ଗଡ଼ୁଛି ମଦମୃତ୍ୟୁ ମାମଲା
ଭୁବନେଶ୍ୱର : ପ୍ରାୟ ହଜାରେ ଲୋକଙ୍କ ଜୀବନ ନେଇଥିବା କଟକ ମଦମୃତ୍ୟୁ ଦୁର୍ଘଟଣାକୁ ଆଜି ଆଉ ବର୍ଷେ ପୁରୁଛି । ୨୯ ବର୍ଷ ତଳେ ଘଟିଥିବା ଏହି ଗଣନରସଂହାର ମାମଲାର ବିଚାର ଏପର୍ଯ୍ୟନ୍ତ ସରିନାହିଁ । ଏହି ଭୟଙ୍କର କାଣ୍ଡରେ ଆଜୀବନ ବିକଳାଙ୍ଗ ହୋଇଥିବା ଅନେକ ଲୋକଙ୍କର ଇତିମଧ୍ୟରେ ମୃତ୍ୟୁ ଘଟିଥିବା ବେଳେ ଆଉ କେତେକ ଏବେ ବି ପଙ୍ଗୁ ଅବସ୍ଥାରେ ପରିବାର ପାଇଁ ବୋଝ ହୋଇ ରହିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ୧୯୯୨ ମଇ ମାସର ୭/୮ ତାରିଖରେ ବିଷାକ୍ତ ମଦ୍ୟପାନ...
ଉପସାଗରୀୟ ଦେଶରୁ ଆସିବ ଅକ୍ସିଜେନ୍
ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ୍ ମାଧ୍ୟମରେ ସାଉଦିଆରବର ଉର୍ଜା ମନ୍ତ୍ରୀ ପ୍ରିନ୍ସ ଅବଦୁଲାଜିଜ୍, ୟୁଏଇର ଶିଳ୍ପ ଏବଂ ପ୍ରଯୁକ୍ତିିବିଦ୍ୟା ଏବଂ ଆଦନୋକ ଗ୍ରୁପର ସିଇଓ ଡ. ସୁଲତାନ ଅଲ୍ ଜାବେର ଏବଂ କତାରର ଉର୍ଜା ମନ୍ତ୍ରୀ ତଥା କତାର ପେଟ୍ରୋଲିୟମର ସଭାପତି ସାଦ୍ ଶେରିଦା ଅଲ୍ କାବିଙ୍କ ସହ ଆଲୋଚନା କରିଛନ୍ତି । ଏହି ଦେଶର ସମସ୍ତ ମନ୍ତ୍ରୀଗଣ ଭାରତକୁ ତରଳ ମେଡ଼ିକାଲ ଅକ୍ସିଜେନ(ଏଲଏମଓ)ର ବାଣିଜ୍ୟିକ ଯୋଗାଣ ପାଇଁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସୁନିଶ୍ଚିତ କରିଥିବା ଶ୍ରୀ...
ବୁଲା ପଶୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା
ରାଜ୍ୟର ସମସ୍ତ ପୌରସଂସ୍ଥାକୁ ଲକଡାଉନ୍ ସମୟରେ ବୁଲା ପଶୁମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ଯୋଗାଣ କରିବାକୁ କୁହାଯାଇଛି । କୋଭିଡ ଲକଡାଉନ୍ ସମୟରେ ସହରାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ବୁଲା ପଶୁମାନଙ୍କ ପାଇଁ ରାଜ୍ୟ ସରକାର ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଦ୍ୱାରା ସେମାନଙ୍କର ମଙ୍ଗଳ ହୋଇପାରିବ । ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥୀଭାଥାନନ୍ ଏହି ପରିପ୍ରେକ୍ଷୀରେ ସମସ୍ତ ପୌରସଂସ୍ଥାର ମ୍ୟୁନିସିପାଲିଟି କମିଶନର ଏବଂ କାର୍ଯ୍ୟର୍ନିବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ କୋଭିଡ...
Standard Procedure For Tocilizumab
Bhubaneswar: The Health & Family Welfare Department on Thursday issued the Standard Operating Procedure (SOP) for requisition of Tocilizumab and other new drugs for Covid patients in Covid treatment facilities. Additional Chief Secretary of the Department, PK Mohapatra, in a letter to all stakeholders cited the Clinical Management Protocol: COVID-19 Version 5, issued by the Directorate General of Health Services...
60 Lakh Plus Get Vax
Bhubaneswar: Odisha has vaccinated more people against COVID-19 than the number of doses allocated by the Centre by prudently using the extra dose available in each vial as wastage. In the process, Odisha has recorded a negative wastage of -2.2 per cent. Informing this in a tweet on Friday, Chief Minister Naveen Patnaik added, “Appreciate the healthcare professionals & nurses for...
