୨୭ପ୍ରତିଶତ ସଂରକ୍ଷଣ ଆଶା କ୍ଷୀଣ

ଭୁବନେଶ୍ୱର : ମହାରାଷ୍ଟ୍ରର ସ୍ଥାନ ସଂରକ୍ଷଣ ଆଇନ୍‍କୁ ସୁପ୍ରିମ୍‍କୋର୍ଟରେ ଝଟ୍‍କା ଲାଗିବାପରେ ଓଡିଶାରେ ପଛୁଆବର୍ଗଙ୍କ ପାଇଁ ଚାକିରିରେ ସ୍ଥାନ ସଂରକ୍ଷଣ ୨୭ପ୍ରତିଶତକୁ ବଢାଇବା ଆଶା କ୍ଷୀଣ ହୋଇପଡିଛି । ଚାକିରି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ସୀମା ୫୦ ପ୍ରତିଶତରେ ସୀମିତ ରଖିବାପାଇଁ ସୁପ୍ରିମ୍‍କୋର୍ଟ ପୂର୍ବରୁ ଅନେକ ମାମଲାରେ ଯେଉଁ ନିଷ୍ପତ୍ତି ନେଇଥିଲେ ତାହାକୁ କାଏମ ରଖିବା ଫଳରେ ଏହି ପରିସ୍ଥିତି ଉପୁଜିଛି । ଏଠାରେ ଉଲ୍ଲେଖନୀୟ ଯେ ଜନସଂଖ୍ୟା ଅନୁପାତରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ସରକାରୀ ଚାକିରି ଓ ବିଭିନ୍ନ...

କୋଭିଡ ମୁକାବିଲା ପାଇଁ ଆମ୍ବୁଲାନ୍ସ ଯୋଗାଣ

0

ଭୁବନେଶ୍ୱର : କୋଭିଡ ମୁକାବିଲା ପାଇଁ ରାଜଧାନୀ ସମେତ ଖୋରଧା ଜିଲ୍ଲାରେ ଅଧିକରୁ ଅଧିକ ଆମ୍ବୁଲାନ୍ସ ସହିତ ଅନ୍ୟାନ୍ୟ ଗାଡିମୋଟର ଆବଶ୍ୟକ ହେଉଥିବାବେଳେ ଏହାକୁ ମେଣ୍ଟାଇବାପାଇଁ ପରିବହନ ବିଭାଗ ଏବେ ଆଗକୁ ଆସିଛି । ସରକାରଙ୍କୁ ବରାଦ ମୁତାବକ ଆମ୍ବୁଲାନ୍ସ ସହିତ ବିଭିନ୍ନ ପ୍ରକାର ଯାନବାହାନ ଡାକ୍ତରଖାନା, ପୁଲିସ୍‍ ପ୍ରଶାସନକୁ ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦିଆଯାଉଛି । ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ଆଞ୍ଚଳିକ ପରିବହନ ଦପ୍ତର ପକ୍ଷରୁ ମୋଟ୍‍ ୮୬ଟି ଆମ୍ବୁଲାନ୍ସ ଯୋଗାଇଦିଆଯାଛି । ଏଥି ମଧ୍ୟରୁ କ୍ୟାପିଟାଲ ହସ୍ପିଟାଲକୁ...

7.7K Ton Oxygen Escorted

0

Bhubaneswar: 7722.756 MT medical oxygen for other States have been escorted so far from Rourkela, Jajpur, Dhenkanal, and Angul districts of Odisha by Odisha Police. As many as 44 tankers were dispatched from Angul with 733.202 MT, 102 from Dhenkanal with 1602.32 MT, 101 from Jajpur with 2106.312 MT, and 174 from Rourkela with 3280.922 MT. Further, 125 tankers with 2554.904...

State Asks Oxygen Refilling Frequency Rise

0

Bhubaneswar: The State Government has issued a directive to increase the frequency of refilling of oxygen cylinders to ensure the timely treatment of critical COVID-19 patients. Additional Chief Secretary, Health & Family Welfare Pradipta Kumar Mohapatra, issued the directive in a letter to District Collectors, Municipal Commissioners, CDMO & PHOs and Principal of all Medical Colleges and Hospitals. Mr.Mohapatra wrote that...

Vax Covers 61 Lakh Plus

0

Bhubaneswar: Odisha Government has decided to start 18 to 44 years age group vaccination only in five Municipal Corporations, where positivity rate of COVID-19 infection is very high. Those Municipal Corporations are Bhubaneswar, Cuttack, Berhampur, Sambalpur and Rourkela. ACS Health & Family Welfare, Pradipta Kumar Mohapatra has written to all District Collectors and asked the District collectors and Municipal commissioners to...

