PM Lauds Odisha CM

0

Rairangpur: President Shrimati Droupadi Murmu and Prime Minister Shri Narendra Modi participated in a series of events marking the completion of two years of the government of Odisha. Centered around the theme Vikas ra Dhara, Odisha Sara, the visit highlighted a massive push for regional development, with the Prime Minister inaugurating and laying the foundation stone for various projects...

An Emotional Homecoming

0

Baripada: In a deeply emotional and quiet moment away from the public gaze, President Shrimati Droupadi Murmu and Prime Minister Shri Narendra Modi came together on Saturday in the small village of Pahadpur, tucked away in Odisha's Mayurbhanj district. The visit carried immense personal weight, as Pahadpur is the native village of the President’s late husband, Shyam Charan Murmu,...

ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାହସ, ସରଳତା, ବିନମ୍ରତା ଏବଂ ଜନସେବା ପ୍ରତି ଅତୁଟ ପ୍ରତିବଦ୍ଧତା ଦ୍ୱାରା ଚିହ୍ନିତ ତାଙ୍କ ଯାତ୍ରା ସାରା ଦେଶର ଲୋକଙ୍କୁ ପ୍ରେରଣା ଯୋଗାଇଛି। ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ସାର୍ବଜନୀନ ଜୀବନରେ ଅନେକ ବର୍ଷ ଧରି ରାଷ୍ଟ୍ରପତି ଏକ ଉତ୍କୃଷ୍ଟ ଢଙ୍ଗରେ ରାଷ୍ଟ୍ରର ସେବା କରିଛନ୍ତି ଏବଂ ବିଶେଷ କରି ବଞ୍ଚିତ ଏବଂ ଅବହେଳିତଙ୍କ କଲ୍ୟାଣ ପ୍ରତି...

PM Greets Prez

0

Bhubaneswar: The Prime Minister, Shri Narendra Modi has extended warm birthday greetings to the President of India, Smt. Droupadi Murmu. The Prime Minister said that her journey, marked by courage, simplicity, humility and unwavering commitment to public service, continues to inspire people across the country. Shri Modi noted that through her many years in public life, the President has served the...

ଶକ୍ତିମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ବି ବିଜୁଳି କାଟ୍‍

0

ଜଗତ୍‍ସିଂହପୁର : ରାଜ୍ୟରେ ବିଜୁଳିର ଅଭାବ ନାହିଁ । ଖରାଦିନେ ବିଜୁଳି କାଟ୍‍ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶକ୍ତିମନ୍ତ୍ରୀଙ୍କ ଏଭଳି କଥାକୁ କିନ୍ତୁ କାଳବୈଶାଖୀ ଆଳରେ ବିଦ୍ୟୁତ୍‍ ବିତରଣ କମ୍ପାନୀମାନେ ବାଏଁ ବାଏଁ ଉଡାଇ ଦେଉଛନ୍ତି । ସାମାନ୍ୟ ମେଘ ପବନ ଆରମ୍ଭ ହେଲେ ବିନା କୌଣସି ସୂଚନାରେ ଘଣ୍ଟା ଘଣ୍ଟା ଲାଇନ୍‍ କାଟି ଦେଉଛନ୍ତି । ଜିଲ୍ଲାରେ ଏବେ ଏଭଳି ବିଦ୍ୟୁତ୍‍କାଟ୍‍ ଗରମ ଓ ଗୁଳୁଗୁଳି ସମୟରେ ଲୋକଙ୍କ ଦୁର୍ଦ୍ଦଶାକୁ ବହୁଗୁଣିତ କରିଦେଉଛି । ଗତ କିଛିଦିନ ହେଲା ସାମାନ୍ୟ...

ପ୍ରମାଣ ଅଭାବରୁ ଖସୁଛନ୍ତି

0

ଭୁବନେଶ୍ୱର : ପ୍ରାୟ ପ୍ରତିଦିନ ଗଣମାଧ୍ୟମରେ ଚୋରା ନିଶା ସାମଗ୍ରୀ ଜବତ ଓ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉଥିବା ସମ୍ବାଦ ପ୍ରକାଶ ପାଉଥିବାବେଳେ ଆଇନ୍‍ ଅଦାଲତରେ କିନ୍ତୁ ପ୍ରମାଣ ଅଭାବରୁ ଅଧିକାଂଶ ମାମଲରେ ଅଭିଯୁକ୍ତ ଖଲାସ ହୋଇଯାଉଛନ୍ତି । ଅଳ୍ପ କେତୋଟି ହାତଗଣତି ମାମଲାରେ ଅଭିଯୁକ୍ତଙ୍କ ପ୍ରତି ତଳ କୋର୍ଟରେ ଦଣ୍ଡବିଧାନ ହେଉଥିବାବେଳେ ସେମାନେ ଉପରକୋର୍ଟକୁ ଅପିଲରେ ଯାଉଛନ୍ତି । ଏଥିରୁ ଚୋରା ନିଶା କାରବାର ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସବଳ କି ଦୁର୍ବଳ ତାହାର ସ୍ଥିତି ଜଳ ଜଳ ହୋଇ...

