ସଂକ୍ରମଣ ପ୍ରତିରୋଧ ନିୟମ ମାନ
ଭୁବନେଶ୍ୱର : ବର୍ତମାନ ଦେଖାଯାଉଥିବା କରୋନାର ଦ୍ୱିତୀୟ ଲହରୀରେ ଭୟଭୀତ ନହୋଇ ସଂକ୍ରମଣ ପ୍ରତିରୋଧ ନିୟମକୁ ସମ୍ପୂର୍ଣ୍ଣ ମାନି ଚାଲିବାକୁ ଏବଂ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଜେ ନେବାକୁ ଭୁବନେଶ୍ୱର ମହାନଗର ନିଗମାଂଚଳର ନାଗରିକ ମାନଙ୍କୁ ଅନୁରୋଧ ଜଣାଇଛନ୍ତି ବି ଏମ୍ ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ନିୟନ୍ତ୍ରିତ ଭାବେ ସମସ୍ତ ପ୍ରକାର ଚଳଣିକୁ ସ୍ୱାଗତ କରି ସେହି ଅନୁଯାୟୀ ନିଜର କାରବାର ଏବଂ ଆଚରଣ ଦେଖାଇବା ଯଦ୍ଦ୍ୱାରା ସଂକ୍ରମଣର ହାର କମିବା ସହଜ ହେବ...
ଯୋଜନା ଅର୍ଥ ଖର୍ଚ୍ଚ କର
ଭୁବନେଶ୍ୱର : ଯୋଜନାରେ ଆବଣ୍ଟିତ ଅର୍ଥକୁ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ କରି ଯୋଜନାର ସଫଳ ରୂପାୟନ ଦିଗରେ ଅଧିକାରୀମାନେ ତତ୍ପରାତା ପ୍ରକାଶ କରନ୍ତୁ । ଏଥି ସହିତ ୫-‘ଟି’ ଅନୁସାରେ ସମସ୍ତ ଯୋଜନାକୁ ଠିକ୍ ସମୟରେ ଏବଂ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରି କାର୍ଯ୍ୟକାରୀ କରିବା ଏବଂ ଯୋଜନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ନିର୍ଦ୍ଦେଶାଳୟ ଏବଂ ସରକାରୀ େୱବ୍ସାଇଟ୍ରେ ଉପଲବ୍ଧ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର...
Weekend Closure For Srimandir
Puri: Shree Jagannath Temple Administration (SJTA) has announced that in view of the prevailing corona situation across the country and the state as well, the 12th century shrine will remain closed on Saturdays and Sundays and made it mandatory for the devotees outside Odisha to produce COVID-19 negative certificates. This was decided at the meeting chaired by SJTA Chief Administrator Krishan Kumar and...
Team To Check Medicine Black Marketing
Bhubaneswar: The State Government Friday formed a state-level committee to check hoarding and black marketing of medicines and other medical supplies essential for treatment and prevention of Covid-19. The move of the state government came after reports of the medicines and medical supplies being hoarded and black marketed by some unscrupulous elements. Additional DGP, CID, CB has been appointed as the...
RoPAX Jetty In Odisha
Bhubaneswar: Ministry of Ports, Shipping & Waterways (MoPSW) has accorded administrative approval for sanction of Rs 50.30 crore for developing all-weather ROPAX (Roll-on/Roll-off Passenger)Jetty and allied infrastructure connecting Kaninali in Bhadrak district &Talachua in Kendrapara district, Odisha under the Sagarmala initiative. The Government of Odisha will fund another 50% cost of the project. Mansukh Mandaviya, Minister Port, Shipping and Waterways said...
ଧାମରାରେ ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ
ଭଦ୍ରକ: ସାଗରମାଳା ଯୋଜନା ଅଧୀନରେ ଓଡ଼ିଶାର ଭଦ୍ରକ ଜିଲ୍ଲାର କାଣୀନାଳି ଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ସଂଯୋଗ କରୁଥିବା ସବୁଦିନିଆ ଆରଓ-ପ୍ୟାକ୍ସ (ରୋଲ-ଅନ୍/ରୋଲ୍ ଅଫ ଯାତ୍ରୀବାହୀ) ଜେଟି ଏବଂ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ କରାଯିବ। ଏଥିପାଇଁ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ୫୦.୩୦ କୋଟି ଟଙ୍କା ବ୍ୟୟ କରାଯିବା ଲାଗି ପ୍ରଶାସନିକ ଅନୁମୋଦନ ଦିଆଯାଇଛି। ଏହି ପ୍ରକଳ୍ପ ପାଇଁ ଅତିରିକ୍ତ ୫୦ ପ୍ରତିଶତ ଅର୍ଥ ଓଡ଼ିଶା ସରକାର ଖର୍ଚ୍ଚ କରିବେ। ଏହି ପ୍ରକଳ୍ପ ପାଇଁ ମୋଟ ୧୧୦.୬୦ କୋଟି...