ତେଲ ଦରବୃଦ୍ଧିକୁ ବିଜେଡିର ବିରୋଧ

ଭୁବନେଶ୍ୱର : କରୋନା ସମୟରେ ପେଟ୍ରୋଲ ଡିଜେଲର ଦରବୃଦ୍ଧିକୁ ବିରୋଧ କରିଛି ବିଜେଡି । ଦଳର ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାଶବର୍ମା ଏଭଳି ଦରବୃଦ୍ଧିକୁ ନିନ୍ଦା କରିବା ସହିତ ମହାମାରୀ ସମୟରେ ଏହା ବେଡି ଉପରେ କରୋଡା ମାଡ ବୋଲି କହିଛନ୍ତି । ଶ୍ରୀ ଦାଶବର୍ମା କହିଛନ୍ତି ଯେ ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚି ଚାଲିଛି । ପ୍ରତିଦିନ ୪ ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ୪ହଜାର ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି । କରୋନା ସଂକ୍ରମଣର ଚେନ୍‌କୁ...

କ୍ଷୁଦ୍ର ଶିଳ୍ପ ନିଗମ ଦେଲା ୧୦ ଲକ୍ଷ

ଭୁବନେଶ୍ୱର : ରାଜ୍ୟର କୋଭିଡ୍‌ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ ବୋର୍ଡର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ ଓ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାହାଣୀଙ୍କ ଠାରୁ ଏହି ରାଶିର ଚେକ୍‌ ଗ୍ରହଣ କରିଛନ୍ତି । ଚେକ୍‌ ପ୍ରଦାନ ସମୟରେ ନିଗମର ଅଧ୍ୟକ୍ଷ ଶ୍ରୀ ସାହୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

2-DG; New Drug For Covid

0

New Delhi: An anti-COVID-19 therapeutic application of the drug 2-deoxy-D-glucose (2-DG) has been developed by Institute of Nuclear Medicine and Allied Sciences (INMAS), a lab of Defence Research and Development Organisation (DRDO), in collaboration with Dr Reddy’s Laboratories (DRL), Hyderabad. Clinical trial results have shown that this molecule helps in faster recovery of hospitalised patients and reduces supplemental oxygen...

ଏନ୍‍ଜିଓ କର୍ମୀଙ୍କୁ ଟିକା କେବେ ?

0

ଭୁବନେଶ୍ୱର : ଦ୍ୱିତୀୟ ଲହରୀ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଏବେ ଏନ୍‍ଜିଓ ଓ ସିଭିଲ ସୋଟାଇଟିର ସହାୟତା ଉପରେ ଗୁରୁତ୍ୱ ଦେଉଥିବାବେଳେ ଏମାନେ କିନ୍ତୁ ସହଯୋଗ ପାଇଁ ଆଗପଛ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଏନ୍‍ଜିଓ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରାନଯିବା ଓ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯାଇ ନଥିବାରୁ ଏଭଳି ଅବସ୍ଥା ଉପୁଜିଛି । ସହର ଠାରୁ ଗାଁ ଗହଳ ପର୍ଯ୍ୟନ୍ତ କରୋନା ମୁକାବିଲା ପାଇଁ ନୀତି ଆୟୋଗଙ୍କ ଠାରୁ ଆରମ୍ଭ କରି ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ...

ବାଉଳା କରୁଛି ପଞ୍ଜିକରଣ ପୋର୍ଟାଲ

0

ଭୁବନେଶ୍ୱର : କୋଭିଡ ଟିକା ନେବାପାଇଁ ପଞ୍ଜିକରଣ ଏବେ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହୋଇଥିବାବେଳେ ରାଜଧାନୀବାସୀ ଏବେ କୋ-ୱିନ୍‍ ୱେବପୋର୍ଟାଲକୁ ନେଇ ବାଉଳା ହେଉଛନ୍ତି । ଏହି ପୋର୍ଟାଲରେ ଗୋଟିଏ ଗୋଟିଏ ଚିକିତ୍ସାଳୟକୁ ଦୁଇ ତିନିଥର ଲେଖା ଭିନ୍ନ ଭିନ୍ନ ନାଁରେ ଦର୍ଶାଯାଉଛି । ଟିକା ପାଇଁ ପଞ୍ଜିକରଣ ଓ ସ୍ଲଟ ନେବା ସକାଶେ କୋ-ୱିନ୍‍ ପୋର୍ଟାଲ ହେଉଛି ଅନ୍ୟତମ ମାଧ୍ୟମ । ଅଧିକାଂଶ ଲୋକେ ଏହି ପୋର୍ଟାଲକୁ ଯାଇ ନିଜ ନିଜ ପଞ୍ଜିକରଣ କରୁଛନ୍ତି । ତେବେ ପୋର୍ଟାଲରେ ନିଜ ଜିଲ୍ଲା କିମ୍ବା...