...









