ସୋଆ ରେଡିଓ ଜକି ପୁରସ୍କୃତ
ଭୁବନେଶ୍ୱର : ନୂଆଦିଲ୍ଲୀ ସ୍ଥିତ କମନ୍ୱେଲ୍ଥ ଏଜୁକେସ୍ନାଲ୍ ମିଡିଆ ସେଂଟର୍ ଫର୍ ଏସିଆ (ସିଇଏମ୍ସିଏ) ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗୀତାରେ ସୋଆ ରେଡିଓ ୯୦.୪କୁ ଚତୁର୍ଥ କନ୍ସୋଲେସନ୍ ପୁରସ୍କାରରେ ସମ୍ମାନିତ କରାଯାଇଛି । ସୋଆ ରେଡିଓ ୯୦.୪ ର ରେଡିଓ ଜକି ମାନଙ୍କ ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର “ସିଲ୍ଭର୍ ଲାଇନିଂ- ଫାଇଣ୍ଡିଂ ଦ ସ୍ପିରିଟ୍ ଅଫ୍ ପଜିଟିଭିଟି” କୁ ଏହି ପୁରସ୍କାର ମିଳିଛି । ପ୍ରଥମ ଥର ପାଇଁ ଏହି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଶିକ୍ଷା ଓ...
Varsities Open From 16 Aug
Bhubaneswar: After reopening of schools, the State Higher Education Department has decided to reopen the colleges and universities for classroom teaching from August 16. The colleges and universities will be reopened for post graduate first year and undergraduate first & second year students. The examination of final year students will be conducted on online mode only as per earlier decision,...
୫୮୯୪ ପଞ୍ଚାୟତରେ ଅପ୍ଟିକାଲ ଫାଇବର
ଭୁବନେଶ୍ୱର : ଓଡିଶାର ପ୍ରାୟ ୫୮୯୪ ଗ୍ରାମ ପଞ୍ଚାୟତକୁ ଭାରତ ନେଟ୍ ପ୍ରକଳ୍ପରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ପାଇଁ ଅପ୍ଟିକାଲ ଫାଇବର ସଂଯୋଗ ଦିଆଯାଇ ସାରିଲାଣି । ପଞ୍ଚାୟତକୁ ଇଣ୍ଟରନେଟ୍ ସଂଯୋଗ ଲାଗି ଭାରତ ନେଟ୍ ପ୍ରକଳ୍ପ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ଜୁଲାଇ ୯ତାରିଖ ସୁଦ୍ଧା ସମଗ୍ର ଦେଶରେ ୧,୫୭,୯୧୯ ଗ୍ରାମ ପଞ୍ଚାୟତକୁ ଇଣ୍ଟରନେଟ୍ ପ୍ରଦାନ ପାଇଁ ପ୍ରସ୍ତୁତି ସରିଛି । ଏଥି ମଧ୍ୟରେ ୧,୫୩,୮୩୬ ପଞ୍ଚାୟତକୁ ୍ରଅପ୍ଟିକାଲ ଫାଇବର ପଡିଥିବା କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିଂ ଚୌହ୍ୱାନ ଆଜି ରାଜ୍ୟସଭାରେ...
କରୋନାରେ କୃଷି ରପ୍ତାନି ପ୍ରଭାବିତ
ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରାଜ୍ୟରୁ କୃଷି, ସାମୁଦ୍ରିକ ଖାଦ୍ୟ ଓ ଜଙ୍ଗଲଜାତ ଦ୍ରବ୍ୟର ରପ୍ତାନି ପ୍ରଭାବିତ ହୋଇଛି । ତେବେ ଖଣି, ଧାତବ, ବୟନଶିଳ୍ପ ଓ ଔଷଧ ଆଦି ସାମଗ୍ରୀର ରପ୍ତାନି ବୃଦ୍ଧି ପାଇଛି । ଗତବର୍ଷ ମାର୍ଚ୍ଚ ମାସରୁ ରାଜ୍ୟରେ କରୋନାର ପ୍ରାର୍ଦୁଭାବ ଆରମ୍ଭ ହୋଇଥିବାବେଳେ ଅନେକ କ୍ଷେତ୍ରକୁ ଏହା ପ୍ରଭାବିତ କରିଥିଲା । ବିଶେଷକରି ଭାରତରେ କରୋନା ପ୍ରବେଶ ପୂର୍ବରୁ ବିଶ୍ୱର ଅନେକ ଦେଶରେ ଏହା କାୟା ବିସ୍ତାର କରିଥିବାରୁ ରପ୍ତାନି ବାଣିଜ୍ୟ ଢେର ପ୍ରଭାବିତ ହୋଇଥିଲା ।...
