୭୨ବର୍ଷ ଧରି ସର୍ବୋଦୟ ମେଳା

0

ଭୁବନେଶ୍ୱର : ଓଡିଶାରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଚିତାଭସ୍ମ ବିସର୍ଜନର ସ୍ମାରକୀ ଲାଗି ୭୨ବର୍ଷ ଧରି ନିରବଚ୍ଛିନ୍ନ ଭାବେ ପୁରୀରେ ସର୍ବୋଦୟମେଳା ଅନୁଷ୍ଠିତ ହୋଇ ଆସୁଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏମିତିକି ରାଜ୍ୟ ବାହାରୁ ବହୁ ଗାନ୍ଧୀପ୍ରେମୀ ଏଥିରେ ପ୍ରତିବର୍ଷ ଅଂଶଗ୍ରହଣକରି ଆସୁଥିବାବେଳେ ଏବର୍ଷ କିନ୍ତୁ କରୋନା ପରିପ୍ରେକ୍ଷୀରେ ସୀମିତ ଲୋକଙ୍କୁ ନେଇ ପୁରୀ ସମୁଦ୍ରକୂଳର ଗାନ୍ଧୀଘାଟ ଠାରେ ଏହି ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ୧୯୪୮ଫେବୃୟାରୀ ୧୨ ତାରିଖରେ ପୁରୀ ମହୋଦଧିରେ ଗାନ୍ଧୀଜୀଙ୍କ ଚିତାଭସ୍ମ ବିସର୍ଜନ...

Center Plans Seaweed Farm In Chilika

0

New Delhi: Union Government has proposed to set up model demonstration farm in Chilika Lake for cultivation of seaweeds. Economically Important Seaweeds has lot of commercial value and the Farm will be over One Hectare. Gracilariaverrucosa and Ulva linza or Ulva prolifera will be cultivated in the lagoon, officials sources said. Technology Information, Forecasting and Assessment Council (TIFAC) of India has taken...

State Opposes Bye Laws For City Temples

0

Bhubaneswar: Two days after the Union Government withdrew the notification of the draft bylaws of National Monuments Authority (NMA) for Lord Jagannath Temple in Puri, Odisha Government has urged the Ministry of Culture to relax the proposed restrictions for Lord Lingaraj and Shree Brahmeswar Temples here. The Commissioner of the Endowments, Odisha and Khurda District Magistrate, who is also the...

Portal For Job Mapping

0

New Delhi: Shramik Shakti Manch (SAKSHAM), a dynamic portal for jobs and mapping the skills of Shramiks vis-à-vis requirements of MSMEs and other industries all across the country to facilitate creation of 10 lakh blue collar jobs in the country in Industry sector in general and MSME in particular, has been launched. The portal the Technology Information, Forecasting and Assessment...

Center Approves Economic Corridor

0

Bhubaneswar: Union Government has accorded approval for development of Odisha Economic Corridor (OEC). The OEC will come up in two nodes ---  Paradip-Kendrapada-Dhamra-Subarnarekha and Gopalpur-Bhubaneswar-Kalinganagar, Minister of State for Commerce and Industries Som Prakash informed the Lok Sabha in this regard on Thursday. The Union Government has accorded approval for development of 11 Corridors (32 projects) in four Phases as part...

ନନ୍ଦନକାନନ ରାସ୍ତାରେ ଭିଡ କମିବ

0

ଭୁବନେଶ୍ୱର : ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାରେ ବଢି ଚାଲିଥିବା ଟ୍ରାଫିକ ଭିଡ ଆସନ୍ତା ଜୁନ୍‍ ସୁଦ୍ଧା କମିବ । ଭିଡ କମାଇବା ପାଇଁ ଆଉ ଦୁଇଟି ସମାନ୍ତରାଳରାସ୍ତା ନିର୍ମାଣକୁ ଅଗ୍ରାଧିକାର ଭିତ୍ତିରେ ସାରିବା ଲାଗି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱଆରୋପ କରିଛନ୍ତି । ଶ୍ରୀ ମହାପାତ୍ର ଉଭୟ ରାସ୍ତାର ନିର୍ମାଣ କାର୍ଯ୍ୟ ତଦାରଖ ଓ ସମୀକ୍ଷା ପରେ ଚଳିତବର୍ଷ ଜୁନ୍‍ ସୁଦ୍ଧା ଟ୍ରାଫିକ ଉପଯୋଗୀ କରିବାକୁ ପୂର୍ତ୍ତ ବିଭାଗ ଏବଂ ବିଡିଏକୁ ନିର୍ଦ୍ଦେଶ ଦେଇଛନ୍ତିା ମିଳିଥିବା ସୂଚନାରୁ ଜଣାଯାଇଛି...

