ବନ୍ୟା ସମ୍ଭାବନା ନାହିଁ
ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ୟାସ’ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଧିକ ବୃଷ୍ଟିପାତ ଯୋଗୁଁ କେତେକ ନଦୀରେ ଜଳସ୍ତର ବୃଦ୍ଧି ହୋଇଛି । ମୟୁରଭଞ୍ଜ, କେଉଁଝର ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ବୁଢାବଳଙ୍ଗ, ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧିପାଇଥିଲେ ସୁଦ୍ଧା ବନ୍ୟା ପରିସ୍ଥିତି ସୃଷ୍ଟିହେବାର ସମ୍ଭାବନା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର କ୍ତ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଆନନ୍ଦପୁର ଓ ଆଖୁଆପଦା...
Shelter Returnee On Scanner
Bhubaneswar: Odisha Government has ordered close monitoring of persons returning from cyclone shelters for COVID symptoms. Department of Health & Family Welfare has directed the District Collectors of Balasore, Bhadrakh, Kendrapara, Jagatsinghpur, Mayurbhanj, Keonjhar, Puri, Sundargarh, Cuttack, Dhenkanal, Angul and Khurda in this regard. Sources said 7.3 Lakh people were shifted to cyclone shelters across these districts due to cyclone YAAS. ACS...
YAAS Fails To Impact Steel Plants
Bhubaneswar: While arrangements were made to help out the Steel Plants during Cyclone YAAS hit to the State, no disruption of steel production and oxygen supply took place. Ministry of Steel coordinated the arrangement, which resulted in non disruption of steel production and oxygen supply. Meeting was held with all major steel players on 23 May, along with Department for Promotion...
Prison On Decongestion Mode
Bhubaneswar: Adoption of decongestion management in the prisons across the state has resulted in better results and prison population has drastically come down. Thanks to the decision of the High Powered Committee, it was decided to decongest the prisons, where inmates were 20, 150 as on 1 May, while schedule capacity if 19,824. Santosh Upadhyaya, DG Prisons carried out meticulous decongestion...
Rare Surgery@SUM
Bhubaneswar: Surgeons at the Institute of Medical Sciences and SUM Hospital here performed a rare surgery on a 41-year-old man on Tuesday to remove a six cm long cystic mass found on the left adrenal gland. The patient from Kharagpur in West Bengal, complaining of abdominal pain, was admitted into the hospital on Saturday while investigations revealed the tumour. Dr. Satya...
ବାତ୍ୟାରେ ଜନ୍ମନେଲେ ୭୫୦ ଶିଶୁ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଏବଂ ଜିଲ୍ଲା ପ୍ରଶାସନର ସହାୟତାରେ ଗୋଟେ ପଟେ ‘ୟାସ୍’ ସାମୁଦି୍ରକ ବାତ୍ୟାର ଭୟାବହତା ଏବଂ ଅପର ପଟେ କରୋନା ମହାମାରୀର ଆତଙ୍କ ମଧ୍ୟରେ ବାତ୍ୟା ପ୍ରଭାବିତ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାର ଡାକ୍ତରଖାନାଗୁଡ଼ିକରେ ୭୫୦ ଜଣ ଶିଶୁ ଜନ୍ମଲାଭ କରିଛନ୍ତି । ବାତ୍ୟା ‘ୟାସ୍’ର ସମ୍ଭାବ୍ୟ ବିପଦକୁ ଆଶଙ୍କା କରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହି ୧୦ଟି ଜିଲ୍ଲାରେ ଜୁନ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା...
ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର
ଭୁବନେଶ୍ୱର : ସମ୍ ହସ୍ପିଟାଲର ଚିକିତ୍ସକମାନେ ୪୧ ବର୍ଷିୟ ଜଣେ ବ୍ୟକ୍ତିଙ୍କର ଶରୀରରେ ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ଶଲ୍ୟ ଚିକିତ୍ସକ । ଏହି ରୋଗୀଙ୍କର ବାମପଟ ଆଡ୍ରିନାଲ୍ ଗ୍ଲାଣ୍ଡ (କିଡନି ଉପରେ ଥିବା ଗ୍ରନ୍ଥି)ରେ ୬ ସେଂଟିମିଟର ଆକୃତିର ଏକ ଟ୍ୟୁମରଟିକୁ ବିରଳ ଅସ୍ତ୍ରୋପଚାର ଜରିଆରେ କାଢ଼ିବାରେ ସଫଳ ହୋଇଛନ୍ତି ସମ୍ର ଶଲ୍ୟ ଚିକିତ୍ସକ । ପଶ୍ଚିମ ବଙ୍ଗ ଖଡଗପୁର ଅଂଚଳର ସଞ୍ଜୀବ ସିଂ ନାମକ ଏହି ରୋଗୀ ଜଣକ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିବାର ସମସ୍ୟା ନେଇ ଶନିବାର...
PM To Visit Odisha On 28 May
Bhubaneswar: Prime Minister Narendra Modi will visit Odisha on 28 May.Mr.Modi will take stock of situation due to Cyclone YAAS damage in the State. He will assess the impact of cyclone YAAS. Prime Minister will also undertake an aerial survey of the areas affected by the cyclone in Odisha. Chief Minister Naveen Patnaik also today took an aerial survey of the YAAS...
ବାତ୍ୟା ଆଣିଲା ବନ୍ୟା
ଭୁବନେଶ୍ୱର : ବାତ୍ୟା ୟାସ୍ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଏବେ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ଏଥି ଯୋଗୁଁ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହିତ ଆନନ୍ଦପୁର ଓ ଆଖୁଆପଦା ଠାରେ ବିପଦ ସଙ୍କେତ ଉପରେ ରହିଛି । ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା । ଏଥି ଯୋଗୁଁ ସୃଷ୍ଟି ହେବାକୁ ଯାଉଥିବା ପରିସ୍ଥିତିର ମୁକାବିଲା କରିବା ପାଇଁ ଭଦ୍ରକ ଓ...
ବାତ୍ୟା ପାଇଁ ସଂକ୍ରମଣ କମିଲା
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି । ଗତକାଲି ୧୧ ହଜାର ଉପରେ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୬୭୩୬ କେରୋନା ପଜିଟିଭ । ତେବେ ବାତ୍ୟା ଯୋଗୁଁ ପରୀକ୍ଷା ହ୍ରାସ ପାଇଥିବାରୁ ଏଭଳି କମିଥିବା ଅନୁମାନ କରାଯାଉଛି । ଉପକୂଳ ସମେତ ବିଭିନ୍ନ ଜିଲ୍ଲାରେ ବାତ୍ୟା ଯୋଗୁଁ ନମୂନା ପରୀକ୍ଷା ସଂଖ୍ୟା ୪୬ହଜାରକୁ ହ୍ରାସ ପାଇଥିଲା । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ...









