Timeline Set For Urban Projects
Bhubaneswar: Principal Secretary Housing and Urban Development, G Mathivathanan has stressed upon proper execution of developmental project in a time bound manner. Mr.Mathivathanan, known for his strict discipline and honest approach for work was taking up Review and Monitoring of the activities being undertaken by the Urban Local Bodies in different towns and cities of the State. Given thrust by Housing...
ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଉପରେ ଗୁରୁତ୍ୱ
ଭୁବନେଶ୍ୱର : ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ରାଜ୍ୟର ପୌରାଚଂଳଗୁଡିକରେ ହେଉଥିବା ବିକାଶ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ ଲାଗି ତଦାରଖ ଓ ସମୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ୫-ଟି ଆଧାରରେ କାର୍ଯ୍ୟ ସମ୍ପାଦନ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଆଜି ଲୋକସେବାଭବନର ନୂତନ ସମ୍ମିଳନୀ କକ୍ଷରେ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ ୫ ଟି ଜିଲ୍ଲା , ପୁରୀ , ଖୋର୍ଦ୍ଧା , ନୟାଗଡ , ସୋନପୁର ଓ ବୌଦ୍ଧ ଜିଲ୍ଲାର ସମସ୍ତ ପୌରସଂସ୍ଥାର ସମୀକ୍ଷା ଅସରରେ...
ସ୍ମାର୍ଟ ଜନପଥକୁ ଦୋକାନ ଆଲୁଅ ଭରସା
ଭୁବନେଶ୍ୱର : ରାଜଧାନୀର ସ୍ମାର୍ଟ ଜନପଥକୁ ଏବେ ଦୋକାନୀଙ୍କ ଆଲୁଅ ଭରସା । ଦୋକାନୀ ଆଲୁଅ ଲଗାଇଲେ ଜନପଥର ରାସ୍ତା ଆଲୋକିତ ହେଉଛି । ନହେଲେ ସଞ୍ଜ ପହରୁ କିଟିକିଟି ଅନ୍ଧାର । ସ୍ମାର୍ଟ ଜନପଥର ଏଭଳି ଅବସ୍ଥା ଦେଖିବାକୁ ମିଳିଛି ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ମଧ୍ୟରେ । ଏହି ରାସ୍ତାର ଗୋଟିଏ ପଟେ ତିଆରି ହୋଇଛି ପାର୍କିଂ ସ୍ଥାନ, ଲନ୍ ସହିତ ବିଭିନ୍ନ ପ୍ରକାର ବୃକ୍ଷରୋପଣ ହୋଇଛି । ଆକର୍ଷଣୀୟ ଖୁଣ୍ଟରେ ଦାମୀ ଲାଇଟ୍ ବି ଲାଗିଛି । ହେଲେ ଏହା ଜଳୁନାହିଁ ।...
ସତ୍ସଙ୍ଗ ମାନବ ଜୀବନ ପାଇଁ ଭ୍ୟାକସିନ୍ ସଦୃଶ
ନୂଆଦିଲ୍ଲୀ : ସାମ୍ପ୍ରତିକ ସମୟରେ ସମଗ୍ର ମାନବ ଜାତିକୁ କରୋନା ମହାମାରୀ ରୂପକ ସମସ୍ୟାକୁ ସମାଧାନ କରିବା ପାଇଁ ଯେପରି ଭାବରେ ଭ୍ୟାକସିନ ଉପଯୋଗୀ ହୋଇଛି ସେହିପରି ବସ୍ତୁବାଦୀ ଦୁନିଆରେ ମାନବ ଜୀବନକୁ ଆଧ୍ୟାତ୍ମିକ ଚେତନାରେ ଯୋଡ଼ିବା ପାଇଁ ସତ୍ସଙ୍ଗ ହିଁ ଆଜିର ଦିନରେ ଭ୍ୟାକସିନ୍ ସଦୃଶ ହୋଇଛି ବୋଲି ଶୁକ୍ରବାର ପୁରୁଷୋତମ ଠାକୁର ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ୧୩୩ତମ ପବିତ୍ର ଜନ୍ମୋତ୍ସବରେ ଭୁବନେଶ୍ୱର କଲ୍ୟାଣପୁର ସତ୍ସଙ୍ଗ କେନ୍ଦ୍ର ସ୍ୱସ୍ତିବନ ପକ୍ଷରୁ ଆୟୋଜିତ ଭର୍ଚୁଆଲ ସତସଙ୍ଗ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ସାମିଲ ହୋଇ କହିଛନ୍ତି...
