ଜିଏସ୍ଟି କ୍ଷତିପୂରଣ ସାଢେ ୩ହଜାର କୋଟି ଟପିଲା
ଭୁବନେଶ୍ୱର : ଜିଏସ୍ଟି କ୍ଷତିପୂରଣ ବାବଦରେ ଓଡିଶା ସରକାର ଆଜି ଆଉ ୧୭୩କୋଟି ୫୫ଲକ୍ଷ ପାଇବା ଫଳରେ ୪ଦିନ ମଧ୍ୟରେ ୩୮୧କୋଟି ଟଙ୍କାରୁ ଅଧିକ ଅର୍ଥ କେନ୍ଦ୍ରରୁ ପାଇଛନ୍ତି । ଏହାକୁ ମିଶାଇ ପାଇଥିବା ମୋଟ୍ କ୍ଷତିପୂରଣ ରାଶି ୩୫୮୪କୋଟି ୧୭ଲକ୍ଷ ଟଙ୍କାରେ ପହଞ୍ଚିଛି । କେନ୍ଦ୍ର ସରକାର ଜାରି କରିଥିବା ଦୁଇ ପ୍ରକାର ପ୍ରସ୍ତାବ ମଧ୍ୟରୁ ପ୍ରଥମଟି ରାଜ୍ୟ ସରକାର ଗ୍ରହଣ କରିବାପରେ କେନ୍ଦ୍ର ସରକାର ବରାବର କ୍ଷତିପୂରଣ ଭରଣା ପାଇଁ ଖୋଲା ବଜାରରୁ ଟଙ୍କା ଉଠାଇ ରାଜ୍ୟମାନଙ୍କୁ ଯୋଗାଉଛନ୍ତି । ରାଜ୍ୟର...
WODC Allocation Doubled To 200 CR
Bhubaneswar: Chief Minister Naveen Patnaik has doubled Budget Allocation for Western Odisha Development Council (WODC). Mr.Patnaik reviewed the Western Odisha Development Council functioning on 15 February afternoon at 5.30PM and guided the Institution with his vision. Secretary to Chief Minister V K Pandian moderated the Meeting. Chief Minister took several major decisions. The budget allocation to WODC has been doubled today. The...
ତ୍ରୁଟିପୂର୍ଣ୍ଣ ଗାନ୍ଧୀ ଫଳକ ହଟିବ
ଭୁବନେଶ୍ୱର : ପୁରୀ ରେଳଷ୍ଟେସନରେ ବସାଯାଇଥିବା ତ୍ରୁଟିପୂର୍ଣ୍ଣ ତ୍ରିଭାଷୀ ଗାନ୍ଧୀ ଫଳକକୁ ଅପସାରଣ କରି ସେଠାରେ ସଠିକ ତଥ୍ୟ ଯୁକ୍ତ ଫଳକ ସ୍ଥାପନ ପାଇଁ ରେଳ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏ ପ୍ରସଙ୍ଗରେ ପୂର୍ବତଟ ରେଳ କର୍ତ୍ତୃପକ୍ଷ ଇତି ମଧ୍ୟରେ ବିଶେଷଜ୍ଞମାନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ୧୯୨୧, ୧୯୨୭ ଓ ୧୯୩୪ ମସିହାରେ ଜାତିର ଜନକ ମହାତ୍ମାଗାନ୍ଧୀ ୩ଥର ରେଳ ଯୋଗେ ପୁରୀ ଆସିଛନ୍ତି । ୧୯୩୯ରେ ଗାନ୍ଧୀଜୀ ପୁରୀ ଆସିନଥିଲେ ମଧ୍ୟ...
Odisha Eases Land Acquire For Industries
In order to give emphasis on Ease of Doing Business for Industrialization of the State, State Government Monday allowed enhancement on purchase of private land by the private company. Principal Secretary Revenue and Disaster Management Bishnupada Sethi, issued the notification in this regard. The State Government in exercise of the powers by Sub-section (1) of Section-46 of the Right to Fail...
ଟ୍ରାଫିକ ନିୟମ ମାନିଲେ ଚକୋଲେଟ
ଭୁବନେଶ୍ୱର : ଟ୍ରାଫିକ ନିୟମକୁ ପୂର୍ଣ୍ଣ ମାତ୍ରାରେ ପାଳନ କରୁଥିବା ଗାଡି ଚାଳକମାନଙ୍କୁ ମିଳିଛି ଚକୋଲେଟ । ଆଉ ଯେଉଁମାନେ ଟ୍ରାଫିକ ନିୟମ ନମାନି ଯାତାୟତ କରୁଛନ୍ତି ସେମାନଙ୍କୁ ପରାମର୍ଶ ସହିତ ମିଳିଛି ଗୋଲାପ ଫୁଲ । ୩୨ତମ ଜାତୀୟ ସଡକ ସୁରକ୍ଷା ମାସ ଅବସରରେ ଆଜି ଏଭଳି ଢଙ୍ଗରେ ରାଜଧାନୀରେ ସଡକ ସୁରକ୍ଷା ପାଳନ କରିଛନ୍ତି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୱମେନ ଅର୍ଗାନାଇଜେସନ ଫର ସୋସିଆଲ ୱେଲଫାର (ୱସ୍ୱ)ର ସଦସ୍ୟମାନେ । ସ୍ଥାନୀୟ ରାଜମହଲ ଛକଠାରେ ୱସ୍ୱ ସମ୍ପାଦିକା ଜ୍ୟୋସ୍ନା ଦାସଙ୍କ ନେତୃତ୍ୱରେ...