ସପ୍ତାହରେ ଦୁଇ ଦିନ ଶ୍ରୀମନ୍ଦିର ବନ୍ଦ
ଭୁବନେଶ୍ୱର : ପ୍ରତି ଶନିବାର ଓ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିାବବେଳେ ଆସନ୍ତା ୨୪ ତାରିଖରୁ ଏହା ଲାଗୁହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦିଆଯାଇଛି । ପୂର୍ବରୁ ଶ୍ରୀମିନ୍ଦରକୁ ସାନିଟାଇଜ ପାଇଁ କେବଳ ରବିବାର ବନ୍ଦ କରାଯାଉଥିବାବେଳେ ଏବେ ଉଭୟ ଶନିବାର ଏବଂ ରବିବାଦ ଦୁଇଦିନ ବନ୍ଦ ରହିବ...
କେବୁଲ ତାର ପାଇଁ ଲୋକେ ହୀନସ୍ତା
ଭୁବନେଶ୍ୱର : ବିଜୁଳି ଖୁଣ୍ଟରେ କେବୁଲ ତାର ଟଣା ବାବଦରେ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକ ବର୍ଷକୁ ଦେଢ କୋଟିରୁ ଅଧିକ ଟଙ୍କା ପାଉଥିବାବେଳେ ଏହି ତାର ଛିଣ୍ଡିବା ଓ ଝୁଲି ରହିବା ଯୋଗୁଁ ଅନେକ ସ୍ଥାନରେ ଲୋକେ ହୀନସ୍ତା ହେଉଛନ୍ତି । ଖୋଦ ରାଜଧାନୀରେ ଅଧିକାଂଶ ସ୍ଥାନରେ ଏଭଳି କେବୁଲ ପ୍ରତି ନା ବିଜୁଳି କମ୍ପାନୀ ନା କେବୁଲ କମ୍ପାନୀ କେହି ହେଲେ ଦୃଷ୍ଟି ଦେଉ ନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଥିବା ୪ଟି ବିଜୁଳି ବିତରଣ କମ୍ପାନୀ ସେମାନଙ୍କ ବିଦ୍ୟୁତ୍...
କରୋନା ପରେ ହେଉ ପିପିଲି ଉପନିର୍ବାଚନ
ଭୁବନେଶ୍ୱର : ସ୍ଥଗିତ ରହିଥିବା ପିପିଲି ଉପନିର୍ବାଚନ କେବେ ହେବ ସେଥିଘେନି ଅନିଶ୍ଚିତତା ରହିଛି । ବିଶେଷକରି ମହାମାରୀ କରୋନାର ପ୍ରାର୍ଦୁଭାବ ବଢି ଚାଲିଥିବାବେଳେ ସ୍ଥିତି ନିୟନ୍ତ୍ରଣକୁ ଆସିବାପରେ ଉପନିର୍ବାଚନ ହେଉବୋଲି ପିପିଲି-ଡେଲାଙ୍ଗ ଅଞ୍ଚଳର ଲୋକେ ମତପ୍ରକାଶ କରୁଛନ୍ତି । ପିପିଲି-ଡେଲାଙ୍ଗ ଅଞ୍ଚଳରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗରେ ଦଳ ମତ ନିର୍ବିଶେଷରେ ଶୋକର ଛାୟା ଖେଳି ଯାଇଥିବାବେଳେ ଏ ଅଞ୍ଚଳରେ ବେଶ୍ କିଛିଦିନ ଧରି ଡେରା ପକାଇ ନିର୍ବାଚନ ପ୍ରଚାର ଆଳରେ ଉତ୍ତେଜନମୂଳକ ପରିସ୍ଥିତି ସୃଷ୍ଟି କରିଥିବା ବାହାର ଅଞ୍ଚଳର ନେତାମାନେ...
State Suspends Board Exams
Bhubaneswar: Keeping in view the health and safety of students in the current Carona epidemic, Chief Minister Naveen Patnaik has ordered the suspension of all tenth and twelfth board examinations in the state. Mr.Patnaik made the announcement after reviewing the coronavirus situation in Odisha, where active cases have surpassed the 14,000-mark. Accordingly, the Class XII examination, which is scheduled to start...