State Begins Supp Budget Exercise
Bhubaneswar: The State Government has initiated the process for the Supplementary Budget 2021-22, which is likely to be presented before the Assembly in coming sessions. Principal Secretary Finance Vishal Kumar Dev has issued detailed guidelines for the Departments to prepare their supplementary proposals expeditiously and in accordance with the prevailing economic condition. All the Departments have been asked to...
ନିର୍ମାଣ ଶ୍ରମିକଙ୍କୁ ସ୍ୱତନ୍ତ୍ର କୋଭିଡ୍ ସହାୟତା
ଭୁବନେଶ୍ୱର : ରାଜ୍ୟର ୨୫ ଲକ୍ଷ ୭୩ ହଜାର ୫୬୮ ପଂଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ କରୋନା ଦ୍ୱିତୀୟ ଲହରୀ ଦୃଷ୍ଟିରୁ ୧୫୦୦ ଟଙ୍କା ଲେଖାଏଁ ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ୟାକେଜ୍ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଏଯାବତ୍ ୧୪ ଲକ୍ଷ ୧୬ ହଜାର ୫୮୪ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ କୋଭିଡ୍ ସହାୟତା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି । ଏ ବାବଦକୁ ସେମାନଙ୍କର ଆଧାର ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରେ ମୋଟ ୨୧୨.୪୯ କୋଟି...
5894 GPs Get Net Connect
New Delhi: As many as 5894 Gram Panchayats of Odisha have been connected with optical fibre cable to provide broadband connectivity under BharatNet project. This was informed by Minister of State (MoS) for Communications Devusinh Chauhan in Rajya Sabha today. BharatNet project is being implemented in a phased manner to provide broadband connectivity to all Gram Panchayats (GPs) in the country. As...
Classes For IX To Open
Bhubaneswar: Following reopening of Class –X and XII, the School and Mass Education Principal Secretary Satyabrata Sahu on Thursday directed concern officials to reopen Class-IX for classroom teaching from August 16 with strict adherence to Covid-19 protocols. Mr.Sahu has written a letter to the Director of Secondary Education and the President of Board of Secondary Education (BSE) for reopening of...
୧ ଲକ୍ଷ ଦୁଗ୍ଧ ଚାଷୀ ପାଇଲେ ୧୧ କୋଟି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଗ୍ଧ ଚାଷୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି। ଏହାଦ୍ବାରା ଏକ ଲକ୍ଷ ଦୁଗ୍ଧ ଚାଷୀ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇଛନ୍ତି। ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଓମ୍ଫେଡ ଜରିଆରେ ରାଜ୍ୟର ୩୭୦୦ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଏବଂ ୨.୬୩ ଲକ୍ଷ ଦୁଗ୍ଧ ଚାଷୀ ଏହା ଜରିଆରେ ଦୁଗ୍ଧ ଉତ୍ପାଦନ କରୁଛନ୍ତି । ଏଥିରେ ୧୨୯୨ଟି ମହିଳା ସମବାୟ ସମିତି ରହିଛି ଏବଂ...
Adani Ports On High Growth Mode
Bhubaneswar: Adani Ports and Special Economic Zone Limited (“APSEZ”), the largest transport utility in India and a part of the diversified Adani Group, today announced its results for the first quarter ended 30 June 2021. The results are a validation of the strong fundamentals of the APSEZ strategy leading to a continued gain of market share as the company transforms into a full-fledged...










