Odisha Gets 150 CR SRE Grants
New Delhi: Union Government has released more than Rs.150 Crore for Security Related Expenditure (SRE) to Odisha during last four years. Funds are released under Special Central Assistance (SCA) Scheme during the last 03 years and current financial year to Odisha is Rs.157.58 Crore. The Left Wing Extremists (LWE) Affected districts, covered under Security Related Expenditure (SRE) Scheme have been provided the...
ଓଡିଶା ଗସ୍ତ ପାଇଁ ନିମନ୍ତ୍ରଣ
ନୂଆଦିଲ୍ଲୀ : ରାଷ୍ଟ୍ରତି ରାମନାଥ କୋବିନ୍ଦ ଆସନ୍ତା ୨୧ତାରିଖରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତି ଭବନ ଠାରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କୁ ସାକ୍ଷାତ୍ କରିବା ସହ ପାରମ୍ପରିକ ଗାମୁଛା ଦେଇ ଔପଚାରିକ ଭାବେ ଓଡିଶା ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି । ଆସନ୍ତା ମାର୍ଚ୍ଚ ୨୧ ଓ ୨୨ ତାରିଖରେ ରାଷ୍ଟ୍ରତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ରାଉରକେଲା ସ୍ଥିତ ରାଉରକେଲା ଇସ୍ପାତ କରଖାନା ଦ୍ୱାରା ପରିଚାଳିତ ଇସ୍ପାତ ଜେନେରା...
House Faces Stalemate With Trio Adamant
Bhubaneswar: It seems that neither the Treasury Bench nor the Opposition Members are ready to reach to a solution over the impasse in Odisha House. BJD, BJP and Congress Members are maintaining stubbornness over their demands. The suicide attempt by a Saffron Lawmaker inside the Odisha Legislative Assembly over alleged mismanagement in paddy procurement echoed in the House for the...
13 Lakh Plus Receive Shots
Bhubaneswar: With overdrive for vaccination, till date 13, 84, 934 beneficiaries have been vaccinated in Odisha. On 16 March at least 1,00,421 beneficiaries were given COVID-19 Shots across the State. ACS Health & Family Welfare, Pradipta Kumar Mohapatra reviewed the status on Vaccination Management. Sources said that in 893 sites out of which 38 are Covaxin, 1,00,421 beneficiaries were vaccinated out of...
ଏପ୍ରିଲ୍ ୧୭ରେ ପିପିଲି ଭୋଟ୍
ଭୁବନେଶ୍ୱର : ପିପିଲି ବିଧାନସଭା ଆସନ ଲାଗି ଉପନିର୍ବାଚନ ଆସନ୍ତା ଏପ୍ରିଲ୍ ୧୭ ତାରିଖରେ ହେବ । ଏଥିଲାଗି ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ଚଳିତମାସ ୨୩ ତାରିଖରେ ବିଜ୍ଞପ୍ତି ଜାରି କରିବେ । ଘୋଷିତ ସୂଚନା ଅନୁଯାୟୀ ବିଜ୍ଞପ୍ତି ଜାରି ପରଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ନାମାଙ୍କନ ଦାଖଲର ଶେଷଦିନ ମାର୍ଚ୍ଚ ୩୦ ତାରିଖକୁ ରଖାଯାଇଛି । ତେବେ ତନଖି ପରେ ଯେଉଁ ପ୍ରାର୍ଥୀମାନଙ୍କ ନାମ ରହିବ ସେମାନଙ୍କ ମଧ୍ୟରୁ କେହି ଚାହିଁଲେ ଏପ୍ରିଲ ୩ତାରିଖ ସୁଦ୍ଧା ନାମ...
