ଦନ୍ତ ଚିକିତ୍ସା କ୍ଷେତ୍ରରେ ସୋଆକୁ କୋକ୍ରେନ୍ ମାନ୍ୟତା

0

ଭୁବନେଶ୍ୱର : ଭାରତର ପ୍ରଥମ ଏବଂ ଏକମାତ୍ର ଦନ୍ତ ଚିକିତ୍ସା ଅନୁଷ୍ଠାନ ଭାବେ କୋକ୍ରେନ୍ ଇଣ୍ଡିଆ ନେଟୱାର୍କ ଅଧିନସ୍ଥ କୋକ୍ରେନ୍ ମାନ୍ୟତା ପାଇବାରେ ସଫଳତା ଅର୍ଜନ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଡେଣ୍ଟାଲ ସାଇନ୍‌ସ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ । ୧୯୯୩ ମସିହାରେ ପ୍ରତିଷ୍ଠିତ କୋକ୍ରେନ୍ ହେଉଛି ଏକ ବ୍ରିଟିଶ ଅଣ ଲାଭକାରୀ ସଂସ୍ଥା ଯାହାକି ବିଶ୍ୱ ସ୍ତରରେ ଗବେଷକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ରୋଗୀ ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ନୀତି ପ୍ରଣେତାଙ୍କୁ ନେଇ କାର୍ଯ୍ୟ କରିଥାଏ ଏବଂ ଜନସାଧାରଣଙ୍କ...

Odisha Crosses 1 Lakh Shots For Elderly

0

Bhubaneswar: While Odisha Government had set a target to vaccinate at least One Lakh Elderly Persons Per Day, it has been successful in crossing the target on 15 March. Thanks to the overdrive of the Department of Health & Family Welfare, which had set the target and intimated to District Collectors and Municipal Commissioner in this regard, has accomplished the...

ସ୍ୱତନ୍ତ୍ର ଅଭିଯାନରେ ୩୯୮୮ ଗିରଫ

ଭୁବନେଶ୍ୱର : ରାଜ୍ୟ ପୋଲିସ୍ ତରଫରୁ ଚଳିତ ମାସ ୭ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଜାମିନ୍ ବିିହୀନ ପରୱାନା (ଏନବିଡବ୍ଲ୍ୟୁ) ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ କରାଯାଇଥିଲା । ଏହି ଅଭିଯାନରେ ୩୯୮୮ଙ୍କୁ ପୁଲିସ୍‍ ଗିରଫ କରିବାରେ ସଫଳ ହୋଇଛି । ଦୀର୍ଘ ଦିନ ଧରି ଅପରାଧ ଘଟାଇ ଆତ୍ମଗୋପନ କରିଥିବା ଅଥବା କୋର୍ଟଙ୍କ ନିର୍ଦ୍ଦେଶକୁ ଭ୍ରୁକ୍ଷେପ କରୁନଥିବା ଅପରାଧୀଙ୍କ ବିରୋଧରେ ଏହି ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟ କରୁଥିଲା । ଜେନେରାଲ ରେଜିଷ୍ଟର୍ (ଜି.ଆର୍‌) ଏବଂ ସେସନ ୍‌ଟ୍ରାଏଲ୍ (ଏସ୍‌.ଟି) ମାମଲାରେ ସମ୍ପୃକ୍ତ...

