ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଉଦଘାଟିତ
ଭୁବନେଶ୍ୱର : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଏଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ । ସମ୍ମିଳନୀରେ ପୂର୍ବ ଭାରତର କୃଷି ପରିବର୍ତ୍ତନ ସମ୍ପର୍କିତ ପ୍ରମୁଖ ପ୍ରସଙ୍ଗ ଉପରେ ବିଚାରବିମର୍ଶ କରିବା ଉଦ୍ଦେଶ୍ୟରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗର ପ୍ରତିନିଧିମାନେ ଯୋଗ ଦେଇଛନ୍ତି । ସମ୍ମିଳନୀରେ ଡାଲି ଓ ତୈଳବୀଜ ଉତ୍ପାଦନ...
ଗତିଶୀଳ ହୋଇଛି ସେବା ପ୍ରଦାନ ବ୍ୟବସ୍ଥା
ଭୁବନେଶ୍ୱର : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନିକଟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ‘ଓଡ଼ିଶା ସେବା ଅଧିକାର ଆଇନ’ (ଓଆରଟିପିଏସ) ଅଧୀନରେ ନାଗରିକ ସେବା ପ୍ରଦାନର କାର୍ଯ୍ୟଦକ୍ଷତା ଓ ଡିଜିଟାଲ୍ ସେବା ବ୍ୟବସ୍ଥାର ଅଗ୍ରଗତିର ସମୀକ୍ଷା କରାଯାଇଛି। ସମୀକ୍ଷାରେ ପ୍ରକାଶ ପାଇଛି ଯେ, ବିଭାଗ ଅଧୀନରେ ରହିଥିବା ୩୦ଟି ବିଜ୍ଞାପ୍ତିତ ନାଗରିକ ସେବାରେ ପ୍ରାୟ ୯୪% ଆବେଦନକୁ ଆଇନଗତ ଭାବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରାଯାଇଛି। ରାଜ୍ୟ ସରକାରଙ୍କ “ଲୋକସେବା ଅଧିକାର...
Chouhan Lauds Agri Odisha
BHUBANESWAR: Union Minister for Agriculture and Farmers' Welfare, Shri Shivraj Singh Chouhan, chaired the 'Eastern Regional Agriculture Conference - 2026' in Bhubaneswar today, calling for a strong, region-specific roadmap to drive agrarian growth across five eastern states. Shri Chouhan highly praised Odisha's farming community and noted that the state government has achieved a major record in paddy procurement this...
Urban On Tech Savvy Mode
Bhubaneswar: In a high-level review meeting held recently under the chairmanship of Dr. Krushna Chandra Mahapatra, Minister, Housing & Urban Development Department, the operational efficiency and implementation status of the Odisha Right to Public Services (ORTPS) framework were comprehensively reviewed. The assessment reflected significant progress in the digital transformation of urban civic services, with nearly 94% of applications being...
ଆଦିବାସୀ ଜିଲ୍ଲାରେ ଅଧିକ ନବଜାତ ମୃତ୍ୟୁ
ଭୁବନେଶ୍ୱର : ରାଜ୍ୟରେ ନବଜାତ ଶିଶୁ ମୃତ୍ୟୁ ହାର ହ୍ରାସ ପାଉଥିବାବେଳେ ଆଦିବାସୀ ଅଞ୍ଚଳରେ କିନ୍ତୁ ଏହା ଏବେ ବି ଅଧିକ ରହିଛି । ରାଜ୍ୟରେ ନବଜାତକଙ୍କ ମୃତ୍ୟୁସଂଖ୍ୟା ହାରାହାରି ୧୨ ରହିଥିବାବେଳେ କେତେକ ଆଦିବାସୀ ଜିଲ୍ଲାରେ ଏହା ଦୁଇଗୁଣରୁ ଅଧିକ ରହିଛି । ସରକାରୀ ହିସାବରେ ରାଜ୍ୟରେ ଗତ ତିନିବର୍ଷ ଧରି ଲଗାତାର ଭାବେ ନବଜାତକଙ୍କ ମୃତ୍ୟୁ ହାର ହ୍ରାସ ପାଇବାରେ ଲାଗିଛି । ୨୦୨୨-୨୩ ରେ ଏହା ହାରାହାରି ୧୪ ରହିଥିବାବେଳେ ୨୦୨୩-୨୪ ବର୍ଷରେ ୧୩ ଓ ୨୦୨୪-୨୫ ବର୍ଷରେ ଏହା...