Sethi On Strengthening State Achieves
Principal Secretary Odia Language, Literature and Culture, Bishnupada Sethi stressed on strengthening Odisha State Archives and urged for focusing on digitization of paper records. Mr.Sethi was speaking at a ceremony organized to celebrate Archives Week. He stressed upon that the crucial documents need to be preserved and the records in shape of volumes, loose sheets, files, old gazettes, maps and newspapers...
ଚିଲାକାରେ ହେବ ସାମୁଦ୍ରିକ ଶୈବାଳ ଚାଷ
ଭୁବନେଶ୍ୱର : ଚିଲିକା ହ୍ରଦରେ ଲାଭଜନକ ସାମୁଦ୍ରିକ ଶୈବାଳ ଚାଷ ପାଇଁ ମଡେଲ ଫାର୍ମ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାର ସ୍ଥିର କରିଛନ୍ତି । ବ୍ୟବସାୟିକ ଦୃଷ୍ଟିରୁ ଲାଭଜନକ ଏହି ସାମୁଦ୍ରିକ ଶୈବାଳ ପ୍ରାୟ ଏକ ହେକ୍ଟର ପରିମିତ ଅଞ୍ଚଳରେ ଚାଷ କରାଯିବ । ବ୍ୟବସାୟିକ ସାମୁଦ୍ରିକ ଶୈବାଳ ଯଥା ଗ୍ରାସିଲାରିଆଭେରୁକୋସା ଏବଂ ଉଲ୍ଭା ଲିଞ୍ଜା ଓରଫ୍ ଉଲ୍ଭା ପ୍ରୋଲିଫେରାଇନ୍ ପ୍ରଜାତିର ଶୈବାଳ ଚିଲିକାରେ ଚାଷ ହେବ । ଭାରତର ଟେକ୍ନୋଲୋଜି ଇନଫର୍ମେସନ ଫୋରକାଷ୍ଟିଂ ଏବଂ ଆସେସମେଣ୍ଟ କାଉନସିଲ (ଟିଆଇଏଫଏସି) ସାମୁଦ୍ରିକ ଶୈବାଳ ମିଶନ...
୭୨ବର୍ଷ ଧରି ସର୍ବୋଦୟ ମେଳା
ଭୁବନେଶ୍ୱର : ଓଡିଶାରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଚିତାଭସ୍ମ ବିସର୍ଜନର ସ୍ମାରକୀ ଲାଗି ୭୨ବର୍ଷ ଧରି ନିରବଚ୍ଛିନ୍ନ ଭାବେ ପୁରୀରେ ସର୍ବୋଦୟମେଳା ଅନୁଷ୍ଠିତ ହୋଇ ଆସୁଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏମିତିକି ରାଜ୍ୟ ବାହାରୁ ବହୁ ଗାନ୍ଧୀପ୍ରେମୀ ଏଥିରେ ପ୍ରତିବର୍ଷ ଅଂଶଗ୍ରହଣକରି ଆସୁଥିବାବେଳେ ଏବର୍ଷ କିନ୍ତୁ କରୋନା ପରିପ୍ରେକ୍ଷୀରେ ସୀମିତ ଲୋକଙ୍କୁ ନେଇ ପୁରୀ ସମୁଦ୍ରକୂଳର ଗାନ୍ଧୀଘାଟ ଠାରେ ଏହି ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ୧୯୪୮ଫେବୃୟାରୀ ୧୨ ତାରିଖରେ ପୁରୀ ମହୋଦଧିରେ ଗାନ୍ଧୀଜୀଙ୍କ ଚିତାଭସ୍ମ ବିସର୍ଜନ...
Center Plans Seaweed Farm In Chilika
New Delhi: Union Government has proposed to set up model demonstration farm in Chilika Lake for cultivation of seaweeds. Economically Important Seaweeds has lot of commercial value and the Farm will be over One Hectare. Gracilariaverrucosa and Ulva linza or Ulva prolifera will be cultivated in the lagoon, officials sources said. Technology Information, Forecasting and Assessment Council (TIFAC) of India has taken...
State Opposes Bye Laws For City Temples
Bhubaneswar: Two days after the Union Government withdrew the notification of the draft bylaws of National Monuments Authority (NMA) for Lord Jagannath Temple in Puri, Odisha Government has urged the Ministry of Culture to relax the proposed restrictions for Lord Lingaraj and Shree Brahmeswar Temples here. The Commissioner of the Endowments, Odisha and Khurda District Magistrate, who is also the...
Portal For Job Mapping
New Delhi: Shramik Shakti Manch (SAKSHAM), a dynamic portal for jobs and mapping the skills of Shramiks vis-à-vis requirements of MSMEs and other industries all across the country to facilitate creation of 10 lakh blue collar jobs in the country in Industry sector in general and MSME in particular, has been launched. The portal the Technology Information, Forecasting and Assessment...