ପାସପୋର୍ଟ ଯାଞ୍ଚ ପାଇଁ ଏମ୍‌-ପୋଲିସ୍ ବ୍ୟବସ୍ଥା

ଭୁବନେଶ୍ୱର : ପାସପୋର୍ଟର ତୁରନ୍ତ ଯାଞ୍ଚ କରିବା ନିମନ୍ତେ ଓଡ଼ିଶା ପୋଲିସ୍ ୫-ଟି କାର୍ଯ୍ୟକ୍ରମକୁ ଆଧାର କରି“ଏମ୍‌- ପୋଲିସ୍‌”ମୋବାଇଲ୍ ଆପ୍ଲିକେସନ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଥାନାଗୁଡ଼ିରେ ପାସପୋର୍ଟ ଯାଞ୍ଚ ବ୍ୟବସ୍ଥା ଏବେ ଖୁବ୍ ସହଜ ହେବାକୁ ଯାଉଛି । ଓଡ଼ିଶା ପୋଲିସ୍ ତରଫରୁ ପାସପୋର୍ଟ ଯାଞ୍ଚ ବ୍ୟବସ୍ଥାକୁ ସହଜ ଓ ସରଳ କରିବା ନିମନ୍ତେ “ଏମ୍‌- ପୋଲିସ୍‌”ମୋବାଇଲ୍ ଆପ୍ଲିକେସନ୍ ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ପାସପୋର୍ଟ ବ୍ୟବସ୍ଥାକୁ ସ୍ୱଚ୍ଛ ଏବଂ ସମୟପଯୋଗୀ କରିବା ନିମନ୍ତେ ଏହା ଏକ ମହତ୍ ପଦକ୍ଷେପ । ଏହି...

ବର୍ଦ୍ଧିତ ହୋଲଡିଂ ଟିକସ ଆଦାୟ ସ୍ଥଗିତ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ର ବର୍ଦ୍ଧିତ ହୋଲଡିଂ ଟିକସ ଆଦାୟକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି । ଏହା ବିରୁଦ୍ଧରେ ପ୍ରବଳ ଜନଅସନ୍ତୋଷ ଦେଖାଦେବା ପରେ ଅଦାଳତଙ୍କ ଚୂଡାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଏହା ସ୍ଥଗିତ ରହିଲା ବୋଲି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଘୋଷଣା କରିଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ ଜମିର ବେଞ୍ଚ ମାର୍କ ଦର ଅନୁସାରେ ହୋଲିଡିଂ ଟିକସ ଆଦାୟ ପାଇଁ ସ୍ଥିର ହୋଇଥିଲା । ତେବେ...

ଶିଶୁ ବିରୋଧୀ ହିଂସା ଦମନ ପାଇଁ ଆହ୍ୱାନ

0

ପୁରୀ : ଶିଶୁଙ୍କ ପ୍ରତି ଯୌନ ନିର୍ୟାତନା ଏବଂ ହିଂସା ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣାଇବା ସହିତ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।  ଯେଉଁସବୁ କ୍ଷେତ୍ର ଶିଶୁଙ୍କ ପାଇଁ ସ୍ପର୍ଶକାତର ତାହା ଚିହ୍ନଟ କରାଯିବା ଆବଶ୍ୟକ ।  ପୀଡ଼ିତ ଶିଶୁଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ପାଇଁ ଶିଶୁ କଲ୍ୟାଣ ଦିଗରେ କାର୍ୟ୍ୟରତ ସରକାରୀ ଓ  ବେସରକାରୀ ସଂଗଠନର କାର୍ୟ୍ୟକର୍ତ୍ତାଙ୍କ ସହଯୋଗ ତଥା ଶିଶୁ ଅନୁକୂଳ ପରିବେଶ ସୃଷ୍ଟି ଉପରେ ବହୁ ବିଶିଷ୍ଟ ବକ୍ତା ମତପୋଷଣ...

More Odisha Routes In UDAN 4.1

Bhubaneswar: Odisha will be greatly benefitted with the proposed Special Bidding under Regional Connectivity Scheme (RCS) Ude Desh Ka Aam Nagrik(UDAN) as several Routes in the State have been proposed for the bidding in UDAN 4.1. These routes are Bhubaneswar to Utkela, Utkela to Bhubaneswar, Utkela to Raipur, Raipur to Utkela, Jeypore to Vishakhapatnam, Vishakhapatnam to Jeypore, Bhubaneswar to Amarda...

