Farmers Get PM KISAN Funds
New Delhi: Prime Minister Narendra Modi released 8th instalment of financial benefit of Rs 2,06,67,75,66,000 to 9,50,67,601 beneficiary farmers under Pradhan Mantri Kisan Samman Nidhi (PM-KISAN) scheme today via video conferencing. Prime Minister also interacted with farmer beneficiaries during the event. Union Agriculture Minister was also present on the occasion. While interacting with beneficiaries of Pradhan Mantri Kisan Samman Nidhi (PM-KISAN)...
କାଳିଆ ଯୋଜନାରେ ଗଲା ୯୨୦ କୋଟି ଟଙ୍କା
ଭୂବନେଶ୍ୱର : ଅଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇ ଭଉଣୀ ମାନଙ୍କୁ ଶୁଭେଛା ଜଣାଇବା ସହ ରାଜ୍ୟର ୪୨ ଲଷ ଚାଷୀ ପରିବାର ର ବ୍ୟାଙ୍କ ଖାତାରେ ଖରିଫ ୨୦୨୧ ପାଇଁ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ଜମା କରାଯାଇଥିବା ବିଷୟ ଘୋଷଣା କରିଛନ୍ତି । ରାଜ୍ୟର ଛୋଟ ଚାଷୀ ,ନାମ ମାତ୍ର ଚାଷୀ ଓ ଭୂମି ହୀନ ଚାଷୀ ପରିବାର ସମସ୍ତେ ଏହି କାଳିଆ ଯୋଜନା ର ସହାୟତା ପାଇ ଏହାକୁ ଚାଷ କାମରେ ତଥା ଜୀବନ...
ଇଡକୋ ଦାୟିତ୍ୱ ନେଲେ କ୍ରିଷନ କୁମାର
ଭୁବନେଶ୍ଵର : ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଡଃ. କ୍ରିଷନ କୁମାର ଆଜି ଓଡିଶା ଶିଳ୍ପ ଭିତ୍ତିଭୂମି ଊନ୍ନୟନ ନିଗମ (ଇଡକୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଯୋଗଦେବାର ପ୍ରଥମ ଦିବସରେ ସେ ଇଡକୋର ବିଭିନ୍ନ କାର୍ଯ୍ୟକ୍ରମ ତଥା କାର୍ଯ୍ୟକଳାପର ସମୀକ୍ଷା କରିଥିଲେ । ଉକ୍ତ ବୈଠକରେ, ସେ ସର୍ବପ୍ରଥମେ ରାଜ୍ୟ ସରକାରଙ୍କ ୫-ଟି ଆଭିମୁଖ୍ୟ ଆଧାରରେ କାର୍ଯ୍ୟ ଯୋଜନା (ଆକ୍ସନ ପ୍ଳାନ ) ଉପରେ ଗୁରୁତ୍ଵାରୋପ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୦...
Dr.Kumar Takes IDCO Charge
Bhubaneswar: Senior Mandarin Dr.Krishan Kumar has taken charge of Chairman and Managing Director of Odisha Industrial Infrastructure Development Corporation (IDCO), the premier PSU engaged in Industrial Infrastructure Development. After taking over IDCO, Dr.Kumar harped on 5T Charter of the Odisha Government and directed the officials to prepare Action Plan keeping in view the 5T Charter. He said all stress is...
ପ୍ରବେଶ କଲା ସ୍ପୁଟନିକ-ଭି
ଭୁବନେଶ୍ୱର: କରୋନା ପ୍ରତିରୋଧ ପାଇଁ ତୃତୀୟ ଟିକା ଭାବେ ସ୍ପୁଟନିକ-ଭି ଆଜି ଭାରତରେ ଆରମ୍ଭ ହୋଇଛି । ରୁଷିଆ ପ୍ରସ୍ତୁତ ଏହି ଟିକାକୁ ପ୍ରଥମେ ହାଇଦ୍ରାବାଦରେ ଲୋକଙ୍କୁ ଦିଆଯାଇଛି । ପୂର୍ବରୁ ଭାରତ ବାୟୋଟେକର କୋଭାକ୍ସିନ୍ ଓ ସିରମ୍ ଇନ୍ଷ୍ଟିଚ୍ୟୁଟ୍ର କୋଭିସିଲ୍ଡ ଲୋକଙ୍କୁ ଦିଆଯାଉଥିବା ବେଳେ ଏବେ ରୁଷିଆ ପ୍ରସ୍ତୁତ ସ୍ପୁଟନିକ-ଭି'କୁ ଡକ୍ଟର ରେଡ୍ଡୀ କମ୍ପାନୀ ପକ୍ଷରୁ ଆଜି ଦିଆଯାଇଛି । ରୁଷିଆର ଏହି ଟିକାର ଦର ୫ ପ୍ରତିଶତ ଜିଏସଟି ସହିତ ଭାରତୀୟ ବଜାରରେ ୯୯୫ ଟଙ୍କା ଧାର୍ଯ୍ୟ ହୋଇଛି । ପୂର୍ବରୁ କେନ୍ଦ୍ର...
