ଦୀପାବଳି ସୁଦ୍ଧା ମହାନଦୀ ବିବାଦର ସମାଧାନ
ନୂଆଦିଲ୍ଲୀ: ଦୀର୍ଘ ଦିନରୁ ଚାଲି ଆସୁଥିବା ମହାନଦୀ ଜଳ ବଣ୍ଟନ ଓ ପରିଚାଳନାକୁ ନେଇ ଆଜି ଏକ ଗୁତୁତ୍ବପୂର୍ଣ୍ଣ ସଫଳତା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଆସନ୍ତା ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ ନେଇ ଲକ୍ଷ୍ୟ ରଖାଯାଇଛି । ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ, ଦୀପାବଳୀକୁ ଏବର୍ଷ ରାଜ୍ୟବାସୀ ଧୁମଧାମରେ ପାଳନ କରିବେ। ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ, ଆସନ୍ତା ୩ ମାସ ମଧ୍ୟରେ ମହାନଦୀ ଜଳ ବଣ୍ଟନ ଓ ପରିଚାଳନାକୁ ନେଇ...
ପର୍ଯ୍ୟଟନର ବିକାଶ ମିଳିଛି ୩୧୮ କୋଟିରୁ ଅଧିକ
ନୂଆଦିଲ୍ଲୀ : ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ସରକାର ଏକାଧିକ ଯୋଜନାରେ ସହାୟତା ରାଶି ଯୋଗାଇ ଦେଇଛନ୍ତି। ୨୦୧୪-୧୫ରୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ଯୋଗାଇ ଦିଆଯାଇଛି । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପର୍ଯ୍ୟଟନ ବିକାଶ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ବ୍ୟାପାର ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ସ୍ୱଦେଶ ଦର୍ଶନ ଯୋଜନାର ଦୁଇଟି...
ପାଇକ ବିଦ୍ରୋହ ସ୍ମାରକୀ ପାଇଁ ମିଳିଛି ୯୦ କୋଟି
ଭୁବନେଶ୍ୱର : ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ୯୦ କୋଟି ଟଙ୍କା ବ୍ୟବସ୍ଥା କରାଯିବା ସହ ବରୁଣେଇ ପାହାଡ଼ର ପାଦଦେଶରେ ଦେଶର ରାଷ୍ଟ୍ରପତି ଏହି ପ୍ରକଳ୍ପ ଲାଗି ୭ବର୍ଷ ତଳେ ଶିଳାନ୍ୟାସ କରିଥିଲେ ମଧ୍ୟ ଏଯାବତ୍ ଏହି ପ୍ରକଳ୍ପ କାମ ଚାଲୁ ରହିଛି । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଦେଇଥିବା ତଥ୍ୟରୁ ଏହା ଜଣାପଡିଛି । ମନ୍ତ୍ରୀ କହିଛନ୍ତି ଯେ ପାଇକ ବିଦ୍ରୋହ ସ୍ମାରକୀ...
HOFF Reviews Sambalpur Forestry
Sambalpur: Principal Chief Conservator of Forests and Head of Forest Force (PCCF and HoFF), Odisha, Dr. K. Murugesan, IFS, undertook an extensive visit to the Sambalpur Forest Division to conduct a comprehensive review of ongoing forestry initiatives, habitat restoration, and administrative activities across the region. During his visit, Dr. Murugesan carried out detailed inspections of several key plantation sites, including...
ତଦନ୍ତ କମିଶନ ସୁପାରିଶ୍ ମୂଲ୍ୟହୀନ
ଭୁବନେଶ୍ୱର : ରାଜ୍ୟ ସରକାର ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ବସାଉଥିବା ବିଭିନ୍ନ ତଦନ୍ତ କମିଶନ ଓ ତଦନ୍ତ କମିଟିଙ୍କ ରିପୋର୍ଟରୁ ଅଧିକାଂଶ ତୁରନ୍ତ ବିଧାନସଭାରେ ଉପସ୍ଥାପନ କରୁନଥିବାରୁ ଏହାର ସୁପାରିଶ୍ ସବୁ ବସ୍ତୁତଃ ମୂଲ୍ୟହନ ହୋଇପଡୁଛି ବୋଲି ବିଧି ବିଶେଷଜ୍ଞମାନେ କହୁଛନ୍ତି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ନିର୍ମମ ହତ୍ୟା ଏବଂ ଏହା ପରେ ପରେ ହୋଇଥିବା ହିଂସାକାଣ୍ଡ ପରିପ୍ରେକ୍ଷୀରେ ବସାଯାଇଥିବା ଜଷ୍ଟିସ ନାଇଡୁ କମିଶନଙ୍କ ରିପୋର୍ଟ ସହିତ ଅନ୍ୟ ଏକ ଅଗ୍ନି ଦୁର୍ଘଟଣା ସଂକ୍ରାନ୍ତରେ କେନ୍ଦ୍ରାଞ୍ଚଳ ଆରଡିସି ଦାଖଲ କରିଥିବା ରିପୋର୍ଟ ହଜିଯିବା...