Odisha Assembly On eVidhan Mode

0

Bhubaneswar: The Odisha Legislative Assembly is set to go paperless following the model of the e-Vidhan Sabha. Speaker OLA Surjya Narayan Patro said the Odisha Legislative Assembly will be upgraded to e-Vidhan Sabha in forth coming Budget Session. Mr.Patro held a high level meeting here on 11 February to review the progress of e-Vidhan Sabha. Beginning from the Governor’s Address to Budget...

ଇ-ବିଧାନସଭା ହେବ ଚଳିତ ଅଧିବେଶନ

0

ଭୁବନେଶ୍ୱର  : ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ସମ୍ପୂର୍ଣ୍ଣ ରୂପେ ଇ-ବିଧାନସଭା ରୂପେ କାର୍ଯ୍ୟ କରିବ । ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଏହା ପ୍ରକାଶ କରିବା ସହ ଏ ସମ୍ପର୍କରେ ସମୀକ୍ଷା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଆହ୍ୱାନ କରିଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣ ଠାରୁ ଆରମ୍ଭ କରି ବଜେଟ୍ ଉପସ୍ଥାପନ, ବିଧାନସଭା ସଦସ୍ୟମାନଙ୍କ ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଏବଂ ସମୁଦାୟ ଅଧିବେଶନର ବିବରଣୀ ନେଭା ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ‘ନେଭା’ର ୧୦ ଜଣିଆ ବୈଷୟିକ...

ଖୋର୍ଦ୍ଧାରେ ଡାଲି ଗବେଷଣା ପ୍ରତିଷ୍ଠାନ

0

ନୂଆଦିଲ୍ଲୀ : ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନ (ଆଇଆଇପିଆର)ର ଆଞ୍ଚଳିକ କେନ୍ଦ୍ର। ଏହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର। ଶ୍ରୀ ତୋମର ମଧ୍ୟ ଭୋପାଳ ଓ ବିକାନେରରେ ଆଇଆଇପିଆର ଆଞ୍ଚଳିକ କେନ୍ଦ୍ରର କାର୍ଯ୍ୟାଳୟ ଏବଂ ପରୀକ୍ଷାଗାର ଭବନକୁ ଉଦଘାଟନ କରିଛନ୍ତି। ଆଇଆଇପିଆର ପକ୍ଷରୁ ଆୟୋଜିତ ବିଶ୍ୱ ଡାଲି ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ...

ଲିଙ୍ଗରାଜ କ୍ଷେତ୍ରରୁ ବାଇ ଲ’ ପ୍ରତ୍ୟାହାର ଦାବି

0

ଭୁବନେଶ୍ୱର: ଭୁବନେଶ୍ୱରରେ ଲିଙ୍ଗରାଜ କ୍ଷେତ୍ରରୁ ଐତିହ୍ୟ ଚିଠା ବାଇ ଲ’ ବିଜ୍ଞପ୍ତି ପ୍ରତ୍ୟାହାର ଲାଗି ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ (ଏନ୍‍ଏମ୍‍ଏ)କୁ ପତ୍ର ଲେଖାଯାଇଛି । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳ ଏନ୍‍ଏମ୍‍ଏର ସଦସ୍ୟ ସଚିବଙ୍କୁ ପତ୍ର ଲେଖି ଭଗବାନ, ସେବାୟତ ଏବଂ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ଏହି ବିଜ୍ଞପ୍ତି ପ୍ରତ୍ୟାହାର ଲାଗି କହିଛନ୍ତି । ଲେଖା ଯାଇଥିବା ପତ୍ରରେ କୁହାଯାଇଛି ଯେ ଲିଙ୍ଗରାଜ ମହାପ୍ରଭୁ ହେଉଛନ୍ତି ସ୍ୱୟଂଭୁ ଏବଂ ବିଶ୍ୱର ଦେବତା । ଭୁବନେଶ୍ୱର ହେଉଛି ଶୈବ ପୀଠ...