ଓଡ଼ିଶାର ପରିମଳ ମଡେଲକୁ ବିଶ୍ୱସ୍ତରୀୟ ସ୍ୱୀକୃତି

ଭୁବନେଶ୍ୱର : ସହରାଞ୍ଚଳ ପରିମଳ କ୍ଷେତ୍ର ପାଇଁ ଏକ ଗୌରବମୟ ସଫଳତା ଏବଂ 'ସାଉଥ୍-ସାଉଥ୍ କୋଅପରେସନ୍' (ଦକ୍ଷିଣ-ଦକ୍ଷିଣ ସହଯୋଗ) କ୍ଷେତ୍ରରେ ଏକ ଗର୍ବର ମୁହୂର୍ତ୍ତ ସ୍ୱରୂପ, ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (ଓଡବ୍ଲ୍ୟୁଏସଏସବି) ଜାତିସଂଘ-ହାବିଟାଟ୍ ଦ୍ୱାରା ସମର୍ଥିତ ଏକ ପ୍ରତିଷ୍ଠିତ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଅଧୀନରେ ନାଇଜେରିଆର 'ଲାଗୋସ ଷ୍ଟେଟ୍ ୱେଷ୍ଟୱାଟର ମ୍ୟାନେଜମେଣ୍ଟ ଅଫିସ'କୁ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ମନୋନୀତ ହୋଇଛି। 'ଗ୍ଲୋବାଲ ୱାଟର ଅପରେଟର୍ସ ପାର୍ଟନରସିପ୍ ଆଲାଇନ୍ସ' ମାଧ୍ୟମରେ ପରିଚାଳିତ ଏହି ପାଞ୍ଚ ବର୍ଷିଆ ଭାଗୀଦାରିତା (୨୦୨୬-୨୦୩୦), ଡିଜିଟାଲ ପବ୍ଲିକ...

ରାଇରଙ୍ଗପୁର ପୋଲିସ ଜିଲ୍ଲା ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶାର ପୋଲିସ ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ଜନମୁଖୀ ଓ କାର୍ଯ୍ୟକ୍ଷମ କରିବା ଦିଗରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଛି। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆନୁଷ୍ଠାନିକ ଭାବେ“ରାଇରଙ୍ଗପୁର ପୋଲିସ ଜିଲ୍ଲା”ର ଉଦଘାଟନ କରିଛନ୍ତି। ଏହି ଗୌରବମୟ ଅବସରରେ ଓଡ଼ିଶାର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପାଟି , ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ , ମୟୂରଭଞ୍ଜ ଲୋକସଭା ସାଂସଦ ଶ୍ରୀ ନବଚରଣ ମାଝୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ଜଙ୍ଗଲ, ପରିବେଶ ଓ...

ଗ୍ରୀଷ୍ମ ଶିବିରରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସାମିଲ

0

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଜାମଖାନୀ ଏବଂ ଘୋଘରପଲ୍ଲୀ ଅଞ୍ଚଳର ୧୨ଟି ସରକାରୀ ବିଦ୍ୟାଳୟରେ ଗ୍ରୀଷ୍ମ ଶିବିର ଆୟୋଜନ କରିଛି, ଯାହା ଗ୍ରୀଷ୍ମ ଛୁଟି ସମୟରେ ଶିକ୍ଷା, ସଚେତନତା ଏବଂ ମନୋରଞ୍ଜନ କାର୍ଯ୍ୟକଳାପର ମିଶ୍ରଣରେ ୬୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉପକୃତ କରିଛି। ପିଲାମାନଙ୍କ ମଧ୍ୟରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ ହୋଇଥିବା ଏହି ଶିବିରରେ ଭୂବିଜ୍ଞାନ, କ୍ୟାରିଅର୍ କାଉନସେଲିଂ ଏବଂ କ୍ରୀଡା ଉପରେ ତଥ୍ୟ ଆଦାନ ପ୍ରଦାନ ସହିତ କଳା ଏବଂ ହସ୍ତଶିଳ୍ପ,...

IREDA CMD: Green Energy to Power ‘Viksit Bharat’

New Delhi: Shri Pradip Kumar Das, the Chairman and Managing Director of the Indian Renewable Energy Development Agency Ltd. (IREDA), positioned himself as a key visionary for India's future economic landscape during his participation in a panel discussion at the 9th National PSU Summit in New Delhi. Speaking on the theme of PSU Leaders' Vision: Drafting India's Growth Story...