Web Platform For Duped Depositors

0

Bhubaneswar: Finance Minister Niranjan Pujari Friday launched a new website of the Government of Odisha for ‘inviting on-line claim applications from the duped depositors of fraudulent financial establishments’. Principal Secretary Finance Ashok Kumar Meena graced the occasion. The link to the Website is www.opid.odisha.gov.in. Duped depositors will no more be required to go to the Tahasil office for submission of their claim...

ଉତ୍କଳିକାର ନିଜସ୍ୱ ୱେବସାଇଟ୍‍ ଲୋକାର୍ପିତ

0

ଭୁବନେଶ୍ୱର : ଆଜିଠାରୁ ଉତ୍କଳିକାର ନିଜସ୍ୱ ୱେବସାଇଟ୍‍ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଦ୍ୱାରା ଗୁଗୁଲ ମିଟ୍‌ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । www.utkalikaodisha.com ମାଧ୍ୟମରେ ଲଗ୍‌ ଇନ୍‌ କରି ଏବଂ ଗୁଗୁଲ ପ୍ଲେ ଷ୍ଟୋରରୁ ଉତ୍କଳିକା ଆପ୍‌ ଡାଉନ୍‌ଲୋଡ୍‌ କରି ପସନ୍ଦ ମୁତାବକ ହସ୍ତତନ୍ତ ଶାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଅର୍ଡର କରିପାରିବେ । ବର୍ତ୍ତମାନ ସମ୍ବଲପୁରୀ ଶାଢ଼ି ସହିତ ପଟ୍ଟଚିତ୍ର, ଶାଢ଼ି, ରଘୁରାଜପୁର ପଟ୍ଟଚିତ୍ର, ଜନଜାତି ଅଳଙ୍କାର ଏବଂ ଓଡ଼ିଶା ଗହଣା ଇତ୍ୟାଦି ବିକ୍ରୟ ପାଇଁ ଉପଲବ୍ଧ...

ଶ୍ୟାମ ଷ୍ଟିଲ୍‍ ପକ୍ଷରୁ ଅକ୍ସିଜେନ କନସେଣ୍ଟ୍ରେଟର ଦାନ

0

ଭୁବନେଶ୍ୱର : କୋଭିଡ୧୯ ବିରୁଦ୍ଧରେ ସଂପ୍ରତି ଚାଲିଥିବା ଲଢେଇକୁ ସମର୍ଥନ କରି ଟିଏମ୍‍ଟି ବାର୍‍ର ଅନ୍ୟତମ ଅଗ୍ରଣୀ ଉତ୍ପାଦନ ଏବଂ ନିର୍ମାଣକାରୀ ଶ୍ୟାମ ଷ୍ଟିଲ୍‍ ଇଣ୍ଡିଆ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଅକ୍ସିଜେନ କନସେଣ୍ଟ୍ରେଟର (ଅମ୍ଳଜାନ ସାନ୍ଦ୍ରକ) ଦାନ କରାଯାଇଛି । କମ୍ପାନୀ ଓଡ଼ିଶା ରାଜ୍ୟ ମେଡିକାଲ ନିଗମକୁ ୨୦ଟି ଅମ୍ଳଜାନ ସାନ୍ଦ୍ରକ ହସ୍ତାନ୍ତର କରିଛି । ଓଡ଼ିଶା ରାଜ୍ୟ ମେଡିକାଲ ନିଗମର ସାମଗ୍ରୀ ବିଭାଗର ମହାପ୍ରବନ୍ଧକ ଡା.ସୌଭାଗ୍ୟ ରଂଜନ ରଣସିଂହ ଏହି ଅମ୍ଳଜାନ ସାନ୍ଦ୍ରକଗୁଡିକ ଗ୍ରହଣ କରିଥିଲେ । ଶ୍ୟାମ ଷ୍ଟିଲ୍‍ ଇଣ୍ଡିଆର ଡାଇରେକ୍ଟର ଶ୍ରୀ...

ପରିମଳ ସେବା ପ୍ରଦାନକାରୀଙ୍କୁ ପ୍ରଶିକ୍ଷଣ

ଭୁବନେଶ୍ୱର  :   ୱାଟର କର୍ପୋରେସନ୍ ଅଫ୍ ଓଡିଶା (ୱାଟକୋ) ଭୁବନେଶ୍ୱର, ପୁରୀ ଏବଂ କଟକ ଠାରେ ‘ଗରିମା’ ଯୋଜନା ଅନ୍ତର୍ଗତ ପ୍ରମୁଖ  ପରିମଳ କର୍ମଚାରୀ ଏବଂ ପରିମଳ ସେବା ପ୍ରଦାନକାରୀଙ୍କ ପାଇଁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଶିବିର ମାନ ଆୟୋଜନ କରିଛନ୍ତି । ଏହି ଶିବିରର ମୁଖ୍ୟ  ଉଦ୍ଧେଶ୍ୟ ହେଲା, ଅଂଶଗ୍ରହଣକାରୀ ମାନଙ୍କୁ ସ୍ୱରେଜ ଲାଇନ ଓ ସେପ୍ଟିକ ଟାଙ୍କି  ସଫା ଏବଂ ତାର ରକ୍ଷଣାବେକ୍ଷଣ କରିବା ସମୟରେ ସେହି କାମରେ ବ୍ୟବହାର ହେଉଥିବା   ବ୍ୟକ୍ତିଗତ ସୁରକ୍ଷା ଉପକରଣ  (ପିପିଇ ) ତଥା...

