ଘଞ୍ଚ ଜଙ୍ଗଲ ସୃଷ୍ଟି ପାଇଁ ୧୮୦୭ କୋଟି ଖର୍ଚ୍ଚ
ଭୁବନେଶ୍ୱର : ରାଜ୍ୟରେ ଘଞ୍ଚ ଜଙ୍ଗଲ ସୃଷ୍ଟି ପାଇଁ ସରକାର ବିଗତ ୧୦ବର୍ଷ ମଧ୍ୟରେ ୧୮୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରିଛନ୍ତି । ଏହି ଅର୍ଥ ୨୦୧୦-୧୧ ରୁ ୨୦୨୦-୨୧ ବର୍ଷ ମଧ୍ୟରେ ବ୍ୟୟ ହୋଇଛି । ତେବେ ଏହି ସମୟରେ ସବୁଠାରୁ ଅଧିକ ଅର୍ଥ ସୁନ୍ଦରଗଡ ବନଖଣ୍ଡରେ ବୃକ୍ଷରୋପଣ ବାବଦରେ ଖର୍ଚ୍ଚ ହୋଇଛି । ଘଞ୍ଚ ଜଙ୍ଗଲ ସୃଷ୍ଟି ପାଇଁ ରାଜ୍ୟ ସରକାର ୪୯ଟି ବନଖଣ୍ଡରେ ମୋଟ୍ ୧୮୦୭କୋଟି ୬୦ଲକ୍ଷ ୧୩ହଜାର ଟଙ୍କା ବ୍ୟୟ କରିଥିବାବେଳେ ସୁନ୍ଦରଗଡ ବନଖଣ୍ଡରେ ସର୍ବାଧିକ...
State Drops Puri Beach Shacks
Bhubaneswar: Faced with stiff opposition from different quarters including Shankaracharya of Govardhan Peeth, Swami Nischalananda Saraswati, Odisha Government Friday dropped its plan to allow operation of beach shacks along the coast between Puri and Konark. This was revealed by Puri District Collector Samarth Verma after meeting a BJP delegation led by local MLA Jayant Sarangi here. The State Government has...
ରୋଜଗାର କ୍ଷେତ୍ରକୁ ମିଳୁନି ଋଣ
ଭୁବନେଶ୍ୱର : ସାମାନ୍ୟ ତ୍ରୁଟିକୁ ଆଳ କରି ବ୍ୟାଙ୍କ୍ମାନେ ଲୋକଙ୍କୁ ଋଣ ଦେଉନଥିବା ନେଇ ଏମ୍ଏସ୍ଏମ୍ଇ ସଚିବ ବ୍ୟାଙ୍କ୍ଗୁଡିକ ଉପରେ ଖପ୍ପା ହେବାପରେ ଏବେ ଅନେକ କ୍ଷେତ୍ରକୁ ବ୍ୟାଙ୍କ୍ମାନେ ଋଣ ଦେଉନଥିବା ଜଣାଯାଇଛି । ବିଶେଷକ ଭିତ୍ତିଭୂମି ବିକାଶ ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା କ୍ଷେତ୍ରକୁ ମଧ୍ୟ ଅଣଦେଖା କରୁଛନ୍ତି । ଖଦି ଓ ଗ୍ରାମଦ୍ୟୋଗ କ୍ଷେତ୍ରରେ ଗାଁ ଗହଳରେ ଏକାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଥିବାବେଳେ ଏହି କ୍ଷେତ୍ରକୁ କିନ୍ତୁ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଋଣ ମିଳୁନାହିଁ । ୨୦୧୯-୨୦...
ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା
ଭୁବନେଶ୍ୱର : ପଶ୍ଚିମ ଓଡିଶାର ପୁରାତନ ଶିକ୍ଷାନୁଷ୍ଠାନ ରାଜନ୍ଦ୍ରେ ମହାବିଦ୍ୟାଳୟକୁ ୟୁଜିସି ଅଧିନିୟମ ୧୯୫୬, ଧାରା ୨ (ଚ) ଅନୁଯାୟୀ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଆଜି ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହିତ ବିଶ୍ୱବିଦ୍ୟାଳୟ ତାଲିକାରେ ଅର୍ନ୍ତଭୁକ୍ତ କରିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଏହା ନିଶ୍ଚିତ ଭାବରେ ପଶ୍ଚିମ ଓଡିଶାର ଛାତ୍ରଛାତ୍ରୀଙ୍କ ଆଙ୍କାକ୍ଷାକୁ ପୂରଣ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନୂଆ ଶିକ୍ଷା ନୀତିରେ ଉଲ୍ଲେଖ ଥିବା ଗୁଣାତ୍ମକ ଶିକ୍ଷା ଉପଲବ୍ଧି କରିବ...
