Sampark Connects Children
Bhubaneswar: In order to provide psychosocial support to children during the prevailing Covid-19 situation, Sampark, a State Help Desk for children launched on Thursday. Women and Child Development (W&CD) Minister Tukuni Sahu inaugurated the desk on a virtual platform. W&CD Secretary Dr. Pramod Kumar Meherda, Chief of UNICEF Field Office Odisha, Dr. Monika Nielsen, Director ICDS & SW, OSCPS, Arvind Agarwal,...
ଶିଶୁଙ୍କ ପାଇଁ ‘ସଂପର୍କ’ ହେଲ୍ପଡେସ୍କ
ଭୁବନେଶ୍ୱର, କୋଭିଡ୍-୧୯ ମହାମାରୀ ସମୟରେ ଶିଶୁମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା, ସେମାନଙ୍କ ମାନସିକ ଓ ସାମାଜିକ ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୟୁନିସେଫ୍ର ମିଳିତ ସହଯୋଗରେ ଶିଶୁମାନଙ୍କ ପାଇଁ ‘ସଂପର୍କ’ ହେଲ୍ପଡେସ୍କ ଶୁଭାରମ୍ଭ କରିଛନ୍ତି । ଏହା ନିଶ୍ଚିତ ଭାବରେ ରାଜ୍ୟର ଶିଶୁମାନଙ୍କ ମନୋବଳ ବୃଦ୍ଧି ଦିଗରେ ଯଥେଷ୍ଟ ସହାୟକ ହେବ ବୋଲି ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ମତବ୍ୟକ୍ତ କରିଛନ୍ତି । ଆଜି ଆୟୋଜିତ କାର୍ଯ୍ୟକ୍ରମରେ ଏହି ହେଲ୍ପଡେସ୍କ ଏବଂ ପ୍ରଚାର ପୁସ୍ତିକାର...
ଭାରତୀୟ ହକିର ସଫଳତାରେ ଓଡ଼ିଶା ଗୌରବାନ୍ୱିତ
ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସ୍ରେ ଭାରତ ଶକ୍ତିଶାଳୀ ଜର୍ମାନୀକୁ ୫-୪ ଗୋଲ୍ରେ ହରାଇ କାଂସ୍ୟ ପଦକ ହାସଲ କରିଛି । ଏହା ଭାରତର କୋଣ ଅନୁକୋଣରେ ଥିବା ହକିପ୍ରେମୀ, ହକି ପ୍ରଶିକ୍ଷକ ଏବଂ ଦେଶ ବିଦେଶରେ ଥିବା ଭାରତୀୟମାନଙ୍କୁ ବେଶ୍ ଉଲ୍ଲସିତ କରିପାରିଛି । ଏଥିସହିତ ଆଗାମୀ ପିଢିକୁ ଦିଗ୍ଦର୍ଶନ ଦେବା ସହ ଅନୁପ୍ରାଣିତ କରିପାରିଛି । ଦୀର୍ଘ ୪୧ ବର୍ଷର ବ୍ୟବଧାନରେ ଭାରତୀୟ ହକିଦଳର ଏପରି ଉଲ୍ଲେଖନୀୟ ସଫଳତା ପାଇଁ ଚାରିଆଡୁ ଅଭିନନ୍ଦନ ଓ ପ୍ରଶଂସାର ସୁଅ ଛୁଟୁଛି । ହକି ଖେଳକୁ ଏକ...
CM Hails India Hockey Team
Bhubaneswar: Chief Minister Naveen Patnaik, who himself was a hockey player during his schooling time, was feeling happy with the victory of Indian Men’s Hockey team in Tokyo Olympics. He praised the hockey team and congratulated them for the spectacular victory. “Many congratulations to our hockey team. The whole of India is so excited as well as Odisha of course. We...
Odisha Misses Tagore Complex
New Delhi:The Ministry of Culture administers Central Sector Scheme (CSS) namely Financial Assistance for Tagore Cultural Complexes (TCC) for creation of cultural infrastructure. However, Odisha has been deprived of the Scheme as not a single TCC has been sanctioned so far. Union Culture and Tourism Minister G Kishan Reddy informed this to Rajya Sabha while replying to an unstarred question...