ରାଜ୍ୟକୁ ଆଉ ୧୦ ନୂଆ ବିମାନପଥ

0

ଭୁବନେଶ୍ୱର : ଉଡାନ ଯୋଜନାରେ ରାଜ୍ୟର ଆଉ ୧୦ଟି ନୂଆ ବିମାନପଥ ସାମିଲ ହେବ । କେନ୍ଦ୍ର ସରକାର ଜାରି କରିଥିବା ଟେଣ୍ଡରରେ ଓଡିଶାର ଏହିସବୁ ବିମାନପଥ ସ୍ଥାନ ପାଇଛି । ଏହିସବୁ ବିମାନପଥ ଗୁଡିକ ହେଲା ଭୁବନେଶ୍ୱର-ଉତକେଲା, ଉତକେଲା-ଭୁବନେଶ୍ୱର, ରାୟପୁର-ଉତକେଲା, ଉତକେଲା-ରାୟପୁର, ଜୟପୁର-ବିଶାଖାପାଟଣା, ବିଶାଖାପାଟଣା-ଜୟପୁର, ଭୁବନେଶ୍ୱର-ଅର୍ମଦାରୋଡ, ଅର୍ମଦାରୋଡ-ଭୁବନେଶ୍ୱର, ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା ଏବଂ ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ, ଯିଏକି ଉଡାନ-ଆରସିଏସ୍‍ ଯୋଜନାର ସଫଳ କାର୍ଯ୍ୟକାରୀ କରୁଛନ୍ତି ଓଡିଶାର ବିମାନପଥ ସାମିଲକୁ ନେଇ ସେ ଖୁସି ବ୍ୟକ୍ତ...

ପୁରୁଣା ହାରରେ ମିଳୁଛି ଦରମା

ଭୁବନେଶ୍ୱର : ଲାଭରେ ଚାଲୁଥିବା ରାଜ୍ୟ ସରକାରଙ୍କ ଉଦ୍ୟୋଗଗୁଡ଼ିକ ନିଜ ନିଜ କର୍ମଚାରୀଙ୍କୁ ଏବେ ବି ପୁରୁଣା ହାରରେ ବେତନ ଦେଉଛନ୍ତି । କିଏ ପଞ୍ଚମ ଅର୍ଥ କମିଶନଙ୍କ ସୁପାରିଶ ତ ଆଉ କିଏ ଷଷ୍ଠ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ଦରମା ପ୍ରଦାନ କରୁଛନ୍ତି । ମିଳିଥିବା ସୂଚନାନୁଯାୟୀ ରାଜ୍ୟର ୧୩ଟି ସରକାରୀ ଉଦ୍ୟୋଗର କର୍ମଚାରୀ ଏବେ ବି ସପ୍ତମ ବେତନ କମିଶନ ଆଧାରରେ ଦରମା ପାଇବାରୁ ବଞ୍ଚିତ । ଓଡ଼ିଶା ରାଜ୍ୟ ଅର୍ଥ ନିଗମର କର୍ମଚାରୀମାନେ ଏବେ ବି ପଞ୍ଚମ ବେତନ...

ଅଧ୍ୟାପକଙ୍କ ବୟସ ୬୨କୁ ବଢ଼ାଅ

0

ଭୁବନେଶ୍ୱର : କଲେଜଗୁଡ଼ିକରେ ସଂଖ୍ୟାଧିକ ପଦବୀ ଖାଲିପଡ଼ିଥିବାରୁ ପାଠପଢ଼ା ଜାରି ରଖିବା ଲାଗି ଅଧ୍ୟାପକମାନଙ୍କ ଅବସର ବୟସ ସୀମା ୬୨ ବର୍ଷକୁ ବଢ଼ାଇବା ଲାଗି ଉଚ୍ଚଶିକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟି ସୁପାରିଶ କରିଛନ୍ତି । ଏଥିସହିତ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ଲାଗି ପଦକ୍ଷେପ ନେବାକୁ କୁହାଯାଇଛି । ବିଜେଡି ବିଧାୟକ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଷ୍ଟାଣ୍ଡିଂ କମିଟିରେ ୧୧ଜଣ ସଦସ୍ୟ ଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ଲାଗି କେତେଗୁଡ଼ିଏ ସୁପାରିଶ କରିଛନ୍ତି । ଏଥିମଧ୍ୟରେ କଲେଜଗୁଡ଼ିକରେ ଦୈନନ୍ଦିନ କାର୍ଯ୍ୟ...