PM Insists On RT-PCR Tests
New Delhi: Prime Minister Narendra Modi has urged Odisha Government to go for more RT-PCR Tests. He insisted on more RT-PCR tests in states which give more emphasis to Rapid antigen tests. States like Odisha, Chhattisgarh Kerala and Uttar Pradesh are giving more emphasis on Rapid Anti Gen Tests. PM interacted with the Chief Ministers of various states today regarding the COVID-19...
ପରିବର୍ତ୍ତନରେ ଉର୍ଜାର ଭୂମିକା ଗୁରୁତ୍ୱପୂର୍ଣ୍ଣ
ନୂଆଦିଲ୍ଲୀ : ଦେଶରେ ସାମାଜିକ ଓ ଆର୍ôଥକ ପରିବର୍ତନକୁ ତ୍ୱରାନ୍ୱିତ କରିବାରେ ଉର୍ଜାର ବଡ ଭୂମିକା ରହିଛି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଦ୍ୱାଦଶତମ ଅନ୍ତରାଷ୍ଟ୍ରୀୟ ସିମ୍ପସିୟମ ଅନ୍ ଫ୍ୟୁଏଲ ଏବଂ ଲୁବରିକାଂଟ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭବିଷ୍ୟତ ସ୍ଥାୟୀ ଉର୍ଜାରେ ଭାରତର ଯାତ୍ରା ଉପରେ ମତ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ ଯୋଗୁଁ ବ୍ୟାପକ ରୋଜଗାର ତିଆରି ହେବ ଏବଂ ଏହାଫଳରେ ସମାଜର ସବୁ ବର୍ଗର ସାମାଜିକ...
ବାକିଆ ଅର୍ଥ ପାଇଁ କେନ୍ଦ୍ରକୁ ଚିଠି
ଭୁବନେଶ୍ୱର : ଧାନକିଣା ବାବଦରେ କେନ୍ଦ୍ର ସରକାରଙ୍କ ଠାରୁ ପାଇବାକୁଥିବା ୫୬୧୬ କୋଟି ଟଙ୍କାର ବକେୟା ସବ୍ସିଡି ଅର୍ଥ ତୁରନ୍ତ ପ୍ରଦାନ ଲାଗି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କୁ ପତ୍ର ଲେଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଶ୍ରୀ ସ୍ୱାଇଁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଠିକ୍ ସମୟରେ ମିଳୁ ନଥିବାରୁ ରାଜ୍ୟରେ ଧାନ ସଂଗ୍ରହ କରୁଥିବା ଓଡ଼ିଶା ରାଜ୍ୟ...
ଓଡ଼ିଶାକୁ ୧୫୭.୫୮ କୋଟି ସହାୟତା
ଭୁବନେଶ୍ୱର : ଦେଶର ବାମପନ୍ଥୀ ଉଗ୍ରବାଦ ପ୍ରବଣ ଜିଲ୍ଲାଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା (ଏସସିଏ) ଯୋଜନା ମାଧ୍ୟମରେ ବିଶେଷ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ବିଗତ ତିନି ବର୍ଷ ଏବଂ ଚଳିତ ବର୍ଷ ଓଡ଼ିଶାକୁ ମୋଟ ୧୫୭.୫୮ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟକୁ ୧୦ କୋଟି ଟଙ୍କା, ୨୦୧୮-୧୮ ଆର୍ଥିକ ବର୍ଷରେ ୬୬.୬୭ କୋଟି ଟଙ୍କା, ୨୦୧୯-୨୦ ଆର୍ଥିକ ବର୍ଷରେ ୬୬.୬୬ କୋଟି ଟଙ୍କା ଓ ୨୦୨୦-୨୧ ଆର୍ଥିକ ବର୍ଷରେ ୧୪.୨୫...
