୫ଦିନରେ ୨୯୦ କୋଭିଡ ମୃତ୍ୟୁ

0

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ବଢି ଚାଲିଥିବାବେଳେ ୫ଦିନ ମଧ୍ୟର ୨୯୦ ଜଣଙ୍କ ପ୍ରାଣ ଗଲାଣି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‍ ମୃତ୍ୟୁସଂଖ୍ୟା ୪୪୭୬ରେ ପହଞ୍ଚିଛି । ତେବେ ଗତ ରାଜ୍ୟରେ ଗତ ୨୪ଘଣ୍ଟାରେ ସର୍ବକାଳୀନ ମୃତ୍ୟୁ ରେକର୍ଡ ୬୧ ରହିଛି । ଚଳିତମାସ ୫ତାରିଖ ଠାରୁ ମୃତ୍ୟୁସଂଖ୍ୟା ୫୦ ଉପରେ ରହୁଛି । ୫ତାରିଖରେ ୫୨ ଜଣ ପ୍ରାଣ ହରାଇଥିବାବେଳେ ୬ତାରିଖରେ ୫୧, ୭ତାରିଖରେ ୫୯, ୮ତାରିଖରେ ୫୭ଜଣ ମରିଥିବାବେଳେ ଆଜି ଏହି ସଂଖ୍ୟା ୬୧ରେ ପହଞ୍ଚିଛି । ମୃତ୍ୟୁବରଣ କରିଥିବା...

Covid Deaths On Rise

0

Bhubaneswar; Death of another 61 persons due to Covid-19 reported by State Government on Friday. The death toll in the State increased to 4,471. The State Health and Family Welfare Department informed in Twitter that death of 11 persons were confirmed in Khurda district, while death of six persons reported in each of Bargarh, Ganjam, Mayurbhanj and Puri districts. Similarly, Sambalpur and...

State Allows DL Tests

Bhubaneswar: With the improvement in the Covid-19 situation, the State Government has decided to resume tests for issuance of Driving License (DL) in the Category B districts (excluding Puri) from 13 July. Transport Commissioner Arun Bothra has issued a notification in this effect on Friday. In view of the Covid-19 pandemic, the DL and Learner's License (LL) services were suspended on...

୧୧୪ ପୌରାଞ୍ଚଳରେ ନିର୍ମାଣ ହେବ ପାର୍କ, ଜିମ୍‍

ଭୁବନେଶ୍ୱର : ରାଜ୍ୟର ପ୍ରତ୍ୟେକ ପୌରାଞ୍ଚଳରେ ଛୋଟ ଛୋଟ ପାର୍କ ନିର୍ମାଣ ହେବ । ଏଥି ସହିତ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଉପଯୋଗୀ ଲାଗି ରାସ୍ତାକଡରେ ମୁକ୍ତାକାଶ ଜିମ୍‍ ଏବଂ ବର୍ତ୍ତମାନ ଥିବା ପାର୍କରେ ମଧ୍ୟ ଜିମ୍‍ ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ‘ସୁସ୍ଥ ଓଡିଶା ସୁଖୀ ଓଡିଶା’ ଭିଜନକୁ କାର୍ଯ୍ୟକାରୀ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟ ମନ୍ତ୍ରୀ କର୍ମ ତତ୍ପର (ମୁକ୍ତା) ଯୋଜନାରେ ଏହିସବୁ କାର୍ଯ୍ୟ ହାତକୁ ନେଇଛି । ପ୍ରକଳ୍ପ କାର୍ଯ୍ୟକାରିତା ସଂକ୍ରନ୍ତରେ ଗୃହ ଓ ନଗର...

ତିନିବର୍ଷ ତଳୁ ଆସିଲାଣି ସ୍ଥାନ ସଂରକ୍ଷଣ ରାୟ

ଭୁବନେଶ୍ୱର : ପୌର ସଂସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ ଲାଗି ସଂରକ୍ଷଣସୀମା ୫୦ ପ୍ରତିଶତ ଭିତରେ ସୀମିତ ରଖିବାପାଇଁ ତିନିବର୍ଷ ତଳୁ ସୁପ୍ରିମ୍‍କୋର୍ଟ ରାୟ ଦେଇସାରିଥିବାସ୍ଥଳେ ଏଯାବତ୍‍ ନୂଆ ସଂରକ୍ଷଣ ବ୍ୟବସ୍ଥା ଆଧାରରେ ସଂରକ୍ଷିତ ନିର୍ବାଚନମଣ୍ଡଳୀ ଚିହ୍ନିତ ହୋଇପାରିଲାନାହିଁ । ଫଳରେ ଶତାଧିକ ପୌରସଂସ୍ଥାରେ ନିର୍ବାଚିତ ପ୍ରତିନିଧି ନଥିବାବେଳେ ବର୍ଷ ବର୍ଷ ଧରି ଅଫିସରମାନଙ୍କ ଦ୍ୱାରା ଏହା ପରିଚାଳିତ ହେଉଛି । ନବଗଠିତ ନୂଆପଡା ଏନଏସି ନିର୍ବାଚନରେ ବିଭିନ୍ନ ବର୍ଗଙ୍କ ଲାଗି ସଂରକ୍ଷଣସୀମା ୫୦ ପ୍ରତିଶତ ଟପିଥିବାରୁ ଏହା ବିରୁଦ୍ଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା...

CM Reviews Rath Jatra Prep

Puri: Chief Minister Naveen Patnaik Wednesday cautioned the people about the Covid-19 Pandemic during the upcoming Annual Chariot Festival of the Trinity in Puri. Reviewing the preparations for the world famous Rath Jatra on 12 July, he said like in the previous year, the festival of Lord Jagannath and his siblings is going to be held in an extraordinary situation. “Kalia...

Smart City Project Moves Ahead

0

Bhubaneswar: The Fourth Special Apex Committee led by Kunal Kumar, Joint Secretary and Mission Director (Smart City Mission), for validation of Maturation Phase has approved the Bhubaneswar Active (B-Active) Project of the city under the City Investments to Innovate Integrate and Sustain (CITIIS). After the approval the project will move forward to the implementation phase. The Special APEX Committee comprised representatives...

Financial Award For Olympians

0

Bhubaneswar: Chief Minister Naveen Patnaik Thursday announced the financial award—Rs 4 crore for Gold and Silver medals and Rs 2.5 crore for Bronze--for Odisha athletes at the Tokyo Olympics. The announcement came during an interaction the Chief Minister had with the participants. Mr.Patnaik encouraged the Odisha Olympians and wished them all success. He also announced an award of Rs 1.5 lakh for...

Vax Strategy For Pregnant Women

0

Bhubaneswar: The State Government on Thursday asked concern officers to follow the strategy prepared for vaccination of pregnant women.   Additional Chief Secretary (ACS), Health & Family Welfare, PK Mohapatra has issued instructions to the Collectors Municipal Commissioners and Chief District Medical & Public Health Officers on this issue. “Covid-19 infection during pregnancy may result in rapid deterioration of health of...

ସୁରୁଖୁରୁରେ ରଥଯାତ୍ରା ପାଇଁ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି  ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରୁ ଏହା ଜଣା ଯାଇଛି । ଗତବର୍ଷ ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ଏବର୍ଷ ମଧ୍ୟ ଯେପରି ରଥଯାତ୍ରା ସୁଚାରୁ  ରୂପେ ପାଳିତ ହେବ ଏବଂ  ଭକ୍ତ ମାନେ ଘରେ ରହି ମହାପ୍ରଭୁଙ୍କ  ଘୋଷଯାତ୍ରା ଦେଖିବେ ସେଥିପାଇଁ...