Maoists Injured In Encounter
Malkangiri: Several Maoists have been injured during an encounter conducted by security police personnel in a forest under Mathili police station in Malkangiri district. Based on reliable intelligence input about the gathering of armed cadres of CPI Maoist for carrying out sub-versive activities, a searching and area domination operation was launched on June 14 by Odisha police teams comprising of...
Drone Survey In Highway Projects
New Delhi: In order to enhance transparency, uniformity and leverage latest technology, the National Highways Authority of India, under Ministry of Road Transport & Highways has made mandatory use of drones for monthly video recording of National Highway projects during all stages of development, construction, operation and maintenance. Contractors and Concessionaires shall carry out the drone video recording in presence...
Partial Lockdown Till 1 July
Bhubaneswar: A day before the lockdown restrictions were set to end, the State Government on Wednesday announced partial lockdown restrictions to continue in the State till 1 July, 5AM. In the wake of the second Covid wave, the Odisha Government had imposed a lockdown from May 5 to 14, which was first extended to 1 June and subsequently to17 June...
ଆଂଶିକ କୋହଳ ହେଲା କଟକଣା
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ସହିତ ସରକାର ଲକଡାଉନ୍ କଟକଣାକୁ ଆଂଶିକ କୋହଳ କରିଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାଗୁଡିକୁ ଦୁଇ ଭାଗରେ ବିଭକ୍ତ ସହିତ ସେହି ଅନୁଯାୟୀ ଆସନ୍ତା ଜୁଲାଇ ଏକ ତାରିଖ ପର୍ଯ୍ୟନ୍ତ କଟକଣାରେ କୋହଳ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସୂଚନା ଦେଇଛନ୍ତି । ସଂକ୍ରମଣ କମ୍ ଥିବା ପଶ୍ଚିମ ଓ ଦକ୍ଷିଣ ଓଡିଶାର ୧୭ଟି ଜିଲ୍ଲାକୁ ‘ଏ’ ବର୍ଗରେ ରଖାଯାଇଥିବାବେଳେ ଅଧିକ ସଂକ୍ରମଣ ଥିବା ଉପକୂଳର ୧୩ ଜିଲ୍ଲାକୁ...
44 Covid Deaths Reported
Bhubaneswar: Death of another 44 persons due to Covid-19 reported in Odisha on Wednesday raising the total tally to 3432. Out of the 44 deaths, Bhubaneswar, Ganjam, Kalahandi and Puri districts reported four death cases each while Cuttack, Jagatsinghpur, Jharsuguda, Rayagada and Sundargarh districts reported three deaths each. Similarly, death of two persons occurred in each of Mayurbhanj, Bargarh and Boudh...
ନୂଆ କ୍ୟାଡର ଏକ୍ଜିକ୍ୟୁଟିଭ ଆସିଷ୍ଟାଣ୍ଟ
ଭୁବନେଶ୍ୱର : ଲୋକସେବା ଭବନରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର, ଷ୍ଟେନୋଗ୍ରାଫର, ପି.ଏ ଓ ପି.ଏସ୍ ମାନଙ୍କର ଗୋଟିଏ କ୍ୟାଡର ହେବ । ନୂଆ କ୍ୟାଡରର ନାମ ହେବ ‘ଏକ୍ଜିକ୍ୟୁଟିଭ ଆସିଷ୍ଟାଣ୍ଟ’ । ଏଥିରେ ଉପରୋକ୍ତ ଦୁଇ କର୍ମଚାରୀଙ୍କ କ୍ୟାଡର ବିଲୟ ପାଇଁ ନିଷ୍ପତ୍ତି ହୋଇଛି । ଗୃହ ବିଭାଗ ପକ୍ଷରୁ ଏହି ନୂତନ କ୍ୟାଡର ପ୍ରସ୍ତୁତ ହେବ । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପୂର୍ବରୁ ଡାଟା ଏଣ୍ଟ୍ରି...
Chari Nahaka Installed In Chariots
Puri: Nearly a week ahead of the schedule, servitor groups engaged in construction of chariots for the three deities in Srimandir in Puri have installed 'Chari Nahaka', the four pillar-frames which rise from the base of the chariot and support its entire dome. It is very pleasant news for the Lord Jagannath devotees that the 'Chari Nahaka' work completed eight days...