ବିଜ୍ଞାପନ ହୋର୍ଡିଂ ଟଙ୍କା ବାକି ଗଡୁଛି
ଭୁବନେଶ୍ୱର : ସହରାଞ୍ଚଳରେ ଲଗାଯାଉଥିବା ବିଜ୍ଞାପନ ହୋର୍ଡିଂରୁ ସରକାରଙ୍କ ରାଜକୋଷକୁ ବର୍ଷକୁ ଯେତିକି ଅର୍ଥ ଆସୁଛି ପାଖପାଖି ସେତିକି ପରିମାଣର ଅର୍ଥ ହୋର୍ଡିଂ ଲଗାଇଥିବା ବିଭିନ୍ନ ସଂସ୍ଥା ଉପରେ ବାକିଆ ଅର୍ଥ ଗଡୁଛି । ସରକାର ବାକି ଗଡାଉଥିବା ସଂସ୍ଥା ଉପରେ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ରାଜକୋଷକୁ ଏ ବାବଦୀୟ ଅର୍ଥ ଆସିପାରୁ ନାହିଁ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବିଭିନ୍ନ ସଂସ୍ଥାମାନେ ପାଖାପାଖ ହଜାରେ ବିଜ୍ଞାପନ ହୋଡିଂ ଲଗାଇଛନ୍ତି । ହୋର୍ଡିଂ ଲଗାଇବା ବାବଦରେ ଏହିସବୁ ସଂସ୍ଥାମାନେ ବିଏମ୍ସିକୁ...
ସୋଆକୁ ସିଏସ୍ଆର୍ ସମ୍ମାନ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଂରାଜୀ ପତ୍ରିକା ‘କମ୍ପିଟିସନ୍ ସକ୍ସେସ୍ ରିଭ୍ୟୁ’ ପକ୍ଷରୁ ସିଏସ୍ଆର୍ ସମ୍ମାନ ପ୍ରଦାନ କରାଯାଇଛି । ରବିବାର ନୁଆଦିଲ୍ଲୀ ଠାରେ ଆୟୋଜିତ ସିଏସ୍ଆର୍ ସମ୍ମାନ ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ‘ସିଏସ୍ଆର୍ ଏମିନେଂଟ ଫାଉଣ୍ଡିଙ୍ଗ୍ ଡାଇରେକ୍ଟର ଅଫ୍ ଲିଡିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସୋଆ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟକୁ ‘ସିଏସ୍ଆର୍ ଏକ୍ସିଲେନ୍ସ ଇନ୍ ଏଜୁକେସନ୍’ ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ସୋଆର ଫ୍ୟାକଲ୍ଟି ଅଫ୍...
ଦଳ,ସଂଗଠନକୁ ସଶକ୍ତ କରିବା ମୂଳ ଉଦ୍ଦେଶ୍ୟ
ଭୁବନେଶ୍ୱର : ସରକାର ଗଠନ ପାଇଁ ସଂଘର୍ଷ ଆବଶ୍ୟକ। ଅନ୍ୟ ପକ୍ଷରେ ସରକାର ଚଲାଇବା ପାଇଁ ସମର୍ପଣ ଆବଶ୍ୟକ। ଆମ ସମସ୍ତଙ୍କୁ ଲମ୍ବା ସମୟର ସଂଘର୍ଷ ଓ ସମର୍ପଣ ମନୋଭାବ ଆବଶ୍ୟକ। କେବଳ ଶାସନ ଓ କ୍ଷମତା ହାସଲ କରିବା ଏକମାତ୍ର ଲକ୍ଷ୍ୟ ନୁହେଁ ବରଂ ବର୍ତମାନ ଆମକୁ ସଂଘର୍ଷ ସହିତ ଆହ୍ୱାନକୁ ସଫଳତାର ସହ ସମ୍ମୁଖୀନ ହେବାକୁ ପଡ଼ିବ। ଦେଶ ସାରା ବିଜେପି ପ୍ରତି ସକରାତ୍ମକ ଲହର ସୃଷ୍ଟି ହୋଇଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବର୍ଷ ସମଗ୍ର...
ଭୁବନେଶ୍ୱରରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ
ଭୁବନେଶ୍ୱର : ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ୧୯ ମଇ ୨୦୨୬ରେ ଓଡ଼ିଶାର ଭୁବନେଶ୍ୱରରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରିବ । ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀର ଅଧ୍ୟକ୍ଷତା କରିବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ । ଏହି ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ, କୃଷକ...
Nitin Call For BJP Empower
Bhubaneswar: BJP National President Shri Nitin Nabin made a strong appeal to party workers, emphasizing that empowering and strengthening the organization must remain their core objective. The training camp was presided over by the Bhubaneswar Organizational District President Shri Niranjan Mishra. The inaugural session was also attended by BJP State President Shri Manmohan Samal, Chief Minister Mohan Charan Majhi, the...








