Cong Favors All Party Covid Meet

Bhubaneswar: Pradesh Congress on Thursday urged Chief Minister Naveen Patnaik to convene an all-party meeting to discuss the pandemic situation in State. OPCC President Niranjan Patnaik in his letter to CM said that this is the first truly global pandemic and the miseries that it has brought is unimaginable. “Not a day goes by when people do not hear of someone...

ବାୟୋ ବବଲ ସୁରକ୍ଷାରେ ରଥ ନିର୍ମାଣ

0

ପୁରୀ : ରଥ ନିର୍ମାଣରେ ନିୟୋଜିତ ମହାରଣା ଓ ଭୋଇ କାରିଗରଙ୍କ ଠାରେ କରୋନା ଠାବ ହେବାପରେ ସୁରୁଖୁରୁରେ ରଥକାମ ଚଳାଇବାପାଇଁ କାରିଗରମାନଙ୍କୁ ବାୟୋବବଲ ସୁରକ୍ଷା ବଳୟରେ ରଖିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଛି । ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆଜି ଏହି ସୂଚନା ଦେଇଛନ୍ତି । ବାୟୋ ବବଲ ହେଉଛି ଏକ ଜୈବିକ ସୁରକ୍ଷା ବଳୟ ଯାହାକୁ ସହଜରେ କରୋନା ଭୂତାଣୁ ଭେଦ କରିପାରେ ନାହିଁ । ଏହା ଅତ୍ୟନ୍ତ ସୁରକ୍ଷିତ...

ରାମଚନ୍ଦ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

0

ଭଦ୍ରକ : ଦେଶର ଅଗ୍ରଣୀ ହୋଟେଲ ଶିଳ୍ପ ମେ ଫେୟାର ହୋଟେଲ ଗୋଷ୍ଠିର ପରାମର୍ଶଦାତା ସ୍ୱର୍ଗତ ରାମଚନ୍ଦ୍ର ମିଶ୍ରଙ୍କ ଦଶାହ ଅବସରରେ ଆଜି ତାଙ୍କ ପୈତୃକ ଗ୍ରାମ ଧାମନଗର ଅର୍ନ୍ତଗତ ଗୁରୁନଗର ଶାସନଠାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କରୋନା କଟକଣା ମଧ୍ୟରେ ଗ୍ରାମର ଯୁବକମାନେ କ୍ୟାଣ୍ଡେଲ ଜଳାଇ ତାଙ୍କର ପ୍ରିୟ ଟୁଲା କାକାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କର ଅମର ଆତ୍ମାର ସଦ୍‍ଗତି କାମନା କରିଛନ୍ତି । ନୋଇଡାରେ ଅବସ୍ଥାପନ କରୁଥିବା ଶ୍ରୀ ମିଶ୍ର ନିଜ ଗ୍ରାମର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ...

ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରୁହ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ ଜେନା ରାଜ୍ୟର ପ୍ରଭାବିତ ହେବାର ସମ୍ଭାବନା ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ମୟୁରଭଞ୍ଜ, ଯାଜପୁର, ନୟାଗଡ, ଖୋର୍ଦ୍ଧା, କଟକ, ଗଜପତି ଜିଲ୍ଲାଗୁଡିକର ଜିଲ୍ଲାପାଳ, ପୋଲିସ୍‍ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଜିଲ୍ଲା ଅଗ୍ନିଶମ ସେବା ଅଧିକାରୀଙ୍କ ସହ ପ୍ରାକ୍‍ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏଥି ସହିତ ରାଜ୍ୟସ୍ତରରେ ସଂପୃକ୍ତ...

ଶିଶୁଙ୍କ ନିମନ୍ତେ ୨୪ ଘଣ୍ଟିଆ ହେଲପ୍‌ଲାଇନ୍‌

0

ଭୁବନେଶ୍ୱର : ସଂପ୍ରତି କୋଭିଡ୍‌-୧୯ ପରିସ୍ଥିତିରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ହେଲପ୍‌ଲାଇନ୍‌ ୧୦୯୮ ଏବଂ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସହାୟତା ନମ୍ବର ୧୮୦୦-୩୪୫-୪୪୯୪ ସହ ରାଜ୍ୟ ହେଲ¬ଲାଇନ୍‌ ୧୦୪ ଜାରି କରାଯାଇଛି । ୧୮ ବର୍ଷରୁ କମ୍‌ ବୟସର ଅସହାୟ ଓ ବିପଦସଂକୁଳ ଅବସ୍ଥାରେ ଥିବା କୌଣସି ଶିଶୁ, ମାତାପିତା ବିହୀନ ଶିଶୁ କିମ୍ବା କରୋନା ସଂକ୍ରମିତ ହୋଇ ସଂଗରୋଧରେ ଥିବା ପିତାମାତାଙ୍କ ଶିଶୁ କାହାର ନଜରକୁ ଆସିଲେ ତୁରନ୍ତ...