ବଢ଼ୁଛି କରୋନା କହର
ଭୁବନେଶ୍ୱର: ଲକଡାଉନ ଜାରି ହେବାର ୧୦ ଦିନ ପରେ ବି ରାଜ୍ୟରେ କରୋନାର କହର ଥମିବା ପରିବର୍ତ୍ତେ ପ୍ରତିଦିନ ନୂଆ ରେକର୍ଡ କରିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୧୨,୩୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୬୯୩୮ ଚିହ୍ନଟ ହୋଇଥିବା ବେଳେ ୫୪୫୨ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ଆଜି ୨୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁସଂଖ୍ୟା ୨୨୭୩ରେ ପହଞ୍ଚିଛି...
ପିଏମ କିଷାନରେ ଓଡ଼ିଶାଙ୍କୁ ୫୫୬.୬୪ କୋଟି
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ୍) ଯୋଜନା ଅନ୍ତର୍ଗତ ଅଷ୍ଟମ କିସ୍ତିରେ ଓଡ଼ିଶାର ୨୭ଲକ୍ଷ ୮୩ ହଜାର ୨୦୯ ଜଣ ଚାଷୀଙ୍କୁ ମୋଟ ୫୫୬.୬୪ କୋଟି ଟଙ୍କା ସମେତ ସମଗ୍ର ଭାରତବର୍ଷର ସାଢେ ୯ କୋଟି ଚାଷୀଙ୍କୁ ୧୯ ହଜାର କୋଟି ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାରେ ପ୍ରଦାନ କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି...
ଆମ୍ବ ବେପାରକୁ କରୋନା ମାଡ
ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ଜନିତ କଟକଣା ଏବେ ଆମ୍ବ ବ୍ୟବସାୟୀ ଓ ଚାଷୀଙ୍କ ବେପାରକୁ ଏକ ପ୍ରକାର ବୁଡାଇ ଦେଲାଣି । ଲଗାତାର ଦୋକାନ ବଜାର ବନ୍ଦ ଯୋଗୁଁ ବ୍ୟବସାୟୀମାନେ ଆମ୍ବ ବେପାର କରିପାରୁନଥିବାବେଳେ ଓଡିଶାର ଆମ୍ବଚାଷୀମାନେ ମଧ୍ୟ ପୂର୍ବଭଳି ଆମ୍ବ ରପ୍ତାନି କରିପାରୁ ନାହାନ୍ତି । କରୋନା ସଂକ୍ରମଣ ଚେନ୍ ଭାଙ୍ଗିବାପାଇଁ ରାଜ୍ୟ ସରକାର ଏବେ ସହରାଞ୍ଚଳରେ ସପ୍ତାହନ୍ତ ସଟ୍ଡାଉନ୍ ସହିତ ୧୪ଦିନିଆ ଲକ୍ଡାଉନ୍ ଜାରି କରିଛନ୍ତି । ଲକ୍ଡାଉନ୍ ସମୟରେ ଫଳ ଦୋକାନକୁ ସକାଳ ୬ରୁ ଦିନ ୧୨ଟା...
ତଥାପି ଭୋଜିଭାତ ଚାଲିଛି
ଭୁବନେଶ୍ୱର : କରୋନାର ଭୟଙ୍କର ପରିସ୍ଥିତି ସମୟରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ କଟକଣା ଜାରି ସତ୍ତ୍ୱେ ସାମାଜିକ ଆଳ ଦେଖାଇ ଲୁଚାଛପାରେ ବି ଭୋଜିଭାତ ଚାଲିଛି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ବିବାହ, ବ୍ରତୋପୟନ, ଶୁଦ୍ଧିକ୍ରିୟା, ଜନ୍ମଦିନ ପାଳନ ଆଦି ନାମରେ ବହୁ ସ୍ଥାନରେ ବଡ଼ ଆକାରରେ ନ ହେଲେ ବି ଛୋଟ ଛୋଟ ଭୋଜିଭାତ ହେଉଛି । ନିକଟରେ ବାଲେଶ୍ୱର ଓ ଗଜପତି ଜିଲ୍ଲାରେ ଏଭଳି ବେଆଇନ୍ ଭୋଜିଭାତ ରୋକିବାକୁ ଯାଇ ଦୁଇଜଣ ପ୍ରଶାସନିକ ଅଧିକାରୀ ଆୟୋଜକମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି ।...
Rajaswa Ratha On Move
Bhubaneswar: Taking a cue from Ganjam District, Revenue and Disaster Management Department has launched an innovative way of delivery of public services through ‘Rajaswa Ratha.’ One after another district has been emulating the ‘Rajaswa Ratha’ Model of Ganjam, thanks to overdrive of the senior officials of various districts. The revenue services are now on wheels. It is meant for collecting various...