ହାତ ଟେକିଦେଲା ଓମଫେଡ୍
ଭୁବନେଶ୍ୱର : ଚାଷୀଙ୍କ ଠାରୁ ଲକ୍ଡାଉନ୍ ଓ ସଟ୍ଡାଉନ୍ରେ ଦୁଗ୍ଧ କିଣିପାରିବ ନାହିଁ ବୋଲି କହି ଓମଫେଡ୍ ହାତଟେକି ଦେଇଛି । ଆଜି ଠାରୁ ଓମଫେଡ୍ ଦୁଗ୍ଧ ସଂଗ୍ରହ ବନ୍ଦ କରିଥିବାବେଳେ ଏହା ବିକ୍ରି ହୋଇନପାରିବାକୁ ବଡ କାରଣ ବୋଲି ଦର୍ଶାଇଛି । ଓମଫେଡ୍ ତାହାର ସମସ୍ତ ଜୋନର ସାଧାରଣ ପରିଚାଳକମାନଙ୍କୁ ପତ୍ର ଲେଖି ସାମୟିକ ଭାବେ ଦୁଗ୍ଧ ସଂଗ୍ରହ ବନ୍ଦ ପାଇଁ ନିର୍ଦ୍ଦେଶ ଦେବା ସହିତ ଆଜିଠାରୁ ଏହାକୁ କାର୍ଯ୍ୟକାରୀ କରିଛି । ଓମଫେଡ୍ଦର୍ଶାଇଛି ଯେ ଦୁଗ୍ଧ ସଂଗ୍ରହ ପରିମାଣ ବୃଦ୍ଧି ପାଇ...
Stray Dogs Care In Urban Zones
Bhubaneswar: All the urban local bodies (ULB) of the State have been asked to make necessary provision of food for the stray animals during the Lockdown period. The State Government has decided to extend support for stray animals in urban and semi urban areas during COVID-19 Lockdown Period, so that their welfare can be ensured. Principal Secretary Housing and Urban Development...
ଦିନକରେ ୧୨ହଜାର ଟପିଲା
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ଗତ ୨୪ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୨ହଜାରକୁ ଟପିଯାଇଛି । ସେହିଭଳି ଗୋଟିଏ ଦିନରେ ସର୍ବାଧିକ ୧୯ଜଣଙ୍କ କରୋନାରେ ମୃତ୍ୟୁ ରେକର୍ଡ ହୋଇଛି । ୨୪ଘଣ୍ଟା ରେ ରାଜ୍ୟରେ ସର୍ବାଧିକ ୧୨,୨୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୨୦୭୩, ଖୋରଧାରୁ ୧୮୨୮ ଚିହ୍ନଟ ହୋଇଥିବାବେଳେ କଟକରୁ ୯୧୬, କଳାହାଣ୍ଡିରୁ ୫୮୦, ସମ୍ବଲପୁରରୁ ୫୪୪, ଅନୁଗୁଳରୁ ୪୮୦, ବରଗଡରୁ ୪୭୫, ବାଲେଶ୍ୱରରୁ ୪୩୭, ଭଦ୍ରକରୁ...
ଦିଗହରା ଅନ୍ଲାଇନ୍ ପାଠପଢା
ଭୁବନେଶ୍ୱର : ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଏବେ ଅନ୍ଲାଇନ୍ରେ ଚାଲିଛି ପାଠପଢା । ତେବେ ଶିକ୍ଷକମାନଙ୍କର ଆବଶ୍ୟକ ଭିତ୍ତିଭୂମି ଓ ତାଲିମ ଅଭାବରୁ ଏହା ଏକପ୍ରକାର ଦିଗହରା ହୋଇଥିବା ଦେଖିବାକୁ ମିଳିଛି । ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଅନ୍ଲାଇନ୍ରେ ପାଠ ପଢାଉଥିବା ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଏ ସଂକ୍ରାନ୍ତରେ ଠିକଣା ତାଲିମ ପାଇନାହାନ୍ତି । ଏପରିକି କେତେକ ଶିକ୍ଷକ ହ୍ୱାଟସ୍ଆପ୍ରେ ଛାତ୍ରଛାତ୍ରୀଙ୍କର ଗ୍ରୁପ୍ଟିଏ ତିଆରି କରିବାକୁ ବି ଅକ୍ଷମ । ଏ ଦାୟିତ୍ୱରେ ଛାତ୍ରଛାତ୍ରୀଙ୍କ ଉପରେ ଛାଡିଦେଉଛନ୍ତି । ଫଳରେ ଗୋଟିଏ ଗୋଟିଏ ଗ୍ରୁପ୍ରେ...
ସଂସ୍କୃତି ବିଶ୍ୱବିଦ୍ୟାଳୟରେ ସମ୍ବଲପୁର ଅବସ୍ଥା
ଭୁବନେଶ୍ୱର : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଦୀର୍ଷବର୍ଷ ଧରି କାମ କରୁଥିବା ଜଣେ ଠିକା କର୍ମଚାରୀ ଚାକିରିରେ ନିୟମିତ ନହୋଇ ଆତ୍ମହତ୍ୟା କରିବା ଘଟଣା ରାଜଭବନରୁ ରାଜରାସ୍ତା ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ରାଜଧାନୀ ଉପକଣ୍ଠରେ ଓଡିଶା ସରକାରଙ୍କ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାୟ ସବୁ ତୃତୁୟ ଓ ଚତୁର୍ଥଶ୍ରେଣୀ ପାହ୍ୟାର କର୍ମଚାରୀ ୧୫/୨୦ବର୍ଷ ଧରି ଠିକା କର୍ମଚାରୀ ଭାବେ ଏକ ପ୍ରକାର ବେଠି ଖଟୁଛନ୍ତି । ଏହି ଠିକା କର୍ମଚାରୀମାନଙ୍କୁ ନିୟମିତ କରିବା ସଂକ୍ରାନ୍ତରେ ପଦକ୍ଷେପ ନେବାଲାଗି ଓଡିଶା ହାଇକୋର୍ଟ ବାରମ୍ବାର ନିର୍ଦ୍ଦେଶ ଦେଉଥିଲେ...