୧୭ହଜାର ଟନ୍‍ରୁ ଅଧିକ ଅକ୍ସିଜେନ୍‍ ଯୋଗାଣ

ଭୁବନେଶ୍ୱର : ରାଜ୍ୟ ପୁଲିସ୍‍ ସହାୟତାରେ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି । ଅଦ୍ୟାବଧି ୯୭୫ ଟି ଟ୍ୟାଙ୍କର୍ ଯୋଗେ ୧୭୮୭୩.୭୧୧ ଟନ୍‌ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତରପ୍ରଦେଶ,କର୍ଣ୍ଣାଟକ, ଦିଲ୍ଲୀ, ଚଣ୍ଡିଗଡ, ପଞ୍ଜାବ,ରାଜସ୍ଥାନ,ଛତିଶଗଡ, ହରିୟାଣାକୁ ଅକ୍ସିଜେନ୍ ପଠାଯାଇଛି । ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍‌ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍ କରିଡ଼ର୍ ପ୍ରସ୍ତୁତ କରାଯାଇଛି...

ଲକଡାଉନ୍‍ କମାଇ ପାରିଲାନି କରୋନା

0

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ପରେ ବି ଦୈନିକ ସଂକ୍ରମଣରେ ଲାଗିପାରୁନି ବ୍ରେକ୍ । ମୃତ୍ୟୁସଂଖ୍ୟା ବି ବଢିବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୪୯୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ରେକର୍ଡ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୨,୪୦୩ରେ ପହଞ୍ଚିଛି । ଆଜି ବି ରାଜ୍ୟରେ ୨୪ ଘଣ୍ଟାରେ ୧୧,୪୯୮ ନୂଆ...

ଟିକା କିଣିବାକୁ ଶିଳ୍ପସଂସ୍ଥା ରାଜି

0

ଭୁବନେଶ୍ୱର : ଟିକାକରଣରେ ସହଯୋଗ ପାଇଁ ରାଜ୍ୟର ବୃହତ୍‍ ଶିଳ୍ପସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନମାନେ ଆଗେଇ ଆସିଛନ୍ତି । ରାଜ୍ୟ ସରକାରଙ୍କ ସହଯୋଗରେ ସେମାନେ ଟିକା ଖରିଦ ସହିତ ନିଜର କର୍ମଚାରୀ, ସେମାନଙ୍କ ପରିବାର ଏପରିକି ଠିକା କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କର ଟିକାକରଣ କରାଇବେ । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଶିଳ୍ପସଂସ୍ଥା ଓ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ କର୍ତ୍ତୃପକ୍ଷଙ୍କୁ ନେଇ ଅନୁଷ୍ଠାନ ବୈଠକରେ ଖୋଲା ବଜାରରୁ ଟିକା ଖରିଦ ନେଇ ଆଲୋଚନା ହୋଇଛି । ଶିଳ୍ପ...

ବିପଦରେ ହସ୍ତତନ୍ତ ଓ ହସ୍ତଶିଳ୍ପ

0

ଭୁବନେଶ୍ୱର : କରୋନା ମାଡ଼ରେ ଓଡ଼ିଶାର ପ୍ରାୟ ୩ଲକ୍ଷ ବୁଣାକାର ଓ ହସ୍ତଶିଳ୍ପୀଙ୍କ ଜୀବିକା ବୁଡ଼ି ଯାଉଥିବା ବେଳେ ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ଉତ୍କର୍ଷ କଳାର ଭୂମି ଭାବେ ଓଡ଼ିଶାର ଅନ୍ୟ ନାମ ଉତ୍କଳ ହୋଇଥିବା ବେଳେ ଏହି କାରଗରମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆନଗଲେ କରୋନା ଏହି କୌଳିକ କଳାକୁ ଡୁବାଇ ଦେବାର ଆଶଙ୍କା ଉପୁଜିଛି । ବରଗଡ଼, ସୋନପୁର, କଟକ, ସମ୍ବଲପୁର, ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା ସମେତ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ହସ୍ତତନ୍ତମାନ ରହିଛି । ଏହା...

Private Hospitals Get Vax Access

0

Bhubaneswar: ACS  Health and Family Welfare Pradipta Kumar  Mohapatra has informed  District Collectors, Municipal Commissioners, CDMs and PHOs Wednesday that  the three private hospitals have contacted Covid vaccine manufacturer Serum Institute of India (SII) for procurement of 12,000 doses of Covishield vaccine each. The Ministry of Health and Family Welfare informed the Odisha Government about the private hospitals who have...