First Mile Connect For Coal
New Delhi: For faster evacuation coal from various coal mining areas of Odisha, the Mahanadi Coalfields Limited (MCL) has undertaken nine First Mile Connectivity (FMC) projects in the State. These projects will ensure faster evacuation of coal from mines to siding through mechanized Coal Handling Plants (CHP)/Rapid Loading System (RLS). Union Coal and Mines Minister Pralhad Joshi told this to Lok...
10Th Exam On Offline Mode
Bhubaneswar: As per the announced schedule, the offline mode test of the Annual 10th examinations began across Odisha on Friday. A total of 15, 151 candidates are appearing for the annual High School Certificate Examinations at 504 centers across the State. On the guidance of the School and Mass Education Department, the Board of Secondary Education (BSE) has made all arrangements...
Ashok; New PS Panchayatiraj
Bhubaneswar: Chief Minister Naveen Patnaik has chosen 1993 Batch IAS Ashok Kumar Meena as new Principal Secretary Panchayati Raj and Drinking Water in a very crucial period. State is getting ready for Rural Polls for Three Tier Panchayati Raj System and it is a critical phase. Mr.Meena, an honest and trustworthy mandarin is the right choice, feels a former Minister Panchayati...
ପ୍ରସଙ୍ଗ ହୋଇପାରେ ଗରିବଙ୍କୁ ଘର ଯୋଗାଣ
ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଥିବାବେଳେ ସହରାଞ୍ଚଳରେ ଗୃହ ଯୋଗାଣକୁ ମୁଖ୍ୟ ପ୍ରସଙ୍ଗ କରିବାଲାଗି ରାଜନୈତିକ ଦଳମାନେ ଯୋଜନା ଚଳାଇଛନ୍ତି । ସହରାଞ୍ଚଳରେ ଥିବା ଗରିବ ପରିବାରଗୁଡିକୁ ଗୃହ ଯୋଗାଣକୁ ପ୍ରସଙ୍ଗ ପାଇଁ ଉଭୟ ଶାସକ ଓ ବିରୋଧି ମସୁଧା ଚଳାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଗୃହଯୋଗାଣ ସଂଖ୍ୟା ଏକ ଲକ୍ଷ ଟପିନଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ସହରାଞ୍ଚଳରେ ଗରିବ ପରିବାରଗୁଡିକୁ ପାଖପାଖି ୮୦ହଜାର ଘର ଯୋଗାଇ ଦିଆଯାଇଛି । ଅଧିକରୁ ଅଧିକ...
ଶିକ୍ଷା ନୀତିର ନୂତନ ପଦକ୍ଷେପକୁ ସୋଆର ସ୍ୱାଗତ
ଭୁବନେଶ୍ଵର : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ବ୍ୟାପକତା, ଦକ୍ଷତା ନିର୍ମାଣ ଏବଂ ଶିକ୍ଷାର ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଜାତୀୟ ଶିକ୍ଷା ନୀତିରେ ଅଣାଯାଇଥିବା ସଂସ୍କାରର ର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ପଦକ୍ଷେପର ଶୁଭାରମ୍ଭ କରିଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି | ଏହି ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନ୍ୟାସନାଲ ଡିଜିଟାଲ ଏଜୁକେସନ ଆର୍କିଟେକଚର ଓ ନ୍ୟାସନାଲ ଏଜୁକେସନ ଟେକ୍ନୋଲୋଜି ଫୋରମ ର ଶୁଭାରମ୍ଭ କରିଥିବା ବେଳେ ଅନଲାଇନ ଶିକ୍ଷା...
ବେଳାଭୂମିରେ ମଦ ବେପାରକୁ ସବୁଠି ବିରୋଧ
ଭୁବନେଶ୍ୱର : ବେଳାଭୂମି ପର୍ଯ୍ୟଟନର ବିକାଶପାଇଁ ସମୁଦ୍ରକୂଳରେ ମଦ ଦୋକାନ ଖୋଲିବାକୁ ଥିବା ଯୋଜନାକୁ ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବିରୋଧ ହେଉଛି । ଏହି କ୍ରମରେ ଶ୍ରୀଜଗନ୍ନାଥଧାମ ପୁରୀକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବାପାଇଁ ଦଳମତ ନିର୍ବିଶେଷରେ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ଉଠିଛି । ଏଠାରେ ଉଲ୍ଲେଖନୀୟ ଯେ ୨୦୨୧ ପାଇଁ ଥିବା ରାଜ୍ୟ ଅବକାରୀ ନୀତିରେ ପର୍ଯ୍ୟଟନର ବିକାଶ ଲାଗି ବେଳାଭୂମିରେ ଝୁମ୍ପୁଡିମାନ ତିଆରି କରି ସେଠାରେ ପର୍ଯ୍ୟଟକଙ୍କୁ ମଦ ପରସିବା ଲାଗି ବ୍ୟବସ୍ଥା ଅଛି । ଏହି...