ଦରମା ପାଇବେନି ଅଧ୍ୟାପକ, କମର୍ଚାରୀ
ଭୁବନେଶ୍ୱର : ବିଜେବି କଲେଜରେ ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ଚାଲିଥିବା ଟଣାଓଟରା ଭିତରେ ଏବେ କର୍ମଚାରୀମାନେ ଏକ ପ୍ରକାର ଫସିଯାଇଛନ୍ତି । ଚଳିତ ମାସର ଦରମା ପାଇବାର ସମ୍ଭାବନା ନଥଥିବାବେଳେ ଆସନ୍ତା ମାସରେ ଦରମା ପାଇବେ କି ନାହିଁ ତାହାକୁ ନେଇ ଚିନ୍ତାରେ ଅଛନ୍ତି । ଜୁନ୍ ୩୦ ତାରିଖରେ କଲେଜ ଅଧ୍ୟକ୍ଷା ଅବସର ନେବାକୁ ଯିବା ପୂର୍ବରୁ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବାକୁ ସେ ତିନିଜଣଙ୍କ ନାମ ସୁପାରିଶ୍ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନିଚ୍ଛା ପ୍ରକାଶ କରିଥିବାବେଳେ...
କୃତ୍ରିମ ବୁଦ୍ଧିମତା ଉପରେ ଦକ୍ଷତା ବିକାଶ କର୍ମଶାଳା
ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତା (ଏଆଇ) ଉପରେ ଦକ୍ଷତା ବିକାଶ କର୍ମଶାଳା ଆଜି ଉଦ୍ଘାଟିତ ହୋଇଯାଇଛି। ଆଜିର ଏହି କର୍ମଶାଳାରେ ଉଚ୍ଚଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। କର୍ମଶାଳାରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କେ. ବି ରାଉତ, ଆଇଆଇଟି ମାଡ୍ରାସର ଶିକ୍ଷାବିତ୍ ଏସ. ନିଥି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର, ଅତିରିକ୍ତ...
ବନ୍ୟାରେ ପାଞ୍ଚ ଜିଲ୍ଲା ସର୍ବାଧିକ ପ୍ରଭାବିତ
ଭୁବନେଶ୍ୱର : ରାଜ୍ୟର ବନ୍ୟା ପରିସ୍ଥିତି ଉପରେ ସରକାର ଚବିଶ ଘଣ୍ଟିଆ କଡ଼ା ନଜର ରଖିଛନ୍ତି। ପ୍ରଭାବିତ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଏନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ସ୍ୱାସ୍ଥ୍ୟ...
ଗାଁରେ ପହଞ୍ଚିବ ଅପ୍ଟିକାଲ ଫାଇବର
ଭୁବନେଶ୍ୱର : ଏକ ଐତିହାସିକ ପଦକ୍ଷେପ ସ୍ଵରୂପ ରାଜ୍ୟର ୬,୭୯୯ଟି ଗ୍ରାମ ପଞ୍ଚାୟତକୁ ଆଇପି ଏମ୍ପିଏଲଏସ ପ୍ରଯୁକ୍ତି ସହ ରିଂ ଟୋପୋଲୋଜିରେ ଅପଗ୍ରେଡ୍ କରାଯିବ। ଗାଁ ସ୍ତର ପର୍ଯ୍ୟନ୍ତ ଫାଇବର ଟୁ ହୋମ ସଂଯୋଗ ବିସ୍ତାର କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ମିଶନରେ ଭାରତ ନେଟ୍ ପରିଯୋଜନା ଫେଜ୍-୩ର ଗ୍ରାମୀଣ ଓଡ଼ିଶାକୁ ଡିଜିଟାଲ୍ ଭାବେ ସଶକ୍ତ କରିବା ଦିଗରେ ଭାରତନେଟ୍ ପ୍ରକଳ୍ପ ହାଇସ୍ପିଡ ଇଣ୍ଟରନେଟ୍ ସେବା ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ଇ-ଗଭର୍ନାନ୍ସ ଓ ଡିଜିଟାଲ୍ ଅର୍ଥନୀତିକୁ ଗ୍ରାମ ସ୍ତରରେ ଆହୁରି...
Push For Nuapada Progress
Nuapada: Shri Prem Chandra Choudhary, the Commissioner-cum-Secretary of the Department of Fisheries and Animal Resources Development and State Nodal Officer for Nuapada District, conducted a two-day tour of Nuapada district. During this visit, he presided over a high-level review meeting with district-level officers at the local Sadbhavana Bhawan auditorium. The primary focus of the meeting was to evaluate the progress...