କ୍ଷତିଗ୍ରସ୍ତ ଜାମାକାରୀଙ୍କ ପାଇଁ ୱେବସାଇଟ୍‍

0

ଭୁବନେଶ୍ୱର : ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନର ଅର୍ଥ ଜମାକରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମା ରାଶିର ପରିମାଣ ନିରୁପରଣ ନିମନ୍ତେ ସଂପୃକ୍ତ ଜମାକାରୀମାନଙ୍କଠାରୁ ଅନ୍‌ଲାଇନ୍‌ରେ ଦାବି ଦରଖାସ୍ତ ଆହ୍ୱାନ ନିମନ୍ତେ ଓଡ଼ିଶା ସରକାରଙ୍କର ଏକ ନୂତନ ୱେବସାଇଟ୍‍ ଆଜି ମାନ୍ୟବର ଅର୍ଥ ଓ ଅବକାରୀ ମନ୍ତ୍ରୀ ​ନିରଞ୍ଜନ ପୂଜାରୀ ଉନ୍ମୋଚନ କରିଛନ୍ତି । ଭର୍ଚୁଆଲ୍‌ ମୋଡ୍‌ରେ ହୋଇଥିବା ଏହି ୱେବସାଇଟ୍‍ଉନ୍ମୋଚନ ଉତ୍ସବରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ ମୀନା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ...

ଜୁନ ୮ରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମୀ ଆନ୍ଧ୍ର ପ୍ରଦେଶରେ ପହଞ୍ଚି ସାରିଥିବା ବେଳେ ଏହା ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଅନେକ ଅଂଚଳକୁ ଆଚ୍ଛାଦିତ କରିସାରିଛି । ଏହି ପରିପ୍ରେକ୍ଷୀରେ ଜୁନ ୮ କିମ୍ବା ୯ ସୁଦ୍ଧା ଏହା ଦକ୍ଷିଣ ଓଡ଼ିଶା ଛୁଇଁବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି । ଆସନ୍ତା ୨ କିିମ୍ବା ୩ ଦିନ ମଧ୍ୟରେ ମୌସୁମୀ କରେଂଟ ଅଧିକ ଶକ୍ତିଯୁକ୍ତ ହେବା ଫଳରେ ଜୁନ ୧୦ ବା...

ସମ୍ କୋଭିଡ ହସ୍ପିଟାଲରେ ନୂଆ ଜୀବନ ପାଇଲେ ପ୍ରତୀକ୍ଷ

0

ଭୁବନେଶ୍ୱର : କରୋନା ମହାମାରୀ ଘାତକ ସତ ତେବେ ଏହାକୁ ପରାସ୍ତ କରିବା ଅସମ୍ଭବ ନୁହେଁ । ଏହି କଥାକୁ ପ୍ରମାଣିତ କରିଛନ୍ତି ଜଣେ ୨୦ ବର୍ଷର ଯୁବକ । ସମ୍ କୋଭିଡ୍ ହସ୍ପିଟାଲରେ କରୋନାକୁ ପରାସ୍ତ କରି ଘରକୁ ଫେରିଛନ୍ତି ପ୍ରତୀକ୍ଷ କାଦାମ୍ବାଲୁ । ଦୀର୍ଘ ଏକ ମାସ ଧରି ଏହି ଅଦୃଶ୍ୟ ଶତୃ ସହିତ ଯୁଦ୍ଧ କରିବା ପରେ ଶେଷରେ କୋଭିଡକୁ ପରାଜୟ କରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରତୀକ୍ଷ । ରାୟଗଡ଼ାସ୍ଥ ମୁନିଗୁଡା ଅଂଚଳର ଯୁକ୍ତ ୩ ଶେଷ...

OSMCL Receives Two Bids On Global Tender

0

Bhubaneswar: In response to the Global e-Tender floated by Odisha State Medical Corporation Limited (OSMCL) for procurement of vaccines, two bids have been received by the authorities. These bids are under evaluation, said Additional Chief Secretary Health & Family Welfare, Pradipta Kumar Mohapatra. Earlier, OSMCL extended COVID-19 Vaccine Global Tender period by 7 days in view of the requests from many...

Youth Gets New Life@SUM

0

Bhubaneswar: The atmosphere of gloom caused by the Covid-19 pandemic has been impacting life everywhere, but aided by good treatment, many patients are battling the disease valiantly to ensure a new lease of life for themselves. Twenty-year-old Pratiksh Kadambalu of Muniguda in Rayagada district, a Plus Three student, was rushed to the SUM Covid Hospital for treatment in a serious...

Vijayan Supports Naveen For Vax

0

Bhubaneswar: Kerala Chief Minister Pinarayi Vijayan has supported the proposal of Chief Minister Naveen Patnaik for a central-level policy for the procurement of vaccines from global manufacturers. Writing a letter to Odisha CM, Mr.Vijayan has thanked him for the prompt and thoughtful response on vaccine procurement and disbursement.  He has fully agreed with the Odisha CM that it is the...