Vineel New Secretary Sports
Bhubaneswar: With 2005 Batch IAS R Vineel Krishna appointed as Secretary Sports and Youth Services, sports enthusiasts are very happy. Department of General Administration and Public Grievances has notified Mr.Krishna, Special Secretary to Chief Minister assigning additional charge of Secretary Sports and Youth Services on 29 July. They feel that as Mr.Krishna will take over as Secretary Sports and Youth Services,...
ମେଡିକାଲ ଶିକ୍ଷାରେ ଇଡବ୍ଲ୍ୟୁଏସଙ୍କ ପାଇଁ ୧୦ଭାଗ ସଂରକ୍ଷଣ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସର୍ବଭାରତୀୟ କୋଟା ଯୋଜନା(AIQ schme)ରେ ଶତକଡା ୨୭ଭାଗ ଅନ୍ୟାନ୍ୟ ଅନଗ୍ରସର ଓ ଶତକଡା ୧୦ଭାଗ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଛାତ୍ରଛାତ୍ରୀମାନଙ୍କୁ ମେଡିକାଲ ଶିକ୍ଷାରେ ସଂରକ୍ଷଣ ଦେବା ପାଇଁ ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ଚଳିତ ଶିକ୍ଷାବର୍ଷ ୨୦୨୧-୨୨ଠାରୁ ଏହା ସ୍ନାତ୍ତକ ଓ ସ୍ନାତକୋତ୍ତର ମେଡିକାଲ / ଡେଣ୍ଟାଲ ପାଠ୍ୟକ୍ରମ ଯଥା ଏମବିବିଏସ, ଏମ.ଡି / ଏମ୍ଏସ / ଡିପ୍ଲୋମା / ବିଡିଏସ / ଏମଡିଏସ୍...
ଆରମ୍ଭ ହେଲା ‘ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ’ ଯୋଜନା
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଓଡିଶାର ସବୁ ଜିଲ୍ଲାରେ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହାଦ୍ବାରା ରାଜ୍ୟ ବାହାରର ଲୋକ ଓଡିଶାରେ ଓ ଓଡିଶାର ଲୋକ ରାଜ୍ୟ ବାହାରେ ତାଙ୍କ ପସନ୍ଦର ଦୋକାନରୁ ରାସନ ପାଇପାରିବେ। ରାଜ୍ୟର ୧୦,୫୭୮ ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନେ ଏହି ସୁବିଧା ପାଇବେ। ଏହାସହିତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପାଇଲଟ୍ ପ୍ରକଳ୍ପ ଭାବରେ ମାଲକାନଗିରି ଜିଲ୍ଲାରେ ଭିଟାମିନଯୁକ୍ତ ...
ବ୍ୟାଙ୍କର୍ସମାନଙ୍କ ଉପରେ ସଚିବ ଖପ୍ପା
ଭୁବନେଶ୍ୱର : ସାମାନ୍ୟ ତ୍ରୁଟି ପାଇଁ ଦରଖାସ୍ତ ନାକଚ୍କୁ ନେଇ ବ୍ୟାଙ୍କର୍ସମାନଙ୍କ ଉପରେ ଖପ୍ପା ହୋଇଛନ୍ତି ଏମ୍ଏସ୍ଏମ୍ଇ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ । କେନ୍ଦ୍ରୀୟ ଯୋଜନା ପିଏମ୍ଇଜିପି ଅଗ୍ରଗତି ଉପରେ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ବୈଠକରେ ରାଜ୍ୟରେ କାର୍ଯ୍ୟରତ ଉଭୟ ଜାତୀୟକରଣ ବ୍ୟାଙ୍କ ଏବଂ ଘରୋଇ ବ୍ୟାଙ୍କଗୁଡ଼ିକର ପ୍ରତିନିଧିଗଣ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମରେ ନିଜ ନିଜ ବ୍ୟାଙ୍କଗୁଡ଼ିକର ସହଯୋଗର...









