ଲଘୁ ଖଣିଜ ଉତ୍ତୋଳନ ୩୦ ପ୍ରତିଶତ
ରାଜ୍ୟରେ ଥିବା ଲଘୁ ଖଣିଜ ଦ୍ରବ୍ୟ ମଧ୍ୟରୁ ମାତ୍ର ୩୦ ପ୍ରତିଶତ ଉତ୍ତୋଳନ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ସମସ୍ତ ଲଘୁ ଖଣିଜ ଦ୍ରବ୍ୟର ବ୍ୟବହାର କରିଥିବାବେଳେ ନବରଙ୍ଗପୁର ଜିଲ୍ଲା ସବୁଠାରୁ କମ୍ ମାତ୍ର ୧୦ ପ୍ରତିଶତ ବ୍ୟବହାର କରିପାରିଛି । ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟର ବ୍ୟବହାର ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ କରିଥିବା ସମୀକ୍ଷାରୁ ଏହି ସୂଚନା ମିଳିଛି । ରାଜ୍ୟରେ ୪୭୬୭ଟି ଲଘୁ ଖଣିଜ ଉତ୍ସ ଥିବାବେଳେ ୧୪୨୮ରୁ ଖନନ କରାଯାଇଛି ଯାହାକି...
ପର୍ଯ୍ୟଟନ ଋତୁରେ ହୋଟେଲ ଖାଁ ଖାଁ
କରୋନା ମାଡରେ କୋମାକୁ ଚାଲିଯାଇଥିବା ଓଡିଶାର ପର୍ଯ୍ୟଟନ ଶିଳ୍ପର ସ୍ୱାସ୍ଥ୍ୟ ଏବର୍ଷ ଶୀତଋତୁରେ ଅଧିକ ବିଗିଡିବା ଆଶଙ୍କା କରାଯାଉଛି । ପ୍ରାୟ ୮ମାସ ଧରି କାରବାର ଶୂନ୍ୟ ହୋଇପଡିଥିବା ତାରକା ହୋଟେଲଗୁଡିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ତ ଦୂରରକଥା ନିଜର କର୍ମଚାରୀମାନଙ୍କୁ ବି ବେତନ ଦେବା ଅବସ୍ଥାରେ ନାହାନ୍ତି । ଏଭଳି ସ୍ଥିତି ଜାରି ରହିଲେ ସଂଖ୍ୟାଧିକ ତାରକା ହୋଟେଲର ଆର୍ଥିକ ବୋଝ ଅଣାୟତ ଅବସ୍ଥାକୁ ଚାଲଯିବାର ଆଶଙ୍କା ଉପୁଜିଛି । ସାଧାରଣତଃ ଶୀତଋତୁରେ ରାଜ୍ୟକୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି । ଏହାଛଡା ନଭେମ୍ବରରୁ...
Dateline For Minor Minerals
In order to meet the scarcity of minor minerals in the market, State Government has stressed on settlement and operationalization sources on fast track mode. Optimum exploration of minor minerals has been stressed to meet the demand supply gap existing in the State.Accordingly, 30 November has been set as the dateline to operationlize all the potential sources by the Department...
State Honor For Athletes
Athletes from the Reliance Foundation Odisha Athletics High Performance Centre (HPC) in Bhubaneswar registered an impressive 100 personal best (PB) timings over the four competition series that concluded at the Kalinga stadium in Bhubaneswar on Sunday, 8 November. Secretary to Chief Minister V K Pandian honored the successful athletes in a simple ceremony. Director Sports and Youth Affairs R Vineel Krishna...
FASTag Made Mandatory
Union Ministry of Road Trasport & Highways has issued a notification making FASTag mandatory to be available by 1 January 2021 in old vehicles also i.e. M and N category of motor vehicles (four wheelers) sold before 1December, 2017 through amendments in CMVR, 1989.The Ministry has notified GSR 690 (E) dated 6 November, 2020 in this regard. As per Central...
