State To Train All On Disaster Prep
Bhubaneswar: Chief Minister Naveen Patnaik on Saturday said that in spite of all the challenges, the State Government was quite confident that it will emerge victorious in time of crisis with the cooperation of the people of the state, and continue to carry forward the good work for the transformation of the State. Addressing the Council of Ministers on the...
ସାଉଦିଆରବରୁ ଆସିବ କଣ୍ଟେନର
ନୂଆଦିଲ୍ଲୀ : ଭାରତକୁ ସାଉଦିଆରବରୁ ୬୦ ଟନ୍ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇଏସଓ କଣ୍ଟେନର ପଠାଇଥିବା ବେଳେ ଆଗାମୀ ଦିନରେ ଅଧିକ ୧୦୦ଟି ଆଇଏସଓ କଣ୍ଟେନର ପଠାଇବାର ବ୍ୟବସ୍ଥା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦିଆରବର ଉର୍ଜା ମନ୍ତ୍ରୀ ପ୍ରିନ୍ସ ଅବଦୁଲାଜିଜଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ କରୋନା ବିରୋଧୀ ମୁକାବିଲାରେ ଭାରତକୁ ସହଯୋଗ କରିବା ପାଇଁ ସାଉଦିଆରବରୁ ୬୦ ଟନ୍ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ ଓ ୩ଟି ଆଇଏସଓ କଣ୍ଟେନର ଆସୁଅଛି । ଏହି...
Veteran Journalist Basant Das No More
Bhubaneswar: Veteran Journalist, Author Basant Das is no more. While fighting with Novel Corona Virus, he succumbed to virus at the age of 81. He was under treatment in local COVID-19 Hospital here, said family sources. He was botn on 2 January, 1940 in Maindipur village under Biridi block of Jagatsinhgpur district. He moved to Cuttack after his primary education and completed his...
୮ଜିଲ୍ଲାରେ ୧୦୦ ତଳେ
ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇବା ସହିତ ୮ଟି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଶହେ ତଳେ ରହିଛି । ତେବେ ମୃତ୍ୟୁସଂଖ୍ୟା ୨୪ଘଣ୍ଟା ଭିତରେ ୩୫ ରହିବା ରହିବା ସହିତ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ୨୬୮୬ରେ ପହଞ୍ଚିଛି । ଲଗାତାର ଭାବେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ହଜାର ତଳେ ରହିଥିବାବେଳେ ଗତ ୨୪ଘଣ୍ଟାରେ ୭୧୮୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କେମଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୪୭ହଜାରକୁ ଟପିଯାଇଥିବାବେଳେ ସକ୍ରିୟ...
୨୦ବର୍ଷରେ ୮ହଜାର କୋଟିର ସହାୟତା
ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷତିର ମୁକାବିଲା ପାଇଁ ଗତ ୨୦ବର୍ଷ ମଧ୍ୟରେ ଓଡିଶା କେନ୍ଦ୍ର ନିକଟରେ ୫୬ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଦାବି କରିଥିବାବେଳେ ଏଯାବତ୍ ଏ ବାବଦରେ ୮ହଜାର କୋଟି ଟଙ୍କା ମଧ୍ୟ ମିଳିନାହିଁ । ଲଗାତାର ବନ୍ୟା, ବାତ୍ୟା, ମରୁଡି ଆଦି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଓଡିଶାର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇପଡୁଥିବାବେଳେ ସ୍ଥିତି ସୁଧାରିବାପାଇଁ ଯେତେ ସହାୟତା ମିଳିବାକଥା ତାହା କେନ୍ଦ୍ରରୁ ଆସିପାରୁ ନାହିଁ । ୨୦୦୦ ମସିହାରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୩ବର୍ଷକୁ ଛାଡିଦେଲେ...
ବନ୍ଦ ହେଲା ଜାତୀୟ ଜନସଂଖ୍ୟା ଆୟୋଗ
ଭୁବନେଶ୍ୱର : ଜାତୀୟ ଜନସଂଖ୍ୟା ଆୟୋଗ (ଏନ୍ସିପି)କୁ ବନ୍ଦ କରିବାଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ବର୍ତ୍ତମାନ ‘ସର୍ବନିମ୍ନ ସରକାର ସର୍ବାଧିକ ଶାସନ’ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବାରୁ ଏହାକୁ ବନ୍ଦ କରାଯାଉଛି । ଜନସଂଖ୍ୟାରେ ସ୍ଥିରତା ଆଣିବାପାଇଁ ଏନ୍ସିପିର ଯେଉଁ ଭୂମିକା ଏବଂ ଦାୟିତ୍ୱ ରହିଥିଲା ତାହା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଉପରେ ନ୍ୟସ୍ତ କରାଯାଇଛି । ଆନ୍ତଃ ବିଭାଗୀୟ ସମନ୍ୱୟ ଦାୟିତ୍ୱ ନୀତି ଆୟୋଗଙ୍କୁ ପ୍ରଦାନ କରାଯାଇଛି । ତେଣୁ ଏହି ଦୁଇ...
ଓଡିଶାକୁ ୫୦୦ କୋଟି
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରି ଓଡିଶା ପାଇଁ ୫୦୦ କୋଟି ଟଙ୍କା ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ବାତ୍ୟା ଦୁଇଟି ଜିଲ୍ଲା ବାଲେଶ୍ୱର ଓ ଭଦ୍ରକରେ ମାଡ ହେବା ସହିତ ଅନ୍ୟ ୪ଟି ଜିଲ୍ଲାରେ ବି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ଓଡ଼ିଶା ଏବଂ ପଶ୍ଚିମବଙ୍ଗର ପ୍ରଭାବିତ ଅଞ୍ଚଳ ଗସ୍ତ ପରେ ଆସିଛି । ସେ ଓଡିଶାର ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ଏବଂ ପଶ୍ଚିମବଙ୍ଗର ପୁର୍ବ...
Population Commission Closes Down
New Delhi: National Commission on Population (NCP) has been issued order of closure by the Government of India. In accordance with the present Government’s philosophy of ‘Minimum Government Maximum Governance’, the President of India has ordered the closure of NCP. Roles and Responsibility of NCP for population stabilization under National Population Policy has been entrusted the Ministry of Health & Family...
500 Cr Package For Odisha
Bhubaneswar: Prime Minister Narendra Modi on Friday announced a Rs 500 crore package to mitigate the damages caused due to Cyclone ‘YAAS’ that pounded two districts and caused extensive damages in four others. The Prime Minister’s announcement came after his aerial visit of the affected districts in Odisha and West Bengal to review the situation arising out of Cyclone Yaas. He...
Scribes Kin Get State Funds
Bhubaneswar: Following approval of the Chief Minister, Naveen Patnaik, the Department of Information and Public Relation (DoI&PR) has disbursed Rs.55.50 lakh from the Journalists’ Welfare Fund to state’s working journalists towards compensation for death and other assistance. It may be mentioned here that Chief Minister Mr.Patnaik last year after the outbreak Covid-19 epidemic had announced compensation Rs. 15 Lakh for...