ଜିଦରେ ଅଟଳ ତିନିଦଳ
ଭୁବନେଶ୍ୱର: ନିଜ ନିଜ ଜିଦରେ ବିଜେଡି, ବିଜେପି ଓ କଂଗ୍ରେସ ଅଟଳ ରହିବା ଯୋଗୁ ଆଜି ବି ବିଧାନସଭା ପ୍ରଥମାର୍ଦ୍ଧରେ ଚାଲିପାରିନାହିଁ । ଶନିବାରଠାରୁ ନିଜ ନିଜ ଦାବି ପୂରଣ ଲାଗି ଏହି ତିନିଦଳ ବିଧାନସଭାକୁ ଏକପ୍ରକାର ଅଚଳ କରି ରଖିଛନ୍ତି । ବିଜେପି ଓ ବିଜେଡିର ବିଧାୟକମାନେ ଧାନ ସଂଗ୍ରହ ଦାବିରେ ବିଧାନସଭା ଭିତରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବା ବେଳେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ବିଜେଡି ଗୃହ ଚଳାଇ ନ ଦେବାକୁ ଧମକ ଦେଇଛି । ବଜେଟ୍...
BSF Tightens Border Vigil
Agartala: BSF Inspector General (IG) of Tripura Frontiers Sushanta Nath said the border sentinels have tightened vigil along the border in view of the upcoming district council polls. This move is taken up to thwart any militant threats and to prevent illegal immigration of Rohingya refugees. BSF IG Mr.Nath said “We have also introduced new technologies like use of CCTV cameras...
ଓଡିଶା ଲୁହାପଥର ଚୀନ୍କୁ ରପ୍ତାନି
ଭୁବନେଶ୍ୱର : ଓଡିଶାରୁ ଯେତେ ଲୁହାପଥର ବିଦେଶକୁ ରପ୍ତାନି ହୋଇଛି ତାହା ମୁଖ୍ୟତଃ ଚୀନ୍କୁ ହିଁ ଯାଉଛି । ଏହି ଖଣିଜ ସାମଗ୍ରୀ ଓଡିଶାରେ ଥିବା ବନ୍ଦର ବ୍ୟତିର ରାଜ୍ୟ ବାହାରର ବନ୍ଦର ବାଟଦେଇ ରପ୍ତାନି କରାଯାଉଛି । ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୪-୧୫ ରୁ ଚଳିତବର୍ଷ ଫେବୃୟାରୀ ୨୫ ତାରିଖ ସୁଦ୍ଧା ଓଡିଶାରୁ ବିଦେଶକୁ...
କର୍ଣ୍ଣାଟକ ଢାଞ୍ଚାରେ ବଜାର ବ୍ୟବସ୍ଥା କର
ଭୁବନେଶ୍ୱର : ଚାଷୀଙ୍କ ଉତ୍ପାଦିତ ପନିପରିବା ବିକ୍ରି ଓ ଖରିଦ ପାଇଁ କର୍ଣ୍ଣାଟକ ଢାଞ୍ଚାରେ ନିୟନ୍ତ୍ରିତ ବଜାର ଓ ମଣ୍ଡି ସ୍ଥାପନ ଲାଗି ବଜେଟ୍ରେ ଅର୍ଥ ବ୍ୟବସ୍ଥା ସକାଶେ କୃଷି ବିଭାଗ ଷ୍ଟାଣ୍ଡିଂ କମିଟି ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାର ମଧ୍ୟ ତାଙ୍କର ନୂତନ କୃଷି ନୀତିରେ କର୍ଣ୍ଣାଟକ ମଡେଲକୁ ଅନୁସରଣ କରିଥିବା କମିଟି ଦର୍ଶାଇଛନ୍ତି । ବିଜେଡି ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ୧୧ଜଣ ବିଧାୟକ ଥିବାବେଳେ କୃଷି ବିଭାଗ ପାଇଁ କେତେଗୁଡିଏ ସୁପାରିଶ୍...
ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ୍ରେ ବିଜୁ ଜୟନ୍ତୀ
ନୂଆଦିଲ୍ଲୀ : ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳନ କରାଯାଇଛି । ଦେଶର ବିମାନ ଚାଳନା କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପ୍ରତି ବର୍ଷ ତାଙ୍କ ଜନ୍ମ ଦିନକୁ କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ ଭାବରେ ପାଳନ କରିବ ଏବଂ ଦେଶର ଜଣେ ଦକ୍ଷ ପାଇଲଟଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଛି । କ୍ଲବର ସଭାପତି ଡଃ ବି.ବି.ଏଲ୍ ମଧୁକର ବିଜୁ ଜୟନ୍ତୀ ସମାରୋହ...









