State Seeks Experts Advise On COVID
Bhubaneswar: Chief Minister Naveen Patnaik on Friday sought the advice of top health experts of the country on strategy to tackle the future waves of the pandemic and on how to strengthen the healthcare system further. Looking for experts’ suggestions, the Chief Minister said at the first Advisory Committee meeting that the State Government need to fine-tune our processes the...
ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ପ୍ରଦାନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେଥି ମଧ୍ୟରୁ କରୋନାରେ ମୃତୁ୍ୟ ପାଇଁ ଯାଜପୁର ଜିଲ୍ଲା ‘ମନ୍ଥନ’ ସମ୍ବାଦପତ୍ରର ପ୍ରତିନିଧି ସ୍ୱର୍ଗତ ଅଶୋକ କୁମାର ସାହୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା, କେନ୍ଦୁଝର ଜିଲ୍ଲାରେ ‘ଓଡ଼ିଶା ଭାସ୍କର’ ସମ୍ବାଦପତ୍ରର ବରିଷ୍ଠ ସାମ୍ବାଦିକ...
ତତ୍କାଳ ଆର୍ଥିକ ସହାୟତା ମାଗିଲାନି ଓଡିଶା
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଗସ୍ତରେ ଆସି ବାତ୍ୟା ସମୀକ୍ଷା କରିଥିବାବେଳେ ରାଜ୍ୟ ସରକାର କୌଣସି ତତ୍କାଳ ଆର୍ଥିକ ସହାୟତା ମାଗି ନାହାନ୍ତି । କରୋନା ଜନିତ ପରିସ୍ଥିତିରେ କେନ୍ଦ୍ର ଉପରେ ବୋଝ ନହୋଇ ନିଜସ୍ୱ ଅର୍ଥରେ ପରିସ୍ଥିତିର ମୁକାବିଲା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ତେବେ ଓଡିଶାକୁ ବାତ୍ୟା ଦାଉରୁ ରକ୍ଷା କରିବାପାଇଁ ଦୀର୍ଘସୂତ୍ରୀ ସହାୟତା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ପ୍ରସ୍ତାବ ରଖିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭୁବନେଶ୍ୱର ଠାରେ...
PM Reviews YAAS Damage
Bhubaneswar : Prime Minister Narendra Modi Friday reviewed the post-cyclone situation and damages caused by Cyclone YAAS in the state at a meeting here where Odisha Government demanded long term solutions to mitigate problemsof repeated cyclones and provision of disaster resilient power systems.The State Government sought no immediate funds to manage the expenditure incurred in disaster management, butstressed on...
Odisha Extends Vax Global Tender Period
Bhubaneswar: Odisha Government has extended COVID-19 Vaccine Global Tender period by 7 days in view of the requests from many prospective vendors, said ACS Health & Family Welfare, Pradipta Kumar Mohapatra. Mr.Mohapatra said that the Odisha State Medical Corporation (OSMCL) has notified the end of date and time of online bid submission till 4 June 2021 keeping their request and...
ଗାଁ ମୁହାଁ ଅନାମଧ୍ୟେୟ ଔଷଧ କମ୍ପାନୀ
ଭୁବନେଶ୍ୱର : କରେନା ସଂକ୍ରମଣ ଏବେ ଗାଁ ମୁହାଁ ହୋଇଥିବାବେଳେ ଔଷଧ ବ୍ୟବସାୟ ଆଶାରେ ଅନେକ ଛୋଟ ଛୋଟ ଔଷଧ କମ୍ପାନୀ ବିଶେଷକରି ଯେଉଁମାନଙ୍କର ସେଭଳି କାଟ୍ତି ନାହିଁ ସେମାନେ ଏବେ ଗାଁ ଗହଳରେ ଥିବା ଔଷଧ ଦୋକାନଗୁଡିକୁ ଟାର୍ଗେଟ କରିଛନ୍ତି । ଏଭଳି କିଛି ଅନାମଧ୍ୟେୟ କମ୍ପାନୀଙ୍କ ଔଷଧ ବି ବହୁଳ ପରିମାଣରେ ବିକ୍ରି ହେଉଛି । ଗାଁରେ କରୋନା ପାଦ ଥାପିବାପାରେ ଲୋକେ ଏବେ ମନଇଚ୍ଛା ଔଷଧ ସେବନ କରୁଛନ୍ତି । ଗାଁ ଗହଳରେ ଥିବା ଔଷଧ ଦୋକାନଗୁଡିକ ଏବେ ଏକ...
