୩୦୦ ମୁହାଁ କରୋନା ସଂକ୍ରମଣ
ଭୁବନେଶ୍ୱର : ରାଜ୍ୟରେ ୩୦୦ ମୁହାଁ ଦୈନିକ କରୋନା ସଂକ୍ରମଣ । ଆଜି ପୁଣି ଥରେ ରାଜ୍ୟରେ କରୋନା ସଂକ୍ରମଣ ୩୦୦ ପାଖାପାଖି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ମୋଟ୍ ୨୪ ଜିଲ୍ଲାରୁ ୨୯୭ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୪ଟି ମାମଲା ଆସିଥିବା ବେଳେ ୧୨୩ଟି ହେଉଛି ସ୍ଥାନୀୟ ସଂକ୍ରମଣ । ଆଜି କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି । ଆଜି ଅନୁଗୁଳରୁ ୯ଜଣ କରୋନା...
State Mulls Online Registration Services
Bhubaneswar: Odisha will further improve digitization of Delivery of Registration Services to make the process transparent and to make citizens happier as the State Government has rolled out 5T Charter. Accordingly Odisha Government is mulling further improvement in delivery of Registration Services in Online Mode through Inspector General Registration Portal. The Reform Measures in Property Registration in the field of Online...
2 Lakh Vaccination Per Day
Bhubaneswar: Though 1 April is a holiday in Odisha, the State Government has decided to go ahead with State Wide Vaccination to achieve the target of ‘Two Lakhs Per Day’. ACS Health & Family Welfare, Pradipta Kumar Mohapatra has written to the District Collectors in this regard and has advised to prioritize the High Risk Groups among citizens of 45...
ଘରେ ବସି ଜମିଜମା ପଞ୍ଜିକରଣ
ଭୁବନେଶ୍ୱର : ଲୋକେ ଏଣିକି ଘରେ ବସି ଜମିଜମା ପଞ୍ଜିକରଣ କରିପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏହି ବ୍ୟବସ୍ଥା ରାଜ୍ୟର ୫ଟି ଜିଲ୍ଲା ପଞ୍ଜିକରଣ ଦପ୍ତରରେ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରାଯିବ । ପଞ୍ଜିକରଣ ସେବାରେ ଅଧିକ ସ୍ୱଚ୍ଛାତା ଆଣିବା ସହିତ ୫-ଟି ଅଧିନରେ ଲୋକଙ୍କୁ ଅଧିକ ସୁବିଧା ଯୋଗାଇବାକୁ ରାଜ୍ୟ ସରକାର ଅନ୍ଲାଇନ୍ ବ୍ୟବସ୍ଥାରେ ଅଧିକ ସୁଧାର ଆଣିବେ । ତଦନୁଯାୟୀ ଓଡିଶା ସରକାର ଇନ୍ସପେକ୍ଟର ଜେନେରାଲ ରେଜିଷ୍ଟ୍ରସନଙ୍କ ପୋର୍ଟାଲ ଜରିଆରେ...
Rudra & Ajit File Nominations
Puri: Governing Biju Janata Dal (BJD) candidate Rudrapratap Maharathy and Congress nominee Ajit Mangaraj on Tuesday filed their nomination papers for the bye- election in the Pipili Assembly seat in Odisha's Puri district. The bye-poll, to be held on 17 April, is necessitated by the death of Rudrapratap's father Pradeep Maharathy in October 2020. He had represented Pipili in the...