Cong Organizes Peaceful Shut Down
Bhubaneswar: While it was an incident free peaceful Six Hours Shutdown, normal life was completely affected across Odisha on Monday. Odisha Pradesh Congress Committee (OPCC) called for Shut Down in protest against fuel price rise and several local issues. While State Government offices were open, educational institutions remained closed, train services were affected and vehicles remained off the roads in the...
State Asks NMA Bye Laws Withdrawal
Bhubaneswar: Odisha Government has urged the Center to immediately withdraw the Draft Heritage Bye Laws issued by National Monument Authority (NMA) relating to Shree Ananta Basudev and Shree Brahmeswar Temples of Ekamra Kshetra. Suresh Chandra Mahapatra, Chief Secretary has written to Raghavendra Singh, Secretary Ministry of Culture in this regard, said sources. NMA had published Draft Notification of Heritage Bye Laws...
ସୋଆ ପ୍ରତିଷ୍ଠାତା ସଭାପତି ସମ୍ମାନିତ
ଭୁବନେଶ୍ୱର : କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କୁ ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷର ବର୍ଷପୂର୍ତ୍ତି ଉପଲକ୍ଷେ ଆୟୋଜିତ 'ଜାତି ନନ୍ଦିଘୋଷ କନକ୍ଳେଭ' ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି | ପ୍ରଫେସର ନାୟକଙ୍କ ପକ୍ଷରୁ ଏହି ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି ସୋଆର ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ | ନନ୍ଦିଘୋଷ ଟିଭିର ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇ...
ବଜେଟରେ ରୋଜଗାର, ଭିତ୍ତିଭୂମିକୁ ଗୁରୁତ୍ୱ
ଭୁବନେଶ୍ୱର : ଆସନ୍ତା ୨୦୨୧-୨୨ ବର୍ଷର ରାଜ୍ୟ ବଜେଟ୍ରେ ଏମ୍ଏସ୍ଏମ୍ଇ, ସ୍ୱାସ୍ଥ୍ୟ, କ୍ରୀଡା ଓ ପର୍ଯ୍ୟନ ସହିତ ଭିତ୍ତିଭୂମି ବିକାଶ ଉପରେ ଅଧିକ ଫୋକସ ରହିବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଫେବୃଆରୀ ୨୨ତାରିଖରେ ବିଧାନସଭାରେ ବଜେଟ ଉପସ୍ଥାପିତ କରିବାକୁ ଯାଉଥିବାବେଳେ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଏଥିରେ ଶେଷ ସ୍ପର୍ଶ ଦେଉଛନ୍ତି । କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି । ଯେଉଁ କ୍ଷେତ୍ରରେ ଲୋକଙ୍କୁ ଅଧିକ କାମଧନ୍ଦା ମିଳିବ...
ଆଦାୟ ହେଉନି ବିଜୁଳି ବକେୟା
ଭୁବନେଶ୍ୱର : ବିଦ୍ୟୁତ୍ ଦରବୃଦ୍ଧି ଲାଗି ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି) ରେ ଶୁଣାଣି ଚାଲିଛି । ଦୁଇ ସରକାରୀ ସଂସ୍ଥା ଓପିଜିସି ଓ ଓଏଚ୍ପିସି ଦର ବୃଦ୍ଧି ପାଇଁ ଯୁକ୍ତି ଉପସ୍ଥାପନ କରୁଥିବାବେଳେ ଖାଉଟି ସଂଘ ବିରୋଧ କରୁଛି । ଗୋଟିଏ ପଟେ ଦରବୃଦ୍ଧି ପାଇଁ ଶୁଣାଣି ଚାଲିଥିବାବେଳେ ଅନ୍ୟପଟେ ବାକିଆ ବିଜୁଳି ଅର୍ଥ ଆଦାୟ ହୋଇପାରୁ ନାହିଁ । ସେସୁର ପରିଚାଳନା ଭାର ଟାଟା ପାୱାର ହାତକୁ ଯିବାପରେ ଆଉ ୩ଟିକୁ ଏହି ସଂସ୍ଥା କରାୟତ କରିସାରିଲାଣି । ବର୍ତ୍ତମାନ ଏହି...