CM Rejects Scholarship Slash
Chief Minister Naveen Patnaik has decided not to slash the Post-Matric Scholarship amount for Scheduled Caste(SC) and Scheduled Tribe(ST) students."There will be no change in the amount of post-matric scholarship for SC & ST students," Chief Minister Mr.Patnaik said. CM Mr.Patnaik said the students will continue to get the same amount of scholarship as they availed in the previous academic...
Maoist Elimination On Track
DGP Abhay said the State Police was determined to completely eliminate the Maoists from “Swabhiman Anchal” in Malkangiri district. Mr.Abhay after making a visit to Gurasetu BSF’s Company Operating Base (COB), recently set up in the Maoist hotbed of Malkangiri district said this. The security personnel have set up at least seven COBs in the Swabiman Anchal, considered as the Hot Spot mostly...
Eco Retreats In December
With huge success scripted at Konark Eco Retreat Glamping Project, the State Government will organize such Projects in Five Places in Odisha during December 2020.The Eco Retreat will be organized at four diverse locations besides Konark – Bhitarkanika, Daringbadi, Hirakud and Satkosia. Vishal Dev, Secretary Tourism and Sports reviewed the management of Eco Retreat 2020 here on 7 November.State Government...
ଫାସ୍ ଟ୍ୟାଗ୍ ବାଧ୍ୟତାମୂଳକ ହେବ
ଆସନ୍ତାବର୍ଷ ଜାନୁୟାରୀ ପହିଲାରୁ ଟୋଲ ପ୍ଲାଜା ଗୁଡିକରେ ଫାସ୍ଟ୍ୟାଗ୍ ବାଧ୍ୟତାମୂଳକ ହେବ । ଏ ନେଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛନ୍ତି । ଏପିରକି ୨୦୧୭ ଡିସେମ୍ବର ପହିଲା ପୂର୍ବରୁ ବିକ୍ରି ହୋଇଥିବା ଏମ୍ ଏବଂ ଏନ୍ ବର୍ଗର ପୁରୁଣା ମୋଟର ଯାନ (ଚାରି ଚକିଆ ଯାନ) ପାଇଁ ଏହା ଲାଗୁ ହେବ । ଏହି ପ୍ରସଙ୍ଗରେ ମନ୍ତ୍ରଣାଳୟ ପକ୍ଷରୁ ୬ ନଭେମ୍ବରରେ ବିଜ୍ଞପ୍ତି ଜାରି ହୋଇଛି । କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ଅନୁଯାୟୀ,...
ଚାରି ରାଜ୍ୟ ସହ ସୀମା ବିବାଦ
ଚାରିଟି ରାଜ୍ୟ ସହିତ ଓଡିଶାର ଦୀର୍ଘବର୍ଷରୁ ସୀମା ବିବାଦ ରହିଥିବାବେଳେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ବାରମ୍ବାର ଓଡିଶା ସୀମା ଭିତରେ ପଶି ଦାଦାଗିରି ଦେଖାଇ ସ୍ଥାନୀୟ ଲୋକଙ୍କୁ ହଇରାଣ ହରକତ କରିବା ଏକ ପ୍ରଥାରେ ପଡିଗଲାଣି । ଓଡିଶା ସରକାର ବାରମ୍ବାର ଏ ସଂକ୍ରାନ୍ତରେ ପ୍ରତିବାଦ କରୁଥିଲେ ମଧ୍ୟ ସୀମା ବିବାଦ ଆଳରେ ଏହି ପଡୋଶୀ ରାଜ୍ୟମାନେ ସାଧାରଣ ଲୋକଙ୍କ ଉପରେ ଜୁଲମ କରିବା କିନ୍ତୁ ଛାଡୁ ନାହାନ୍ତି ।ନିକଟରେ ଭୋଗରାଇ ଅଞ୍ଚଳର ଓଡିଶା ସୀମାନ୍ତବର୍ତ୍ତୀ ଗାଁରେ ପଶ୍ଚିମବଙ୍ଗ ପ୍ରଶାସନ ଜେସିବି ଲଗାଇ...