ତିନି ଜିଲ୍ଲାରେ ସେରୋ ସର୍ଭେ
ଭୁବନେଶ୍ୱର: ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମଆରସି), ଭୁବନେଶ୍ୱର ପକ୍ଷରୁ ଜୁନ ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ, ରାୟାଗଡା ଏବଂ କୋରାପୁଟର ତିନୋଟି ଜିଲ୍ଲାରେ କୋଭିଡ -୧୯ ପାଇଁ ସେରୋ ସର୍ଭେ କରାଯିବ । ଏହି ତିନୋଟି ଜିଲ୍ଲାରେ ସେରୋ ସର୍ଭେ ହେଉଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା ପରିଚାଳିତ କୋଭିଡ୍ -୧୯ ପାଇଁ ଜାତୀୟ ସେରୋ ସର୍ଭେର ଚତୁର୍ଥ ପର୍ଯ୍ୟାୟ । ପ୍ରତ୍ୟେକ ଜିଲ୍ଲାର ଦଶଟି କ୍ଲଷ୍ଟରରେ ଏହି ସର୍ଭେ କରାଯିବ । ସ୍ୱାସ୍ଥ୍ୟ ଏବଂ ପରିବାର...
କଦଳୀ ଚାଷୀଙ୍କ ପାଇଁ ନୂଆ ସମ୍ଭାବନା
ଭୁବନେଶ୍ୱର : କଦଳୀ ପଟରୁ ଉନ୍ନତ ମାନର ଦଉଡ଼ି, ଆକର୍ଷଣୀୟ ମ୍ୟାଟ୍ ଓ ଡିସ୍ପୋଜେବୁଲ କପ୍ ପ୍ରଭୃତି ପ୍ରସ୍ତୁତ କରିବା କଦଳୀ ଚାଷୀମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇପାରିଛି । ଏହା ଉଦ୍ୟାନ କୃଷିକୁ ନେଇ ଏକ ଅର୍ଥନୈତିକ ବିପ୍ଳବ ଆଣିପାରିବ । ଏଥି ସହିତ କଦଳୀ ମଞ୍ଜାରୁ ଆଚାର ଏବଂ ପାମ୍ପଡ଼ ପ୍ରସ୍ତୁତ ହେବା ଭଳି ସୁଯୋଗ ସୃଷ୍ଟି ହୋଇଛି । ଆଚାର ଓ ପାମ୍ପଡ଼ ପ୍ରସ୍ତୁତ ପରେ ଅବଶିଷ୍ଟ ବର୍ଜ୍ୟରୁ ଉଦ୍ୟାନ ପାଇଁ ବ୍ୟବହୃତ ଯୋଗ୍ୟ ଜିଆ ଖତ (ଭର୍ମି-କମ୍ପୋଷ୍ଟ)...
ଜନଜାତି ପରିବାର ନିମନ୍ତେ ଜୀବିକା ଇକୋସିଷ୍ଟମ
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଅନୁସୂଚିତ ଜନଜାତି ପରିବାର ନିମନ୍ତେ ଏକ ନୂତନ ଜୀବିକା ଇକୋସିଷ୍ଟମ ଆରମ୍ଭ ହୋଇଛି । କରୋନା ମହାମାରୀ ସମୟରେ ଏହି ‘ମିଶନ ଜୀବିକା ପ୍ରକଳ୍ପ’ ଅନୁସୂଚିତ ଜନଜାତି ପରିବାରଗୁଡ଼ିକ ନିମନ୍ତେ ପୋଷଣୀୟ ଜୀବିକାକୁ ନିଶ୍ଚିତ କରିପାରିଛି । ଏହି ଜୀବିକା କାର୍ଯ୍ୟକ୍ରମ ଦ୍ୱାରା ସେମାନଙ୍କର ଆୟବୃଦ୍ଧି ସହିତ ଜୀବନଧାରଣର ମାନରେ ଉନ୍ନତି ହୋଇପାରିଛି । ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ୭ଟି ଜିଲ୍ଲାର...