ଟ୍ରକକୁ ୪୪ଲକ୍ଷର ଜୋରିମାନା
ଭୁବନେଶ୍ୱର : ଓଡିଶା ଭିତରକୁ ପ୍ରବେଶ କରିଥିବା ଦିଲ୍ଲୀର ଗୋଟିଏ ମାଲ ବୋଝେଇ ଟ୍ରକ ଠାରୁ ଆଦାୟ ହୋଇଛି ୪୪ଲକ୍ଷ ଟଙ୍କାରୁ ଅଧିକ ଜୋରିମାନା । ବାଣିଜ୍ୟକର ଏବଂ ଜିଏସ୍ଟିର ବଡବିଲ୍ ସ୍ଥିତ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ଏହାକୁ କେନ୍ଦୁଝର ଜିଲ୍ଲାରେ ଧରାଯିବା ସହିତ ଏହି ବିପୁଳ ପରିମାଣର ଟିକସ ଆଦାୟ ହୋଇଛି ଯାହାକି କୌଣସି କୌଣସି ଗୋଟିଏ ଗାଡିଠାରୁ ଜୋରିମାନା ଆଦାୟ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ । ମାମଲାର ବିବରଣୀରୁ ପ୍ରକାଶ ଯେ ଦିଲ୍ଲୀରୁ ମାଲ ବୋଝେଇ କରି ଆସିଥିବା ଏନ୍ଏଲ୍-ଓଆଇଏଲ୍-୬୭୬୫ ନମ୍ବର...
Odisha Blames Center On Oil Price Hike
Bhubaneswar: Odisha Government has blamed it on the Centre accusing it of imposing excess taxes leading to price hike leading to increase of price of edible oil by over 60 Percent. State Legislative Assembly discussed the issue when the opposition Congress blamed both the State and the Union Government for putting common man in trouble by raising the price of...
ଓଡିଶାବାସୀ ଅଧିକ ପାମୋଲିନ୍ ଖାଉଛନ୍ତି
ଭୁବନେଶ୍ୱର : ଓଡିଶା ଲୋକେ ବର୍ଷକୁ ଯେତେ ତେଲ ଖାଉଛନ୍ତି ତାହାର ଅଧାରୁ ଅଧିକ ହେଉଛି ଅନ୍ୟ ତେଲ ଠାରୁ ଶସ୍ତା ଥିବା ପାମୋଲିନ୍ । ବିଶେଷକରି ପାମୋଲିନ୍ର ଦର ସୋରିଷ ଓ ସୂର୍ଯ୍ୟମୁଖୀ ତେଲ ତୁଳନାରେ ଢେର କମ୍ ରହିଛି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ଖାଇବା ତେଲ ସଂକ୍ରାନ୍ତରେ ବିଧାନସଭାରେ ରଖିଥିବା ଉତ୍ତରରୁ ଏହି ସୂଚନା ମିଳିଛି । ଖାଇବା ତେଲର ଦରବୃଦ୍ଧି ସଂକ୍ରାନ୍ତରେ ଆସିଥିବା ମୁଲତବି ଆଲୋଚନାର ଉତ୍ତର...
ଗଡିବନି ମେଟ୍ରୋ ଟ୍ରେନ
ଭୁବନେଶ୍ୱର : ନିକଟ ଭବିଷ୍ୟତରେ ରାଜ୍ୟରେ ମେଟ୍ରୋ ଟ୍ରେନ ଗଡିବନି । ୨୦୪୧ ମସିହା ପର୍ଯ୍ୟନ୍ତ ଭୁବନେଶ୍ୱର-କଟକରେ ମେଟ୍ରୋରେଳ ଚଳାଚଳ ସମ୍ଭବ ନୁହେଁ ବୋଲି ସର୍ଭେ କରିଥିବା ହ୍ରଇଦ୍ରାବାଦୀ ସଂସ୍ଥା ସ୍ପଷ୍ଟ କରିଛି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ରାଜ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ସଂକାନ୍ତରେ ଶ୍ରୀ ଜେନା କହିଛନ୍ତି ଯେ ମେଟ୍ରୋ ଚଳାଚଳ ନେଇ ୨୦୧୩ ମସିହାରେ ଆଲୋଚନା ହୋଇଥିଲା । କେନ୍ଦ୍ର ସରକାର ଏଥିପାଇଁ ୧୨ଲକ୍ଷ ୬୧ହଜାର...
PM Lauds Mangrove Efforts
New Delhi: Prime Minister Narendra Modi always remembers Odisha in his Mann Ki Baat. This time PM said “Just as… a friend Bijay Kumar Kabiji. Bijayji hails from Kendrapada in Odisha. Kendrapara is on the sea coast.” “That’s why there are many villages in this district, which are prone to the dangers of high tides and Cyclone. This also causes havoc...