ସ୍ମାର୍ଟସିଟି କାର୍ଯ୍ୟ ତ୍ୱରାନ୍ୱିତ କର
ଭୁବନେଶ୍ୱର : ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟସିଟିରେ ଚାଲିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଏଥିପାଇଁ ବଜେଟ୍ରେ ଅର୍ଥ ବ୍ୟବସ୍ଥା ଲାଗି ଗୃହ ଓ ନଗର ଉନ୍ନୟନ ବିଭାଗର ଷ୍ଟାଣ୍ଡିଂ କମିଟି ପରାମର୍ଶ ଦେଇଛି । ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ତାଙ୍କ ସୁପାରିଶରେ କହିଛନ୍ତି ଯେ ୨୦୨୧-୨୨ ବର୍ଷ ବଜେଟ୍ରେ ପ୍ରଶାସନିକ ଖର୍ଚ୍ଚ ବୃଦ୍ଧି ପାଇଥିବା ବେଳେ ଯୋଜନା ବ୍ୟୟ ଗତ ଦୁଇଟି ଆର୍ଥିକ ବର୍ଷ ତୁଳନାରେ ହ୍ରାସ ପାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର...
ବନୀକରଣରେ ୧୩୦୦ କୋଟି ଖର୍ଚ୍ଚ
ଭୁବନେଶ୍ୱର : ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ବନୀକରଣ ବାବଦରେ ପାଖାପାଖି ୧୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ବନୀକରଣରେ ଲଗାଯାଇଥିବା ଗଛ ମଧ୍ୟରୁ ହାରାହାରି ୮୪ ପ୍ରତିଶତ ବଞ୍ଚିଛି । ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ରାଜ୍ୟରେ ୪,୫୫,୮୬୬ ହେକ୍ଟର ଜମିରେ ବୃକ୍ଷରୋପଣ କରାଯାଇଛି । ଏ ବାବଦରେ ମୋଟ୍...
ରାଜ୍ୟରେ ୨୪୬୭ଟି ଅପହଞ୍ଚ ଗାଁ
ଭୁବନେଶ୍ୱର : ରାଜ୍ୟର ୨୪୬୭ଟି ଗାଁ ଏବେ ବି ଅପହଞ୍ଚ ହୋଇ ରହିଛି । ଏହି ତାଲିକାରେ ସର୍ବାଧିକ ୩୦୫ଟି ଗାଁ ରାୟଗଡ଼ା ଜିଲ୍ଲାରେ ରହିଛି । ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୪୬୭ଟି ଅପହଞ୍ଚ ଗାଁ ମଧ୍ୟରୁ ୨୭୦ଟି କଳାହାଣ୍ଡିରେ, ଜଗତସିଂହପୁରରେ ୨୧୧, ନବରଙ୍ଗପୁରରେ ୧୮୮, ଗଜପତିରେ ୧୬୦, ମାଲକାନଗିରି ୧୫୦, ମୟୁରଭଞ୍ଜରେ ୧୪୫, କେନ୍ଦୁଝରରେ ୧୪୧, କନ୍ଧମାଳରେ...
ନିର୍ମାଣ ହେବ ଖଦି ଭବନ
ଭୁବନେଶ୍ୱର : ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ରାଜଧାନୀରେ ଥିବା ମୁଖ୍ୟ ଦପ୍ତର ପରିସର ମଧ୍ୟରେ ୮୩ କୋଟି ଟଙ୍କା ବ୍ୟୟ ଅଟକଳରେ ବହୁତଳ ବିଶିଷ୍ଟ ଖଦି ଭବନ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଏହି ଭବନ ନିର୍ମାଣ ହେଲେ ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀ ବିପଣନ କ୍ଷେତ୍ରରେ ବ୍ୟାପକ ସୁବିଧା ହେବ ବୋଲି କୁହାଯାଉଛି । ଏହା ପୂର୍ବରୁ ଗ୍ରାମୋଦ୍ୟୋଗ ଭବନ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇ ୨୦୦୩ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଖଦିବୋର୍ଡ ପରିସରରେ ଶିଳାନ୍ୟାସ କରାଯାଇଥିଲା ।...
BJP Pats Panigrahi
Bhubaneswar: With no end in sight on the prevailing situation in the House, Opposition BJP alleged that the Governing BJD is deliberately creating ruckus and playing the role of the Opposition. BJP Chief Whip Mohan Majhi said, “It is the job of the Opposition to highlight the Government’s failures and stage protest in the Well of the House. But it...
Odisha Gets 150 CR SRE Grants
New Delhi: Union Government has released more than Rs.150 Crore for Security Related Expenditure (SRE) to Odisha during last four years. Funds are released under Special Central Assistance (SCA) Scheme during the last 03 years and current financial year to Odisha is Rs.157.58 Crore. The Left Wing Extremists (LWE) Affected districts, covered under Security Related Expenditure (SRE) Scheme have been provided the...









