Patnaik Seeks Cooperation For COVID Fight
Bhubaneswar: Chief Minister Naveen Patnaik has made a number of important announcements at an all-party meeting chaired by Speaker OLA today to further strengthen our fight against COVID-19 with the cooperation of all. Chief Minister Mr. Patnaik said that infections have been on the rise in Odisha for more than a month. With the blessings of the Lord, we have...
State Releases 500 Cr For Jal Mission
Bhubaneswar: State Government on Monday released an advance Rs 500 crore, in anticipation of Rs 830 crore first installment receipt from the Centre, to take up the drinking water projects in rural areas—one of its top priority- under the Jal Jeevan Mission. The Department of Panchyati Raj and Drinking Water is taking up Jal Jeevan Mission to provide piped water...
ଗରୀବ ପରିବାରକୁ ମାସିକ ୬ହଜାର ଟଙ୍କା ଦିଅ
ଭୁବନେଶ୍ୱର : କରୋନା ସମୟରେ ରୋଜଗାରହୀନ ଗରୀବ ଓ ସ୍ୱଳ୍ପ ଆୟକାରୀ ପରିବାରକୁ ମାସିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ପ୍ରଦାନ କରନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟ କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ ବୈଠକରେ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଯାଇଛି । ଏହା ସାଙ୍ଗକୁ ରାଜ୍ୟବାସୀଙ୍କ ଅବଗତି ନିମନ୍ତେ କୋଭିଡ ମହାମାରୀ ପରିଚାଳନା, ଟୀକାକରଣ ସଂକ୍ରାନ୍ତ ସମସ୍ତ ପ୍ରସଙ୍ଗରେ ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବୀ କରାଯାଇଛି । ଅଖିଳ...
୨୪ରୁ ଘରକୁ ଘର କରୋନା ସର୍ଭେ
ଭୁବନେଶ୍ୱର : ଆସନ୍ତା ମଇ ୨୪ ତାରିଖରୁ ୩ ମାସ ପାଇଁ ସାରା ରାଜ୍ୟରେ ଆଶା ଓ ଏଏନ୍ଏମ୍ ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରତି ଗାରେ ଥିବା ଗାଁ କଲ୍ୟାଣ ସମିତି ମାନଙ୍କୁ ମଧ୍ୟ କୋଭିଡ ନିୟନ୍ତ୍ରଣ...
ତଳମୁହାଁ ହେଉନି କରୋନା
ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ହେଉନି କରୋନା ଗ୍ରାଫ୍ । ଲଗାତର ୧୦ରୁ ୧୨ ହଜାର ଭିତରେ ଦୈନିକ ସଂକ୍ରମଣର ଧାରା ଜାରି ରହିଛି । ଆହୁରି ସପ୍ତାହେ ରହିବ ଏହି ଟ୍ରେଣ୍ଡ ଜାରିର ସୂଚନା ଦେବା ସହିତ ଲକଡାଉନକୁ ଅଧିକ କଠୋର କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ମେ'ପହିଲାରେ ୧୦ ହଜାର ୪୧୩ ପଜିଟିଭ୍ ପରେ ଲଗାତାର ୪ ଦିନ କମିଥିଲା ସଂକ୍ରମିତଙ୍କ ସଂଖ୍ୟା । ତେବେ ୭ ତାରିଖରେ ଦୈନିକ ସଂକ୍ରମଣ ୧୨ ହଜାର ପାର କଲା, ଆଉ ୧୪ ତାରିଖରେ...
ଜୁନ୍ ୧୫ଯାଏ ବଢିଲା ଶ୍ରୀମନ୍ଦିର କଟକଣା
ପୁରୀ: ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ ଜାରି କଟକଣାକୁ ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ ଆସନ୍ତା ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଉପସ୍ଥିତ ଥିଲେ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମଇ ୫ତାରିଖରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ବର୍ତ୍ତମାନ ପୁରୀ ସମେତ ସମଗ୍ର ରାଜ୍ୟରେ କରୋନାର ଦ୍ୱିତୀୟ...
Nearly 66 Lakh Get Vax
Bhubaneswar: Over 65.68 lakh beneficiaries have been cumulatively vaccinated in State by Sunday, including 1220 beneficiaries at six active sites-- all Covaxin, in the 18-44 age group. ACS Health & Family Welfare Pradipta Kumar Mohapatra reviewed vaccination management with senior officials of the Department where it was revealed that as many as 65, 68, 649 beneficiaries have been vaccinated across...
PSUs Lead Covid Fight
Bhubaneswar: Public Sector Undertakings (PSUs) including NALCO under the Union Ministry of Mines are also leading from the front and contributing in the fight against COVID-19. From contributing financially towards establishing special dedicated COVID facilities to upgrading their own health infrastructure and conducting mass vaccination, Mines PSUs are continuously working to help fight the second wave of COVID-19. National Aluminum Company...
Covid Infects Primitive Tribals
Bhubaneswar: A large number of people belonging to different tribal communities of Odisha have been hit by the second wave of the COVID-19 pandemic, prompting a concerned state government to pay special attention to safeguard them. By Friday evening, there are reports of 44 members of the Particularly Vulnerable Tribal Group (PVTG) getting infected with COVID-19, Project Director of Odisha...
Devotee Curb In Srimandir
Puri: Keeping in view the surge of COVID-19 cases in Odisha and also in Puri, the authorities of Shree Jagannath Temple in the holy city on Sunday announced that the 12th century shrine would remain out of bounds for the public till 15 June. The famous temple is closed for the devotees since 5 May as a state-wide lockdown was...