Cruise Dinner Soon On Mahanadi
Cuttack: In order to provide an experience of luxury lifestyle to twin city residents, the State Government has taken steps to introduce dinner on cruises on Mahanadi in Cuttack. The service will be made available at the Silver City Boat Club ner Baliyatra ground in Cuttack soon. Principal Advisor to Chief Minister Asit Tripathy visited the Club on 3 August...
Srimandir Reopens From 16 Aug
Puri: Shree Jagannath Temple here will be reopened for devotees from August 16 with strict adherence to Covid-19 protocols. The Temple remained closed for devotees since May 5 due to the outbreak of the pandemic. After remaining closed for more than three months in wake of the COVID-19 second wave, the much-awaited ''darshan'' of the sibling deities - Lord Balabhadra,...
ବୋଟ୍ ରେ ମିଳିବ ରାତ୍ରୀଭୋଜନ ସୁବିଧା
ଭୁବନେଶ୍ୱର : ଖୁବ୍ଶୀଘ୍ର କଟକ ସ୍ଥିତ ମହାନଦୀରେ ବୋଟ୍ ମଧ୍ୟରେ ଲୋକେ ରାତ୍ରୀଭୋଜନ ସୁବିଧା ପାଇବେ । ଦ୍ୱୈତସହରବାସୀଙ୍କୁ ଉନ୍ନତମାନର ଜୀବନଧାରଣର ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । କଟକର ବାଲିଯାତ୍ରା ପଡିଆ ନିକଟରେ ଥିବା ବୋଟ୍ କ୍ଲବ ନିକଟରେ ଏହି ସେବା ଉପଲବ୍ଧ ହେବ । ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ଗତକାଲି ବୋଟ କ୍ଲବ ପରିଦର୍ଶନ କରି ଉକ୍ତ ସ୍ଥାନରେ ପର୍ଯ୍ୟଟନ କାର୍ଯ୍ୟକଳାପ ଅଗ୍ରଗତିର ସମୀକ୍ଷା କରିଥିଲେ । ରାଜ୍ୟରେ ଏକ ପର୍ଯ୍ୟଟନ...
ସବୁ ସୁବିଧା ପାଇବେ ବିରଞ୍ଚି ସାହୁ
ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ହାତରେ ଧରାପଡିଥିବା ଓଡିଶା ଷ୍ଟାଫ ସିଲେକ୍ସନ କମିଶନର କର୍ମଚରୀ ବିରଞ୍ଚି ନାରାୟଣ ସାହୁଙ୍କୁ ସରକାର ଚାକିରିରୁ ବିଦା କରିଥିଲେ ମଧ୍ୟ ଆଇନ୍ତଃ ସେ ପେନ୍ସନ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପାଇବାକୁ ହକଦାର ବୋଲି ଆଇନ୍ ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି । ଓଡିଶା ସିଭିଲ ସର୍ଭିସେସ୍ କ୍ଲାସିଫିକେସନ କଣ୍ଟ୍ରୋଲ ଆଣ୍ଡ ଆପିଲ ରୁଲ୍ସର ୧୩ଧାରାରେ ଥିବା ଦଣ୍ଡଗୁଡିକ ମଧ୍ୟରେ ବାଧ୍ୟତାମୂଳକ ଅବସର ରହିଛି । ଏହି ଆଇନ୍ର ୧୫ଧାରା ଅନୁଯାୟୀ ସମ୍ପୃକ୍ତ ଅଧିକାରୀଙ୍କ...
୧୬ରୁ ଖୋଲିବ ଶ୍ରୀମନ୍ଦିର
ପୁରୀ : ଆସନ୍ତା ୧୬ ତାରିଖରୁ ଶ୍ରୀମନ୍ଦିର ଖୋଲିବ । ତେବେ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ କେବଳ ପୁରୀ ସହରବାସୀ ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ । ଶ୍ରୀମନ୍ଦିର ଖୋଲିବା ନେଇ ଆଜି ବସିଥିବା ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର । ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ । ୨୧ ଓ ୨୧ ତାରିଖ...