ଏଣିକି ଇ-ଉପସ୍ଥାନ
ଭୁବନେଶ୍ୱର : ରାଜ୍ୟର ସମସ୍ତ ସ୍କୁଲରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାନ ଏଣିକି ଆପ୍ ମାଧ୍ୟମରେ ଗ୍ରହଣ କରାଯାଇପାରିବ । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଇ-ଉପସ୍ଥାନ ଉନ୍ମୋଚନ କରିଛନ୍ତି । ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ କହିଥିଲେ ଯେ ଏହି ଆପ୍ ମାଧ୍ୟମରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଉପସ୍ଥାପନ ଅନ୍ଲାଇନ୍ ମାଧ୍ୟମରେ ଜାଣିବା ସହିତ ସେମାନେ କି ପ୍ରକାର ଡିଜିଟାଲ୍ ମାଧ୍ୟମ ଯଥା-ସ୍ମାର୍ଟଫୋନ, କମ୍ପୁ୍ୟଟର,...
କମାଣ୍ଡୋ ତାଲିମ ଦେଉଛି ଏସ୍ଓଜି
ଭୁବନେଶ୍ୱର : ମାଓ ମୁକାବିଲାରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିବା ଓଡିଶାର ସ୍ପେଶାଲ ଅପରେସନ ଗ୍ରୁପ୍ (ଏସ୍ଓଜି ଏବେ ଅନ୍ୟ ରାଜ୍ୟର କମାଣ୍ଡୋମାନଙ୍କୁ ତାଲିମ ପ୍ରଦାନ କରୁଛି । ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗର ୨୦୨ଜଣ, ଝାଡ଼ଖଣ୍ଡ(ୟୁବିଜିଏଲ୍) ୪୦ଜଣ, କେରଳ ୫୦ଜଣ (ପ୍ରଥମ ବ୍ୟାଚ୍), ମହାରାଷ୍ଟ୍ର ୩୨ଜଣ ଏବଂ ସିଆର୍ପିଏଫ୍ର ୬୦୦ ଜଣଙ୍କୁ ତାଲିମ୍ ପ୍ରଦାନ କରାଯାଇଛି । କେରଳ ପୋଲିସ୍ ଦ୍ୱିତୀୟ ଥର ପାଇଁ ୩୩ ଜଣ କମାଣ୍ଡୋ(ଥାଉଣ୍ଡର୍ବୋଲ୍ଟ) ପ୍ରଶିକ୍ଷଣ ନିମନ୍ତେ ଏସ୍ଓଜିକୁ ପଠାଇଛି । କେରଳରେ ଉଗ୍ରବାଦ ବିରୋଧରେ ମୁକାବିଲା କରିବା ନିମନ୍ତେ ଏହି...
Single Window Clears 2K Cr Projects
Bhubaneswar: Hemant Sharma, Principal Secretary Industries has said that the 102nd meeting of the State Level Single Window Clearance Authority (SLSWCA) has approved seven Industrial Projects including 3 Grain-based Ethanol plants to the tune of INR 2083.88 crore. Other projects belong to the Renewable Energy, Logistic and Tourism sectors. These industrial projects are further expected to create employment opportunities for...
SOG Imparts Skill To Other State Cops
Bhubaneswar: The elite Special Operation Group(SOG) Jawans have not only helped the State in various anti-Maoist operations, but also they have provided various training and skills to police personnel from other States. DGP Abhay reviewed SOG related activities along with senior Top Cops of the State Police recently. IGP Operations Amitabh Thakur outlined details in this regard. The SOG formed...
ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷକ ମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଛି। ଏହାଦ୍ବାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ତା ସହିତ ଉଚ୍ଚପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ ଏବଂ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀ ଗୁଡିକ ମଧ୍ୟ ପୂରଣ ହୋଇପାରିବ। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସ୍ତରରେ ଶିକ୍ଷକ ଅଭାବ ପୂରଣ ହେବା ଦ୍ବାରା ପ୍ରାଥମିକ...
Promotion Bonanza For Teachers
Bhubaneswar: As per the direction of Chief Minister Naveen Patnaik, the residency period for the promotion of primary school teachers in the State has been reduced. This will pave the way for the promotion of 63,303 primary teachers in the State. In addition, the teaching posts for various subjects and also headmaster posts will be filled at primary and upper...