କରୋନାକୁ ବଳିଗଲାଣି ତେଲ ଯନ୍ତ୍ରଣା
ଭୁବନେଶ୍ୱର : କରୋନା ଓ ୟାସର ମାଡରେ କଲବଲ ହେଉଥିବା ସାଧାରଣ ଲୋକଙ୍କ ପାଇଁ ତେଲ ଦର ବୃଦ୍ଧି ଅଧିକ ଯନ୍ତ୍ରଣା ଆଣୁଛି । ଆମ ରାଜ୍ୟରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ମୁହାଁ ହୋଇଥିବାବେଳେ ଦେଶର ଆଉ କେତେକ ରାଜ୍ୟରେ ଏହା ଶହେ ଟଙ୍କା ଟପି ସାରିଲାଣି । ଖାଇବା ତେଲ ଦର ବର୍ଷକ ଭିତରେ ଦୁଇଗୁଣରୁ ଅଧିକ ବଢିବା ଗରିବ ଲୋକଙ୍କ ପଖାଳକଂସା ଉପରେ ସାଂଘାତିକ ମାଡ ଦେଇଛି । ଆର୍ନ୍ତଜାତିକ ବଜାରର ଉପମା ଦେଇ ବାରମ୍ବାର ପେଟ୍ରୋଲ,...
Sethi Harps On Pro-People Program Coverage
Bhubaneswar: Bishnupada Sethi, Principal Secretary Information & Public Relations has harped on effective and correct information dissemination to the Public, while utilizing technology in a big way. Mr.Sethi was addressing the Information Officers of the Department of Information & Public Relations here on 27 May. Principal Secretary Mr.Sethi harped on dissemination of information on citizen centric services, which has been unveiled...
ବିଭାଗକୁ କ୍ରିୟାଶୀଳ କରିବାକୁ ପରାମର୍ଶ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମାନ୍ୟବର ମନ୍ତ୍ରୀ ତଥା ସଂପୃକ୍ତ ବିଭାଗ ସହିତ ନିୟୋଜିତ ସୂଚନା ଅଧିକାରୀମାନେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ସେମାନଙ୍କର ସୂଚନା ପ୍ରଦାନ କାର୍ଯ୍ୟଧାରାକୁ ଆହୁରି ଉନ୍ନତତର ଓ ପ୍ରଭାବୀ କରିବା ସହ ସଂପୃକ୍ତ ବିଭାଗ ଏବଂ ନୋଡାଲ ବିଭାଗ ଭାବେ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ଏହି ମର୍ମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସୂଚନା ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ...
୭ଦିନ ମଧ୍ୟରେ ଘରଭଙ୍ଗା କ୍ଷତିର ଆକଳନ କର
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ବାତ୍ୟା ୟାସର ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରି ୭ ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲା ଗୁଡିକରେ ଭାଙ୍ଗି ଯାଇଥିବା ଘର ଗୁଡିକ ସଂପର୍କରେ ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ରିଲିଫ, ପୁନର୍ଗଠନ ଓ ପୁନରୁଦ୍ଧାର ପ୍ରକ୍ରିୟା ଉପରେ ସମସ୍ତ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡିବ । କ୍ଷତିଗ୍ରସ୍ତ ଜଳମଗ୍ନ ଅଞ୍ଚଳରେ ୭ ଦିନ ପାଇଁ ରିଲିଫ ଘୋଷଣା...









