Single Reform Attracts Less Assistance

0

Bhubaneswar : State Government has received lesser amount of assistance than the neighboring States like Andhra Pradesh and Madhya Pradesh for implementing only one single citizen-centric reforms like ease of doing business (EDOB).   The Department of Expenditure, Ministry of Finance has allocated Rs.388 crore to utilize in capital expenditure and released Rs.194 crore to State for implementing the EDOB. The capital...

Be Vigilant For 2 More Months; CM

0

Bhubaneswar : Chief Minister Naveen Patnaik on Wednesday urged the people to remain more vigilant for the next two months and not drop guard against the deadly Novel Corona Virus(COVID-19).  Reviewing the COVID-19 situation, he said now that the State is fully open, starting with business establishments and religious institutions. Chief Minister's Secretary VK Pandian conducted the program. CM said the education...

Move To Book Power Thieves

0

Bhubaneswar : While working towards providing uninterrupted power supply to the consumers even during the pandemic, Tata Power Central Odisha Distribution Limited (TPCODL) has to bear huge losses due to power theft. This unethical practice ultimately hinders development of infrastructure to extend services to under-served areas and improve services to existing customers. Ultimately, the burden of these losses is carried by...

୫୧ ପ୍ରତିଶତ ଭୋଟ ପାଇବ ବିଜେପି

0

ଭୁବନେଶ୍ୱର : ଆଗାମୀ ନିର୍ବାଚନରେ ୫୧ ପ୍ରତିଶତ ଭୋଟ ସହ ଆମେ ସରକାର ଗଠନ କରିବୁ ବୋଲି ଓଡିଶା ଗସ୍ତରେ ଆସିଥିବା ରାଜ୍ୟ ବିଜେପି ସହପ୍ରଭାରୀ ତଥା ସାଂସଦ ବିଜୟ ପାଲ ସିଂ ତୋମାର ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ସବକା ସାଥ ସବକା ବିକାଶ ନୀତି ଦ୍ୱାରା ବିଜେପି ସାରା ଦେଶରେ ବିଶ୍ୱାସ ଭାଜନ ହୋଇପାରିଛି । ପୂରା ଦେଶରେ ବିଜେପିର ଲୋକପ୍ରିୟତା ବଢିଛି । ଗତ କିଛିଦିନ ମଧ୍ୟରେ...

No Bird Flu In Odisha

0

Bhubaneswar : Chief Secretary Suresh Chandra Mohapatra Wednesday reviewed the bird flu scenario in the State even as the Centre alerted four states including Odisha to remain alert over the scare. The review by the Chief Secretary revealed that there had been no report about the avian influenza in the State. Around 11,000 samples from different areas have been tested and...

ଫାର୍ମପୋଖରୀ ଖନନକୁ ପ୍ରାଥମିକତା

0

ଭୁବନେଶ୍ୱର : ଫାର୍ମପୋଖରୀ ଯୋଜନା କୃଷି ସହିତ ଆନୁଷଙ୍ଗିକ କୃଷିକ୍ଷେତ୍ରରେ ଆୟବୃଦ୍ଧି ଦିଗରେ ବିଶେଷ ସହାୟକ ହୋଇପାରୁଥିବାରୁ ରାଜ୍ୟ ସରକାର ଫାର୍ମପୋଖରୀ ଖନନକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫-‘ଟି’କୁ କଡ଼ାକଡ଼ି ଭାବେ ଅନୁପାଳନ କରି ହିତାଧିକାରୀ ଚୟନରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ ଏବଂ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ସୁବିଧା ଓ ପ୍ରୋତ୍ସାହନ ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ...

State Clears Major Industrial Projects

0

Bhubaneswar : After garnering Rs 1,19,214.72 Crore worth of new investments since February 2020, the 25th High Level Clearance Authority(HLCA)  chaired by Chief Minister Naveen Patnaik today issued in-principle approval to 3 major industrial projects to the tune of Rs 5358.24 Crore. These projects are  in the Metal & Metal Downstream, Cement and Refinery & Petrochemicals sectors. These three industrial...

ଆଉ ଦୁଇ ମାସ ସତର୍କ ରୁହ

0

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍‌ ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି । ତେଣୁ ଆଗାମୀ ୨ ମାସ ଆମକୁ ସତର୍କତାର ସହ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ଟୀକାକରଣ ସଂପର୍କରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଇଂଲଣ୍ଡ ତଥା ଇଉରୋପରେ କୋଭିଡର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି ଏବଂ କେତେକ ଦେଶରେ...

୨୪ ପ୍ରତିଶତ ଅଧିକ ଧାନ ସଂଗ୍ରହ

0

ଭୁବନେଶ୍ୱର : ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାର ପ୍ୟାକ୍ସ/ଲ୍ୟାମ୍ପସ୍‌, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପାଣି ପଞ୍ଚାୟତ ଦ୍ୱାରା ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଖରିଫ୍‌ ଧାନସଂଗ୍ରହ କାର୍ଯ୍ୟ କରାଯାଉଥିବାବେଳେ ଆଜି ସୁଦ୍ଧା ମୋଟ ୨୬ ଲକ୍ଷ ୪୮ ହଜାର ୪୭୪ ମେଟି୍ରକ୍‌ ଟନ୍‌ ଧାନସଂଗ୍ରହ କରାଯାଇଛି । ଏହା ଗତବର୍ଷ ଆଜି ଦିନ ସୁଦ୍ଧା ଖରିଫ୍‌ ଧାନସଂଗ୍ରହଠାରୁ ୨୪ ପ୍ରତିଶତ ଅଧିକ । ଗତବର୍ଷ ଆଜିର ତାରିଖ ସୁଦ୍ଧା ମୋଟ ୨୧ ଲକ୍ଷ ୩୦ ହଜାର ୧୯୯ ମେଟି୍ରକ୍‌...

ଏଏସ୍‍ଓ ନିଯୁକ୍ତି ଉପରେ ପ୍ରଶ୍ନବାଚୀ

ଭୁବନେଶ୍ୱର : ଲୋକସେବା ଭବନରେ କାର୍ଯ୍ୟରତ ୫୦ରୁ ଅଧିକ ଏଏସ୍‍ଓଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠିବା ସହିତ ଅଦାଲତରେ ମାମଲା ରୁଜୁ ହୋଇଛି । ଏମାନଙ୍କ ନିଯୁକ୍ତିକୁ ଓ ବରିଷ୍ଠତାକୁ ନେଇ ଏବେ ଆଉ କିଛି ଏଏସ୍‍ଓ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଲୋକସେବାଭବନରେ ୮୦୦ ଏଏସ୍‍ଓ ନିଯୁକ୍ତିନେଇ ୨୦୧୨ ମସିହାରେ ବିଜ୍ଞାପନ ପ୍ରକାଶ ପାଇଥିଲା । ଏଥିରେ ଉଲ୍ଲେଖଥିଲା ଯେ ୨୦୧୨ ଜାନୁୟାରୀ ପହିଲା ସୁଦ୍ଧା ଯେଉଁ ପ୍ରାର୍ଥୀମାେନେ ବୟସ ଓ ଶିକ୍ଷାଗତ ଯୋଗ୍ୟତା ସର୍ତ୍ତ ପୂରଣ କରୁଥିବେ...